Browsing Tag

heavy heat wave

ରାଜ୍ଯରେ ଗତ ୨୪ ଘଣ୍ଟାରେ ୧୫ ଜିଲ୍ଲାରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରେକର୍ଡ, ଅନୁଗୁଳରେ ସର୍ବାଧିକ

ଭୁବନେଶ୍ୱର(କେନ୍ୟୁଜ୍): ଆହୁରି ୩ରୁ ୪ ଦିନ ତାତି। ଶ୍ରାବଣରେ ଧୁ ଧୁ ଖରା। ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି। ଖରାଦିନ ଭଳି ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ରାଜ୍ୟରେ ମୌସୁମୀ ଦୁର୍ବଳ ହେଉଥିବାରୁ ତାପମାତ୍ରା ବଢୁଛି। ଦିନ ଓ ରାତି ସ୍ୱାଭାବିକଠାରୁ ଅଧିକ ରହୁଛି। ଗତ ୨୪…

ଆକାଶରୁ ଅଗ୍ନିବର୍ଷା: ଆଜିଠୁ ପଶ୍ଚିମ ଓଡ଼ିଶାକୁ ହିଟ୍‌ୱେଭ୍ ଆଲର୍ଟ, ୫ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ସତର୍କତା

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟକୁ ପୁଣି ଫେରିଛି ତାତି । ଜଳୁଛି ପଶ୍ଚିମ ଓଡ଼ିଶା । ଆକାଶରୁ ଅଗ୍ନିବର୍ଷା ହେଉଛି । ଆଜିଠୁ ପଶ୍ଚିମ ଓଡ଼ିଶାରେ ଆହୁରି ବଢ଼ିବ ଦିନର ତାପମାତ୍ରା । ତିନି ଦିନ ଯାଏ ନିସ୍ତାର ନାହିଁ । ୧୦ ତାରିଖ ଯାଏ ପଶ୍ଚିମ ଓଡ଼ିଶାକୁ ହିଟ୍‌ୱେଭ୍ ଆଲର୍ଟ କରିଛି ଭୁବନେଶ୍ୱର…

ବଢୁଛି ପାରଦ, ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା: ସକାଳୁ ସକାଳୁ ଜଳିଗଲା ଭଳି ଲାଗୁଛି ଦେହହାତ

ଭୁବନେଶ୍ବର(କେନ୍ୟୁଜ) : ରାଜ୍ୟକୁ ପୁଣି ଫେରିଛି ତାତି । ବଢୁଛି ପାରଦ । ଜାରି ରହିଛି ଗ୍ରୀଷ୍ମଲହରି । ବିଭିନ୍ନ ଜିଲ୍ଲାରେ ଦିନର ତାପମାତ୍ରା ବଢିଛି । ଦୁଇ ଦିନ ହେବ ଦିନର ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍‌ ଯାଏ ବଢ଼ିଛି । ସକାଳୁ ସକାଳୁ ଜଳିଗଲା ଭଳି ଲାଗୁଛି ଦେହହାତ । ଆକାଶରୁ ଖସୁଛି…

ଆଜିଠୁ ପୁଣି ରାଜ୍ୟରେ ବଢ଼ିବ ତାପମାତ୍ରା, ଆସନ୍ତା ୨୪ ଘଣ୍ଟା ଭିତରେ ଘଡ଼ଘଡ଼ି ଓ ବଜ୍ରପାତ ପାଇଁ ୧୯ ଜିଲ୍ଲାକୁ ୟେଲୋ…

ଭୁବନେଶ୍ବର (କେନ୍ୟୁଜ୍): ତଲା କଡ଼େଇରେ ଭାଜି ହେବ ଓଡ଼ିଶା । ଆଜିଠୁ ପୁଣି ରାଜ୍ୟରେ ବଢ଼ିବ ତାପମାତ୍ରା । ଆସନ୍ତା ୨୪ ଘଣ୍ଟା ପରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ ଯାଏ ବୃଦ୍ଧି ସମ୍ଭାବନା ରହିଛି । ସେହିପରି ଉପକୂଳ ଓଡ଼ିଶାରେ ତାପମାତ୍ରା ୨ରୁ ୩…

