ଆଜିଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଆକାଶ ନିର୍ମଳ ରହିବ: ଆଉ ତିନି ଦିନ ପରେ ପୁଣି ଖସିବ ପାରଦ, ବଢ଼ିବ ଶୀତ
ଭୁବନେଶ୍ବର(କେନ୍ୟୁଜ୍): ଆଉ ତିନି ଦିନ ପରେ ପୁଣି ଖସିବ ପାରଦ, ବଢ଼ିବ ଶୀତ। ଆସନ୍ତା ୩ ଦିନ ଏମିତି ସ୍ଥିତି ଜାରି ରହିବା ପରେ ପୁଣି ଶୀତ ଫେରିବ। ବାତ୍ୟା ମାଣ୍ଡୋସ୍ ପ୍ରଭାବରେ ରବିବାର ଦିନ ରାଜ୍ୟରେ ପାଗ ମେଘୁଆ ରହିବା ସହିତ କିଛି ସ୍ଥାନରେ ବର୍ଷା ହୋଇଥିଲା। ଯାହାଦ୍ବାରା ଶୀତ କମିଛି।…