Browsing Tag

heavy rain

ଦୁଇ ଦିନ ପ୍ରବଳ ବର୍ଷା, ୨୫ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଦୁଇ ଦିନ ପ୍ରବଳ ବର୍ଷା । କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ସୃଷ୍ଟି ହୋଇଛି । ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ନେଇ ଆଜି ୨୫ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି । ସେଥିରୁ ପ୍ରବଳ ବର୍ଷା ପାଇଁ ୬ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ହୋଇଥିବା ବେଳେ ୧୯ ଜିଲ୍ଲାକୁ…

କୋଲକାତା ସମେତ ଦକ୍ଷିଣ ବଙ୍ଗରେ ଝଡ଼ ତୋଫାନର ତାଣ୍ଡବ, ୭ ମୃତ

ପଶ୍ଚିମବଙ୍ଗ : ଶୁକ୍ରବାର ଅପରାହ୍ନରେ ପଶ୍ଚିମ ବଙ୍ଗର ରାଜଧାନୀ କୋଲକାତା ସମେତ ଦକ୍ଷିଣ ବଙ୍ଗର ଅନେକ ଜିଲ୍ଲାରେ ପ୍ରବଳ ଝଡ଼ ଏବଂ ପ୍ରବଳ ବର୍ଷା ତାଣ୍ଡବ ସୃଷ୍ଟି କରିଛି ।  ପାଗ ସମ୍ବନ୍ଧୀୟ ବିଭିନ୍ନ ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସାଧାରଣ ଜୀବନଯାପନକୁ ପ୍ରଭାବିତ କରିଛି । ପ୍ରବଳ…

ରାଜ୍ୟରେ କାଳବୈଶାଖୀର ପ୍ରଭାବ, ଆସନ୍ତା ୨୪ ଘଣ୍ଟାରେ ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀର ପ୍ରଭାବକୁ ନେଇ ତାପମାତ୍ରା ସାମାନ୍ୟ ହ୍ରାସ ହୋଇଥିବା ବେଳେ ହଟିଛି ଗ୍ରୀଷ୍ମ ପ୍ରବାହର ଚେତାବନୀ । ତଥାପି ପ୍ରବଳ ଖରା ସହ ଉପକୂଳରେ କଲବଳ କରିବ ଗୁଳୁଗୁଳି । ଆଜି ଉପକୂଳର ୧୧ ଜିଲ୍ଲାରେ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ…

ରାଜଧାନୀରେ ହଠାତ୍ ବଦଳିଲା ପାଣିପାଗ, ଜୋରସୋର ହେଉଛି ବର୍ଷା ପବନ

ଭୁବନେଶ୍ବର: ରାଜଧାନୀରେ ହଠାତ୍ ବଦଳିଲା ପାଣିପାଗ । ପ୍ରଚଣ୍ଡ ତାତିରୁ ମୁକ୍ତି ଆଣିଲା କାଳବୈଶାଖୀ । କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱରରେ ଜୋରସୋର ବର୍ଷା ପବନ । କିଛି ଦିନ ଧରି ଅସହ୍ୟ ତାତିରେ ସିଝୁଥିବା ରାଜଧାନୀବାସୀଙ୍କୁ ମିଳିଛି ଆଶ୍ୱସ୍ତି। ସକାଳୁ ପ୍ରବଳ ଗରମ ଓ ଗୁଳୁଗୁଳି ସହ ଆରମ୍ଭ…

କାଳବୈଶାଖୀର ଶକ୍ତିଶାଳୀ ତାଣ୍ଡବ, ନେଲା ୫୦ରୁ ଅଧିକ ଜୀବନ     

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ତାଣ୍ଡବ ସୃଷ୍ଟି କରିଛି କାଳବୈଶାଖୀ । କେବଳ ଉତ୍ତରପ୍ରଦେଶରେ ନୁହେଁ ବରଂ ଦିଲ୍ଲୀରୁ ଆରମ୍ଭ କରି ଉତ୍ତରାଖଣ୍ଡ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଯେଉଁଥିରେ ୫୦ ଜଣରୁ ଉର୍ଦ୍ଧ୍ବ ଲୋକଙ୍କର  ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବୁଧବାର…