ଆଜିଠୁ ଖସିବ, ୨୪ରୁ ବଢ଼ିବ: ଆସନ୍ତା ୨ଦିନ ରାଜ୍ୟରେ ତାପମାତ୍ରା ସାମାନ୍ୟ କମିବ, ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର(କେନ୍ୟୁଜ୍): ଅସହ୍ୟ ତାତିରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । ଆସନ୍ତା ଦୁଇଦିନ ରାଜ୍ୟରେ ତାପମାତ୍ରା ସାମାନ୍ୟ କମିବ । ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ପୁଣି ୨୪ରୁ ବଢିବ ତାତି । ଗତକାଲି ସୋନପୁରରେ…

ଆକାଶରୁ ଅଗ୍ନିବର୍ଷା: ୧୨ ସହରରେ ପାରଦ ୪୦ ଡିଗ୍ରୀ ଉପରେ, ସବୁଠୁ ଉତ୍ତପ୍ତ ସୋନପୁର

ଭୁବନେଶ୍ୱର (କେନ୍ୟୁଜ୍): ଆକାଶରୁ ଅଗ୍ନିବର୍ଷା । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରି । ୧୨ ସହରରେ ପାରଦ ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ସବୁଠୁ ଉତ୍ତପ୍ତ ସହର ସୋନପୁର । ସେଠାରେ ସର୍ବାଧିକ ତାପମାତ୍ରା ୪୩.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ସେହିପରି ଅନୁଗୁଳରେ ୪୩…

ଏପ୍ରିଲ ଆରମ୍ଭରୁ ତାତି ଉପରମୁହାଁ: ପଣା ସଂକ୍ରାନ୍ତି ଯାଏ ମିଳିବନି ନିସ୍ତାର, ତାପମାତ୍ରା ବୃଦ୍ଧି ଯୋଗୁ କାଳବୈଶାଖୀ…

ଭୁବନେଶ୍ବର(କେନ୍ୟୁଜ): ଲୁ’ ପ୍ରଭାବରେ ତାତୁଛି ଓଡ଼ିଶା । ପଣା ସଂକ୍ରାନ୍ତି ଯାଏ ତାତିରୁ ମିଳିବନି ନିସ୍ତାର । ଏପ୍ରିଲ ଆରମ୍ଭରୁ ତାତି ଉପରମୁହାଁ । ପ୍ରଥମ ସପ୍ତାହରେ ବଲାଙ୍ଗିର ଓ ସୋନପୁରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି । ୪୦ ଡିଗ୍ରୀ ଉପରେ ରହିଛି ୧୧ ସହରର ତାପମାତ୍ରା ।…

ମାଡ଼ି ଆସିଲାଣି ଖରା: ରାଜ୍ୟର ୯ଟି ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ଉପରେ, ମାର୍ଚ୍ଚ ପହିଲା ସୁଦ୍ଧା ଛୁଇଁବ ୪୦ ଡିଗ୍ରୀ

ଭୁବନେଶ୍ବର: ମାଡ଼ି ଆସିଲାଣି ଖରା । ଆଗକୁ ଭୀଷଣ ତାତି ଆଣିପାରେ ଗ୍ରୀଷ୍ମ । ଦୁଇଦିନ ଧରି ରାଜ୍ୟର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ରାଜଧାନୀରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ପାର କରିଛି । ରାଜ୍ୟର ୯ଟି ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି । ଆସନ୍ତା ୨ରୁ ୩…

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ବଢିବ ଗ୍ରୀଷ୍ମପ୍ରବାହ, ଆଜି ୧୧ଟି ଜିଲ୍ଲାକୁ ହିଟ୍‌ ୱେଭ୍‌ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର : ତାତିରେ ଡହଳ ବିକଳ ହେଉଛି ଓଡ଼ିଶା । ସାରା ରାଜ୍ୟରେ ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । ଏହି ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି । ସୂଚନା ଅନୁଯାୟୀ ଗତକାଲି ରାଜ୍ଯର ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ, ଟିଟିଲାଗଡ଼ରେ…

ପ୍ରବଳ ଗ୍ରୀଷ୍ମଲହରୀରେ ଆଉଟୁ ପାଉଟୁ ଓଡ଼ିଶା, ଟିଟିଲାଗଡ଼ ଓ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ

କେନ୍ୟୁଜ୍: ଅସହ୍ୟ ତାତିରେ ଆଉଟୁ ପାଉଟୁ ଓଡ଼ିଶା। ପ୍ରବଳ ଗ୍ରୀଷ୍ଣଲହରୀରେ ସନ୍ତୁଳି ହେଉଛନ୍ତି ଲୋକେ। ବୁଧବାର ରାଜ୍ୟର ୭ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ ଓ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ବଲାଙ୍ଗୀରରେ ପାରା ୪୧.୫ ଡିଗ୍ରୀ…