Browsing Tag

heavy cold wave in odisha

ଶୀତର ଚାଦର ତଳେ ସାରା ଓଡ଼ିଶା, ସକାଳୁ ସକାଳୁ ଜୋର୍ ଜାଡ଼

ଭୁବନେଶ୍ୱର (କେନ୍ୟୁଜ): ଶୀତର ଚାଦର ତଳେ ସାରା ଓଡ଼ିଶା। ଥରୁଛି ଉତ୍ତରରୁ ଉପାନ୍ତ। ସବୁଠି ପାରଦ ତଳ ମୁହାଁ ହୋଇଥିବାରୁ ଥଣ୍ଡାରେ ଥରୁଛି ସାରା ଓଡ଼ିଶା। ରାତିର ସର୍ବନିମ୍ନ ସ୍ବାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସି ଆସିଛି। ୧୪ ସହରର ରାତି ତାପମାତ୍ରା ୧୦ ଡିଗ୍ରୀଠୁ କମ ରହିଛି।…

ରାଜ୍ୟର ବିଭିନ୍ନ ସ୍ଥାନରେ ଧୀରେ ଧୀରେ ବଢୁଛି ଶୀତ, ଆଗାମୀ ୩ ଦିନ ମଧ୍ୟରେ ଆହୁରି କମିବ ରାତିର ତାପମାତ୍ରା

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ଖସୁଛି ପାରଦ । ବଢୁଛି ଶୀତ । ରାତିର ତାପମାତ୍ରା ଧିରେ ଧିରେ ହ୍ରାସ ପାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ଥଣ୍ଡା ଅନୁଭୂତ ହେଲାଣି । ଆଗାମୀ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ଆହୁରି କମିବ । ୨ରୁ ୩ ଡିଗ୍ରୀ ଯାଏ ତଳକୁ କମିବାର…

ନୂଆବର୍ଷରେ ଥରିବ ଓଡ଼ିଶା, ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ

ନୂଆବର୍ଷରେ ହାଡ଼ ଥରାଇବ ଜାଡ଼ । ଡିସେମ୍ବର ୩୧ ରୁ ଆହୁରି ତଳକୁ ଖସିବ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୪ ଡିଗ୍ରୀ ସେଲିସିୟସ ଯାଏଁ ତାପମାତ୍ରା ହ୍ରାସ ପାଇବ। ଉପକୂଳ ଓଡ଼ିଶାରେ ୨ ରୁ ୩ ଡିଗ୍ରୀ ଖସିବ ପାରଦ। ଡିସେମ୍ବର ୩୧, ଜାନୁଆରୀ ୧ ଓ ଜାନୁଆରୀ ୨ ତାରିଖ ପାଇଁ କିଛି ଜିଲ୍ଲାକୁ ୟେଲୋ…

ଆସନ୍ତାକାଲି ଠାରୁ ୩୧ ତାରିଖ ଯାଏ ଥରିବ ରାଜ୍ୟ

ଭୁବନେଶ୍ୱର (କେନ୍ୟୁଜ୍‌) : ଆହୁରି ଥରାଇବ ଶୀତ। ଆଗାମୀ ସପ୍ତାହେ ଯାଏ ଶୀତରୁ ନାହିଁ ନିସ୍ତାର। ଅସହ୍ୟ ଶୀତ ନେଇ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଗତ ୨୪ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ୪.୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। କେବଳ…

ଜାଡ଼ରେ ଥରୁଛି ସାରା ଓଡ଼ିଶା , ମାଲକାନଗିରି, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ଆଜି ହୋଇପାରେ ସ୍ୱଳ୍ପ ବର୍ଷା

ଭୁବନେଶ୍ବର(କେନ୍ୟୁଜ୍) : ଜାଡ଼ରେ ଥରୁଛି ସାରା ଓଡ଼ିଶା । ଗାଁରୁ ସହର, ଉପକୂଳରୁ ଉପାନ୍ତ ସବୁଠି ଶୀତର ପ୍ରକୋପ । ଲଗାତାର ୪ଦିନ ଧରି ରାଜ୍ୟରେ ଲାଗି ରହିଛି ଏଭଳି ସ୍ଥିତି । ଘନ କୁହୁଡ଼ି ସାଙ୍ଗକୁ ଜାଡ଼ରେ ଅସ୍ତବ୍ୟସ୍ତ ଲୋକେ । ପ୍ରବଳ ଶୀତ ଯୋଗୁ ସକାଳୁ ସକାଳୁ ଲୋକମାନେ ନିଆଁ ଜାଳି ପୋଉଁଥିବା…