Browsing Tag

heavy rain and flood

ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ବର୍ଷା, ଆଜି ୨ ଜିଲ୍ଲା କେନ୍ଦୁଝର ଓ ମୟୂରଭଞ୍ଜକୁ ରେଡ…

ଭୁବନେଶ୍ୱର(କେନ୍ୟୁଜ୍):ବନ୍ୟା ବିପଦ ଟଳି ନଥିବା ବେଳେ ପୁଣି ଭୟ ବଢ଼ାଇଛି ଲଘୁଚାପ । ଉତ୍ତର-ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହୋଇଛି। ଏହା କ୍ରମଶଃ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଆଜି ସକାଳ ସୁଦ୍ଧା ଅଧିକ ଘନୀଭୂତ…

ସୁବର୍ଣ୍ଣପୁରରେ ଲଗାଣ ବର୍ଷା ଜାରି, ବୀରମହାରାଜପୁର ରାସ୍ତାର ବିଜେପୁର ବ୍ରିଜ୍ ଉପରେ ୬ ଫୁଟ ଉଚ୍ଚରେ ପାଣି ପ୍ରବାହିତ

ସୁବର୍ଣ୍ଣପୁର(କେନ୍ୟୁଜ୍): ସୁବର୍ଣ୍ଣପୁର ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା । ବୀରମହାରାଜପୁର ରାସ୍ତାର ବିଜେପୁର ବ୍ରିଜ ଉପରେ ୬ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି । ପୋଲ ଉପରେ ପାଣି ଯାଉଥିବାରୁ ଯାତାୟତରେ ବାଧାପ୍ରାପ୍ତ ହେବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ନଦୀ ଫୁଲୁଥିବାରୁ…

ହରିଚନ୍ଦନପୁର-ଦୈତାରୀ ରାସ୍ତାର ରେମାଳ ବ୍ରିଜ୍‌ ଉପରେ ୩ ଫୁଟରୁ ଅଧିକ ପାଣି ପ୍ରବାହିତ, ଦଉଡ଼ି ସାହାଯ୍ୟରେ ପାର୍…

ଘଟଗାଁ(କେନ୍ୟୁଜ୍): ଲଗାଣ ବର୍ଷା ପରେ ମାଡ଼ି ଆସିଲା ପାଣି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର-ଦୈତାରୀ ରାସ୍ତାର ରେମାଳ ବ୍ରିଜ୍‌ ଉପରେ ୩ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସନ୍ଧ୍ୟାଠାରୁ ବ୍ରିଜ୍‌ ଉପରେ ପାଣି ଚାଲୁଛି ।…

ଲଗାଣ ବର୍ଷାରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି: ଫୁଲିବାରେ ଲାଗିଛି ମହାନଦୀ, ବିପଦ ସଙ୍କେତ ଉପରେ ଜଳକା

ଜଳେଶ୍ବର(କେନ୍ଯୁଜ୍): ଫୁଲୁଛି ମହାନଦୀ। ଲଗାଣ ବର୍ଷା ଫଳରେ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି। ମହାନଦୀ, ବ୍ରାହ୍ଣଣୀ, ବୈତରଣୀ, ଋଷିକୂଲ୍ୟା, ବଂଶଧାରା ସମେତ ମହାନଦୀର ସମସ୍ତ ଶାଖା ନଦୀରେ ଜଳସ୍ତର ବଡିବାରେ ଲାଗିଛି। ମହାନଦୀ ତଳମୁଣ୍ଡରେ ଲଗାଣ ବର୍ଷା ଚାଲିଥିବାବେଳେ ଉପରମୁଣ୍ଡ…

ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ସହିତ ବନ୍ୟା ପରିସ୍ଥିତି, ଲଘୁଚାପ ଜନିତ ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ରାଜ୍ୟରେ ୮…

ପଶ୍ଚିମ ଓଡ଼ିଶାରେ ବର୍ଷା ବିତ୍ପାତ । ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଲଘୁଚାପ ଜନିତ ବର୍ଷା ଓ ପରବର୍ତ୍ତୀ ବନ୍ୟାରେ ରାଜ୍ୟରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଉଥିଲେ ବି ବିପଦ ସଙ୍କେତ ତଳେ ପ୍ରବାହିତ…