Browsing Tag

heavy fog

ରାଜ୍ୟରେ କମୁଛି ଶୀତ, କଲବଲ କରୁଛି କୁହୁଡ଼ି; ୧୦ ଜିଲ୍ଲାରେ ୟେଲୋ ଆଲର୍ଟ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଶୀତ କମୁଥିବାବେଳେ ଅଧିକ ରହୁଛି କୁହୁଡ଼ି। ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଘନକୁହୁଡ଼ି ପାଇଁ ୧୦ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ପାଟ୍ରୋଲିଂ ବଢାଇବା ସହ ଡ୍ରାଇଭର ମାନଙ୍କୁ ସଚେତନ କରିବା ପାଇଁ…

କୁହୁଡ଼ି ପାଇଁ ସତର୍କତା: ଗାଡ଼ି ଚଳାଇବା ସମୟରେ ସବୁବେଳେ ହେଡ୍ ଲାଇଟ୍ ଲଗାଇ ରଖନ୍ତୁ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଘନ କୁହୁଡ଼ି ହେଉଛି । ଏଥି ପାଇଁ ଅନେକ ସମୟରେ ସଡ଼କ ଦୁର୍ଘଟଣାର ଆଶଂକା ରହୁଛି । ଏହାକୁ ଏଡ଼ାଇବା ପାଇଁ ପରାମର୍ଶ ଜାରି କରିଛି ରାଜ୍ୟ ପରିବହନ ବିଭାଗ । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ବିଳମ୍ବ ହେଉ ପଛେ ଗାଡ଼ି ଧୀରେ ଚଳାଇବାକୁ କୁହାଯାଇଛି । ଗାଡ଼ି ଗୁଡ଼ିକ…

ରାଜ୍ୟରେ ଜାରି ପ୍ରବଳ ଶୀତ ପ୍ରବାହ: ଆଜି ଟ୍ଵିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ, ଦେଖାଯାଉନି ରାସ୍ତାଘାଟ

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ପ୍ରବଳ ଶୀତ ପ୍ରବାହ ଜାରି ରହିଥିବା ବେଳେ ଟ୍ଵିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ। ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସହର ସମେତ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖାଯାଇଥିଲା। ଫଳରେ ୫୦ ମିଟର ଦୂରତା ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେଉନାହିଁ । ଫଳରେ…

ଟ୍ଵିନ୍‌ସିଟିରେ ପ୍ରବଳ କୁହୁଡ଼ି, ୫୦ ମିଟର ଦୂରତା ପର୍ଯ୍ୟନ୍ତ ଦେଖାଯାଉନି କିଛି

ଭୁବନେଶ୍ୱର/କଟକ(କେନ୍ୟୁଜ୍): ଟ୍ଵିନ୍‌ସିଟିରେ ଘନ କୁହୁଡ଼ିର ଆସ୍ତରଣ। ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସହର ସମେତ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ଦେଖାଯାଇଥିଲା। ଫଳରେ ୫୦ ମିଟର ଦୂରତା ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେଉନାହିଁ । ଯାତାୟତରେ ବାଧା ସୃଷ୍ଟି ହେଉଛି। ଫଳରେ ଲୋକମାନେ…

କରଞ୍ଜିଆରେ ହାଲୁକା ଶୀତ ସହ ପ୍ରବଳ କୁହୁଡି ଅନୁଭୂତ, ୧୦ରୁ ୧୫ ଫୁଟ ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉନାହିଁ ରାସ୍ତା

କରଞ୍ଜିଆ(କେନ୍ୟୁଜ୍): ଆସୁଛି ଶୀତ । କରଞ୍ଜିଆରେ ହାଲୁକା ଶୀତ ସହ ପ୍ରବଳ କୁହୁଡି ଅନୁଭୂତ । କରଞ୍ଜିଆ ଉପଖଣ୍ଡରେ ସକାଳୁ ସକାଳୁ କୁହୁଡି ଦେଖାଦେଲାଣି । ଘନ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ୧୦ରୁ ୧୫ ଫୁଟ ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉନାହିଁ। ଫଳରେ ରାସ୍ତାରେ ଯାତାୟାତ…

ଆଜିଠାରୁ ଦୁଇ ଦିନ ଘନ କୁହଡ଼ି ସମ୍ଭାବନା, କିଛି ଜିଲ୍ଲାରେ ହେବ ବର୍ଷା

କେନ୍ୟୁଜ୍(ବ୍ୟୁରୋ):  ଦିନକ ପରେ ପୁଣି ପଶ୍ଚିମା ଝଡ଼ ପ୍ରଭାବ। ୯ ଓ ୧୦ ତାରିଖରେ କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। ଆଜିଠାରୁ ଦୁଇ ଦିନ ଘନ କୁହଡ଼ି ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ପାଗ ଶୁଖିଲା ରହିଛି। ୧୦ ଡିଗ୍ରୀ ତଳେ ରହିଛି ୫ଟି ସହରର ତାପମାତ୍ରା। ପଶ୍ଚିମା ଝଡ଼…