ବେଙ୍ଗାଲୁରୁରେ ବର୍ଷାର ତାଣ୍ଡବ : କାନ୍ଥ ଭୁଶୁଡି ୭ ମୃତ, ପୀଡିତ ପରିବାରକୁ କ୍ଷତିପୂରଣ ଘୋଷଣା

ବେଙ୍ଗାଲୁରୁ : କର୍ଣ୍ଣାଟକ ବେଙ୍ଗାଲୁରୁ ସହରରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ୭ ଜଣଙ୍କ ଜୀବନ ଚାଲିଯାଇଛି । ପ୍ରବଳ ବର୍ଷା ଯୋଗୁଁ ହସପିଟାଲର ପୁରୁଣା କାନ୍ଥ ନିକଟରେ ବାଟରେ ଯାଉଥିବା ଲୋକମାନେ ଆଶ୍ରୟ ନେଇଥିଲେ । କିନ୍ତୁ ପ୍ରବଳ ବର୍ଷା କାନ୍ଥ ଭୁଶୁଡି ପଡିଥିଲା । ଘଟଣା ପରେ ମୁଖ୍ୟମନ୍ତ୍ରୀ…

ଆଜିଠୁ ପାଗରେ ପରିବର୍ତ୍ତନ, ମେ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଜଳୁଛି ପଶ୍ଚିମ, ଉପକୂଳରେ ଆଶ୍ବସ୍ତି । ତାତିରେ ଲାଗିବ ବ୍ରେକ୍ । ଅସହ୍ୟ ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି । ଆଜିଠୁ ପାଗରେ ଆସିବ ପରିବର୍ତ୍ତନ । କାଳବୈଶାଖୀ ଆଣିବ ଆଶ୍ବସ୍ତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ମେ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ…

ପାକିସ୍ତାନରେ ତାଣ୍ଡବ ରଚିଲା ବର୍ଷା, ୪୫ ମୃତ

ନୂଆଦିଲ୍ଲୀ: ପାକିସ୍ତାନରେ ତାଣ୍ଡବ ରଚିଲା ବର୍ଷା । ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ପ୍ରବଳ ବର୍ଷା ହେଉଛି । ଗତ ୧୦ ଦିନ ମଧ୍ୟରେ ବର୍ଷା ସମ୍ପର୍କିତ ଘଟଣାରେ ଅତି କମରେ ୪୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୫ ଜଣ ଆହତ ମଧ୍ୟ ହୋଇଛନ୍ତି । ଏହି ସୂଚନା ପ୍ରଦେଶ…

ଆଜିଠୁ ୩ ଦିନ ପ୍ରବଳ ବର୍ଷା, ୩୦ ରୁ ୪୦କିମି ବେଗରେ ବହିପାରେ ପବନ

ଭୁବନେଶ୍ବର: କମିବ ତାପମାତ୍ରା । ଘୂର୍ଣ୍ଣିବଳୟ ପ୍ରଭାବରେ କାଲି ଯାଏ ବର୍ଷା ସମ୍ଭାବନା । ଓଡିଶା ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆସନ୍ତାକାଲି ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଆଜି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ…

ବଙ୍ଗୋପସାଗରରେ ଲଘୁଚାପ, ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା

ଭୁବନେଶ୍ୱର : ଆସୁଛି ଲଘୁଚାପ । ଶୁକ୍ରବାର ଠାରୁ ରବିବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା । ଦକ୍ଷିଣ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି । ଏହା ପ୍ରଭାବରେ ଶ୍ରୀଲଙ୍କାରେ ପ୍ରବଳ ବର୍ଷା ହେବ । ତାମିଲନାଡୁ,ପୁଡୁଚେରୀ ଏବଂକେରଳରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ।…

ଡିଟୱା ପ୍ରଭାବ : ଚେନ୍ନାଇର ଅନେକ ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ, ବର୍ଷା ଯୋଗୁଁ ରାସ୍ତା ଜଳମଗ୍ନ

ଚେନ୍ନାଇ : ବାତ୍ୟା ଡିଟୱା ଶ୍ରୀଲଙ୍କାରେ ପ୍ରଳୟ ଆଣିବା ପରେ ଭାରତ ଦକ୍ଷିଣରେ ପ୍ରଭାବ ଦେଖାଇଛି । ପ୍ରବଳ ବର୍ଷା ଯୋଗୁଁ ତାମିଲନାଡୁର ବିଭିନ୍ନ ଜିଲ୍ଳାର ସ୍କୁଲ ଏବଂ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସୋମବାର ସକାଳ ସୁଦ୍ଧା ଗଭୀର ଅବପାତ ଉତ୍ତର ତାମିଲନାଡ଼ୁ ଉପକୂଳ ଓ…

ଶୀତରେ ଆସିବ ବର୍ଷା ! ୨୨ରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ପୁଣି ଆଉ ଏକ ଲଘୁଚାପ ସମ୍ଭାବନା । ୨୨ ବେଳକୁ ୨୨ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ପ୍ରଭାବରେ କମିବ ଶୀତ, ବଢ଼ିବ ତାପମାତ୍ରା । ଏପଟେ ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହ ଯୋଗୁ କମିଛି ରାତି ତାପମାତ୍ରା । ଆହୁରି ୨୪ ଘଣ୍ଟା ଥରାଇବ । ୨୫…