Browsing Tag

heavy crowd

ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼, ମିଳୁନି ତେଲ

ମାଲକାନଗିରି : ମାଲକାନଗିରିରେ ମିଳୁନି ପେଟ୍ରୋଲ । ଜିଲ୍ଲାରେ ପେଟ୍ରୋଲ ଡିଜେଲ ଦେବା ନେଇ କଟକଣା ଜାରି କଲା ଜିଲ୍ଲା ଯୋଗାଣ ବିଭାଗ । ବର୍ତ୍ତମାନ ସମସ୍ତ ପେଟ୍ରୋଲ ପମ୍ପରେ ଭିଡ଼ ଦେଖିବାକୁ ମିଳୁଛି । ଡିପରୁ ତେଲ ନଆସୁଥିବାରୁ ସମସ୍ୟା ଉପୁଜିଛି । ଜିଲ୍ଲାର ଅନେକ ପେଟ୍ରୋଲ ପମ୍ପରେ ତେଲ ନଥିବା…

ମହାରାଷ୍ଟ୍ର ପୁନେଠାରେ ପୋଲ ଭୁଶୁଡ଼ି ଭାସି ଗଲେ ଲୋକେ, କିଛି ମରିଗଲେ କିଛି ଉଦ୍ଧାର ପାଇଲେ

ଅଚାନକ ଘଟୁଛି ଦୁର୍ଘଟଣା । କିଛି ଆଭାସ ନଥିଲା ପୂର୍ବରୁ ହେଲେ ଭୁଶୁଡ଼ିଗଲା ପୋଲ ଆଉ ଭାସିଗଲେ ଲୋକେ । ସେତୁରେ ବହୁତ ଭିଡ଼ ଥିଲା, ଯାନବାହନ ଯୋଗୁଁ ରାସ୍ତା ଜାମ୍ ହୋଇଗଲା । ଆଉ ଘଟିଗଲା ବଡ଼ ଅଘଟଣ । ଆମେ କହୁଛୁ ଗତକାଲି ଘଟିଥିବା ମହାରାଷ୍ଟ୍ରର ସେତୁ ଦୁର୍ଘଟଣା କଥା। ପୁଣେର ମାଭାଲ ତହସିଲରେ…

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ମମତା ବାନାର୍ଜୀଙ୍କ ଭାଷଣ ସମୟରେ ପ୍ରବଳ ହଙ୍ଗାମା, ପ୍ରଶ୍ନ ପଚାରିଲେ ଜନତା?

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କେଲଗରେ ଭାଷଣ ଦେବା ପାଇଁ ଲଣ୍ଡନରେ ପହଞ୍ଚିଥିଲେ ।  ସେ ଭାଷଣ ଦେଉଥିବା ସମୟରେ ବହୁତ ହଙ୍ଗାମା ହୋଇଥିଲା ।  ଛାତ୍ର ଫେଡେରେସନ ଅଫ୍ ଇଣ୍ଡିଆ (SFI)ର ଛାତ୍ର ନେତାମାନେ 'ପଛକୁ ଯାଅ' ସ୍ଲୋଗାନ ଦେଇଥିଲେ ଏବଂ ଏକ…

ଆଜି ବି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ, ପିପିଲି ଟୋଲ ଗେଟ୍‌ରେ ସ୍ଥିତି ଅସମ୍ଭାଳ

ପୁରୀ : ନୂଆବର୍ଷ ପାଇଁ ପୁରୀରେ ଲାଗି ରହିଛି ଗହଳି । ଗତକାଲି ପରି ଆଜି ବି ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼ । ସକାଳୁ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି । ଗଲା ଡିସେମ୍ବର ୩୧ ତାରିଖରୁ ଲାଗିଥିବା ଭିଡ଼ ଆଜି ଯାଏଁ ବି ଜାରି ରହିଛି । ରାଜ୍ୟ ଏବଂ…