heavy cold

ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୨୦ସହର, ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ଯୁଜ୍): ଥରୁଛି ଓଡ଼ିଶା। ଆଉ ୩ ଦିନ ପ୍ରବଳ ଶୀତ ଲହରୀ ଜାରି ରହିବ। ୧୦ ଡିଗ୍ରୀ ତଳେ ୨୦ସହରର ତାପମାତ୍ରା ରେକର୍ଡ କରାଯାଇଛି। ଆଜି ୭…

2 years ago

ସାରା ରାଜ୍ଯରେ ଅସମ୍ଭାଳ ଶୀତ: ୪ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି, କଲବଲ କରୁଛି କୋହଲା ପବନ

ଭୁବନେଶ୍ବର(କେନ୍ଯୁଜ୍): ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା। ତା ସାଙ୍ଗକୁ ଶୀତ ଲହରୀ। କୋହଲା ପବନ ମାଡରେ ଜନଜୀବନ ଅସ୍ତବ୍ୟସ୍ତ। ଆଜି ଅସମ୍ଭାଳ ଶୀତ ହେବ। ୪…

2 years ago

ଓଡ଼ିଶାରେ ପ୍ରଥମ ତୁଷାରପାତ: କୋଇଡା ଓ ଟେନସା ଅଞ୍ଚଳର ବିଭିନ୍ନ ସ୍ଥାନରେ ବରଫ ସ୍ତର, ୪ଡିଗ୍ରୀ ତଳକୁ ଖସିଛି ପାରଦ

ବଣାଇ(କେନ୍ଯୁଜ୍): ରାଜ୍ୟରେ ଜାରି ରହିଛି ଅସହ୍ୟ ଶୀତ। ଜାଡ଼ରେ ଥରୁଛି ସାରା ଓଡ଼ିଶା। ଓଡ଼ିଶାରେ ପ୍ରଥମ ତୁଷାରପାତ । ସୁନ୍ଦରଗଡ ଜିଲ୍ଲା ବଣାଇର କୋଇଡା ଓ ଟେନସା…

2 years ago

ଥରୁଛି ସାରା ଓଡ଼ିଶା: ୧୫ ଡିଗ୍ରୀ ତଳେ ୨୨ ସହର, ଦାରିଙ୍ଗିବାଡିରେ ସର୍ବନିମ୍ନ ୬.୫ଡିଗ୍ରୀ ରେକର୍ଡ

ଭୁବନେଶ୍ବର(କେନ୍ଯୁଜ୍): ପ୍ରଚଣ୍ଡ ଜାଡରେ ଥରୁଛି ସାରା ଓଡ଼ିଶା। ଆଗକୁ ଆହୁରି ଥରାଇବ। ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବାହିତ ହେଉଛି। ୧୫ ଡିଗ୍ରୀ…

2 years ago

ପୁଣି ଆସୁଛି ଆଉ ଏକ ଲଘୁଚାପ: ହାଡଭଙ୍ଗା ଶୀତରେ ଥରିବ ସାରା ଓଡିଶା !

ଭୁବନେଶ୍ୱର (କେନ୍ଯୁଜ୍): ଆଜି ରାତିରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିବ ଶୀତ । ଉପକୂଳରେ ଆସନ୍ତା ୨୬ତାରିଖରୁ ଶୀତ ବଢିବ । ଆଭ୍ୟନ୍ତରୀଣ ଉତ୍ତର, ପଶ୍ଚିମ, ଦକ୍ଷିଣ-ପଶ୍ଚିମ ଓଡିଶାରେ…

3 years ago

ଆସନ୍ତା ୨ ଦିନ ଯାଏ ରାଜ୍ଯରେ ଜାରି ରହିବ ଶୀତର ଲହରୀ, ୭ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟରେ ପୁଣି ଶୀତ ଲହରୀ। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଶୀତ ଅନୁଭୂତ ହେବ। ଅନେକ ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଥିବା ପାଣିପାଗ…

3 years ago

କଳାହାଣ୍ଡିରେ ପାରଦ ତଳମୁହାଁ, ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ୟେଲୋ ଓ୍ଵାଣ୍ଣିଂ ଜାରି

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ଶୀତ ଲହରୀ ଜାରି । ପାରଦ ତଳମୁହାଁ । ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ୟେଲୋ ଓ୍ଵାଣ୍ଣିଂ ଜାରି କରାଯାଇଛି ।…

3 years ago

ଉତ୍ତରା ପବନ ଫଳରେ ପ୍ରବଳ ଥଣ୍ଡାରେ ଥରୁଛି ରାଜ୍ୟ, ୮ରୁ ପୁଣି କମିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତଲହରୀ। ଉତ୍ତର ଦିଗରୁ ଥଣ୍ଡା ପବନ ବହିବାରୁ ପ୍ରବଳ ଥଣ୍ଡାରେ ଥରୁଛି ରାଜ୍ୟ। ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ,…

3 years ago

ଆଗାମୀ ୨୪ ଘଣ୍ଟା ଯାଏଁ ଓଡିଶାର ୧୬ ଜିଲ୍ଲାକୁ ସମ୍ଭାବ୍ୟ ଶୀତ ଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ଯାଏଁ ଓଡିଶାର ୧୬ ଜିଲ୍ଲାକୁ ସମ୍ଭାବ୍ୟ ଶୀତଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ସୁନ୍ଦରଗଡ,…

3 years ago

କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିଲା ଶୀତ, କାଲୁଆ ପବନ ସାଙ୍ଗକୁ ଘନ କୁହୁଡି ଲୋକଙ୍କୁ କରୁଛି ଅସ୍ତବ୍ୟସ୍ତ

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଶୀତର ଲେଉଟାଣି । ବିଶେଷକରି କାଲୁଆ ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । କିଛି ସ୍ଥାନରେ ଘନ…

3 years ago

ଆସନ୍ତାକାଲିଠୁ ରାଜ୍ଯରେ ଆହୁରି ତଳକୁ ଖସିବ ପାରଦ, ପ୍ରବଳ ଶୀତକୁ ନଜରରେ ରଖି କିଛି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର: ନୂଆବର୍ଷରେ ହାଡ଼ ଥରାଇବ ଜାଡ଼ । କାଲିଠୁ ଆହୁରି ତଳକୁ ଖସିବ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୪ ଡିଗ୍ରୀ ସେଲିସିୟସ ତାପମାତ୍ରା…

3 years ago

ହାଡ଼ଭଙ୍ଗା ଶୀତରେ ଥରୁଛି ରାଜ୍ୟ: ୧୦ ଡିଗ୍ରି ସେଲସିୟସ ତଳେ ରହିଛି ୧୨ଟି ସହରର ତାପମାତ୍ରା

ଭୁବନେଶ୍ବର: ହାଡ଼ଭଙ୍ଗା ଶୀତରେ ଥରୁଛି ରାଜ୍ୟ। ୧୦ ଡିଗ୍ରି ସେଲସିୟସ ତଳେ ରହିଛି ୧୨ଟି ସହରର ତାପମାତ୍ରା। ପ୍ରବଳ ଥଣ୍ଡାରେ ଅସ୍ତବ୍ୟସ୍ତ ଜନଜୀବନ। ରାଜ୍ୟରେ ଅସହ୍ୟ ଶୀତ…

3 years ago