ଜାଡ଼ରେ ଥରୁଛି ଦକ୍ଷିଣ ଓ ଉପକୂଳ ଓଡ଼ିଶା , ଅନେକ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା
କେନ୍ୟୁଜ୍ : ଜାଡ଼ରେ ଥରୁଛି ଦକ୍ଷିଣ ଓ ଉପକୂଳ ଓଡ଼ିଶା । ସାମୁଦ୍ରିକ ଝଡ଼ ପେଥାଇ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି । ବର୍ଷା ସାଙ୍ଗକୁ ପାରଦ ତଳକୁ ଖସି ଆସିଥିବାରୁ ପ୍ରବଳ ଶୀତ ଅନୁଭୂତ ହେଉଛି । ଶୀତ ସହ ବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ…