Browsing Tag

heavy rain in bhubaneswar

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା, ଆଗାମୀ ୨୪ ଘଣ୍ଟାରେ କିଛି ଜିଲ୍ଲାରେ ବିଜୁଳି ଘ଼ଡ଼ଘଡ଼ି ସହ ପ୍ରବଳ କାଚିବ!

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ମୌସୁମୀର ପ୍ରଭାବ ଦୁର୍ବଳ ରହିଛି । ଜାରି ରହିଛି ଗରମ ଓ ଗୁଳୁଗୁଳି । ଦିନ ତାପମାତ୍ରା ତଥା ଆର୍ଦ୍ରତା ଅଧିକ ଥିବାରୁ କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷା ବିସ୍ତତି । ଆଗାମୀ ୨୪ ଘଣ୍ଟାରେ କିଛି ଜିଲ୍ଲାରେ…

ଦୁଇଘଣ୍ଟାରେ ବେହାଲ ଭୁବନେଶ୍ୱର: ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ଜଳ, ଇସ୍କନ ଆଗରେ ଜଳବନ୍ଦୀ ସ୍ଥିତି

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ଲଗାଣ ବର୍ଷା । ଦୁଇଘଣ୍ଟାର ବର୍ଷାରେ ବେହାଲ ଭୁବନେଶ୍ୱର । ରାସ୍ତା ଉପରେ ଲହଡ଼ି ମାରୁଛି ବର୍ଷା ପାଣି । ବିଶେଷକରି ଇସ୍କନ ଆଗରେ ଜଳବନ୍ଦୀ ସ୍ଥିତି । ଆଜି ସକାଳୁ ଆକାଶ ମେଘୁଆ ରହିଥିଲା । ପୂର୍ବାହ୍ନରେ ପ୍ରବଳ ବର୍ଷା ହୋଇଛି । ଘଣ୍ଟା ପ୍ରତି ୨ରୁ ୩…

ଆଜି ଓ କାଲି ଦୁଇ ଦିନ ବର୍ଷାରୁ ନିସ୍ତାର ନାହିଁ: ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର(କେନ୍ୟୁଜ୍): ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଚାଲିଛି । ଆଜି ଓ କାଲି ଦୁଇ ଦିନ ବର୍ଷାରୁ ନିସ୍ତାର ନାହିଁ । ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣଂ ଜାରି ହୋଇଛି । ଏହି ୯ ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର,…

ରାଜଧାନୀରେ ପ୍ରବଳ ବର୍ଷା: ବିଜୁଳି ଓ ଘଡ଼ଘଡ଼ି ସହ ମୂଷଳଧାରରେ କାଚୁଛି

ଭୁବନେଶ୍ୱର(କେନ୍ୟୁଜ):ରାଜଧାନୀରେ ପ୍ରବଳ ବର୍ଷା। ସକାଳୁ ପାଗ ଖରାଟିଆ ଥିଲା। ମଧ୍ୟାହ୍ନରେ ଆକାଶ ମେଘାଚ୍ଛନ ହେବା ସହ ମାଡ଼ି ଆସିଥିଲା ବର୍ଷା। କିଛି ସମୟ ପରେ ବିଜୁଳି ଓ ଘଡ଼ଘଡ଼ି ସହ ମୂଷଳଧାରରେ ବର୍ଷା ହୋଇଥିଲା। ପ୍ରବଳ ବର୍ଷାରେ ହଠାତ ରାଜଧାନୀରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।…

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି, ଟ୍ବିନ ସିଟିକୁ ୬ ଘଣ୍ଟା ସତର୍କତା

ଭୁବନେଶ୍ବର (କେନ୍ଯୁଜ): ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଛି ଡିପ୍ରେସନ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା, ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଅତିକ୍ରମ କରିବ । ଏହାର ପ୍ରଭାବରେ…