ଟ୍ଵିନ୍‌ସିଟିରେ ପ୍ରବଳ କୁହୁଡି, ୫୦ ମିଟର ଦୂରତା ପର୍ଯ୍ୟନ୍ତ କିଛି ବି ହେଉନି ଦୃଶ୍ୟମାନ

କଟକ/ଭୁବନେଶ୍ବର(କେନ୍ଯୁଜ୍): ଟ୍ଵିନ୍‌ସିଟିରେ ଘନ କୁହୁଡି ଆସ୍ତରଣ। ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଠିକରେ ଦୃଶ୍ୟମାନ ହେଉନି । ଫଳରେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି ଲୋକେ । ୫୦ ମିଟର ଦୂରତା ପର୍ଯ୍ୟନ୍ତ କିଛି ଦୃଶ୍ୟମାନ ହେଉନି। ଲୋକମାନେ ଲାଇଟ୍‌ ଲଗାଇ ଯିବାଆସିବା କରୁଛନ୍ତି। ପୂର୍ବ…

ରାଜ୍ୟରେ ଖସିବାରେ ଲାଗିଛି ପାରଦ, ଘନ କୁହୁଡିର ଚାଦର ତଳେ ବଣାଇ ସହର

ବଣାଇ(କେନ୍ଯୁଜ୍): ରାଜ୍ୟରେ ଆରମ୍ଭ ହୋଇଯାଇଛି ଶୀତ ଲହରୀ। ଖସିବାରେ ଲାଗିଛି ପାରଦ। ବଣାଇରେ ଘନ କୁହୁଡି ସାଙ୍ଗକୁ ଶୀତ ଆରମ୍ଭ । ଲଘୁଚାପ ଜନିତ ବର୍ଷା ଛାଡିବା ପରେ ଘନ କୁହୁଡିର ଚାଦର ତଳେ ବଣାଇ ସହର । ଫଳରେ ରାସ୍ତା ଘାଟ ୧୦ ମିଟର ଯାଏଁ କିଛି ଦେଖାଯାଉନାହିଁ । ସକାଳୁ ସକାଳୁ…

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବି ଜାରି ରହିବ କୋହଲା ପାଗ

ଭୁବନେଶ୍ବର(କେନ୍ଯୁଜ୍): ଆଜି ବି ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଜିଲ୍ଲାରେ କୋହଲା ପାଗ ଲାଗି ରହିବ। ବାୟୁମଣ୍ଡଳରେ ଅହେତୁକ ଜଳୀୟବାଷ୍ପର ପରିମାଣ ବୃଦ୍ଧି ପାଇବ। ମେଘୁଆ ପାଗ ଯୋଗୁ ଧାନ ଓ ପନିପରିବା ଜାତୀୟ ଚାଷରେ ରୋଗପୋକ ବୃଦ୍ଧି ହେବାର ସମ୍ଭାବନା ରହିଛି।  ଆଗାମୀ ୩ରୁ ୪ ଦିନ ଯାଏଁ ରାତିର…

ଲଘୁଚାପ ପ୍ରଭାବରେ କମିଛି ଶୀତ, ଉପାନ୍ତରୁ ଉପକୂଳ ଘନ କୁହୁଡ଼ିରେ ଭର୍ତ୍ତି

ଭୁବନେଶ୍ବର(କେନ୍ଯୁଜ୍): ଦକ୍ଷିଣ ଆଣ୍ଡାମାନ ସାଗର ଉପକୂଳରେ ସୃଷ୍ଟ ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ୫.୮ କିିମି ପର୍ଯ୍ୟନ୍ତ ବ୍ୟାପିଛି। ଆଗାମୀ ୨୪ ଘଣ୍ଟାରେ ଲଘୁଚାପର ଗତିପଥ ପଶ୍ଚିମ-ଉତ୍ତରପଶ୍ଚିମ…

ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ଦ୍ବୈତନଗରୀ, ୫୦ ମିଟର ଦୂରକୁ କିଛି ଦେଖାଯାଉନି

ଭୁବନେଶ୍ବର: ରାଜ୍ୟରେ ଘନ କୁହୁଡି। ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ଦ୍ବୈତନଗରୀ । ୫୦ ମିଟର ଦୂରକୁ କିଛି ଦେଖାଯାଉନି । ଭୁବନେଶ୍ୱରରେ ଅଧିକ କୁହୁଡି ଦେଖିବାକୁ ମିଳିଛି । ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ । ଲୋକେ ଯିବା ଆସିବା କରିବାରେ ନାନା ଅସୁବିଧା…

ଆଜି ଟ୍ବିନସିଟିରେ ପ୍ରବଳ କୁହୁଡି, ରାସ୍ତାଘାଟ ଦୃଶ୍ୟମାନ ହେଉନଥିବାରୁ ଯାତାୟତ ବାଧାପ୍ରାପ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ବି ଘନ କୁହୁଡି। ଘନ କୁହୁଡିର ଚାଦରରେ ଘୋଡେଇ ହୋଇଛି ଦୈତନଗରୀ । ୫୦ ମିଟର ଦୂରକୁ କିଛି ଦେଖାଯାଉନି । ଭୁବନେଶ୍ୱରରେ ଅଧିକ କୁହୁଡି ଦେଖିବାକୁ ମିଳିଛି । ପ୍ରବଳ କୁହୁଡି ଯୋଗୁ ରାସ୍ତାଘାଟ ଦୃଶ୍ୟମାନ ହେଉନାହିଁ । ଲୋକେ ଯିବା ଆସିବା କରିବାରେ ନାନା ଅସୁବିଧା…