Browsing Tag

heavy rain in delhi

ଦିଲ୍ଲୀରେ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ, ଏମରଜେନ୍ସି କଣ୍ଟ୍ରୋଲ ରୁମ୍‌ ଖୋଲିବାକୁ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

ଦିଲ୍ଲୀରେ ଗତ ୨୪ ଘଣ୍ଟା ଧରି ଲଗାଣ ବର୍ଷା ପରେ ଜଳାର୍ଣ୍ଣବ ସ୍ଥିତି ଉତ୍ପନ୍ନ ହୋଇଛି । ଏହି କାରଣରୁ ବିଭିନ୍ନ ଜାଗାରେ ନାନା ଅବ୍ୟବସ୍ଥା ଦେଖାଦେଇଛି । ଏହାକୁ ନଜରରେ ରଖି ଉପରାଜ୍ୟପାଳ ଭି.କେ. ସକ୍ସେନା ଅଧିକାରୀମାନଙ୍କର ଏକ ଜରୁରୀ ବୈଠକ ଡକାଇଛନ୍ତି । ଜଳାର୍ଣ୍ଣବ ସମସ୍ୟାର ମୁକାବିଲା ପାଇଁ…

ଦିଲ୍ଲୀ ଜଳମନ୍ତ୍ରୀ ଅତିଶୀଙ୍କ ଘର ବାହାରେ ଆଣ୍ଠୁଏ ଉଚ୍ଚର ପାଣି, ଭିତରେ ବି ଚାଲିଛି ପାଣିର ସୁଅ

ଦିଲ୍ଲୀରେ ଶୁକ୍ରବାର ସକାଳୁ ହିଁ ଲାଗି ରହିଛି ପ୍ରବଳ ବର୍ଷା । ରାଜଧାନୀର ଅନେକ ଅଞ୍ଚଳରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୋଇଛି । ଗତ କିଛି ମାସ ଧରି ଜଳ ସଙ୍କଟରେ ଜୁଝି ହେଉଥିବା ଦିଲ୍ଲୀର ରାଜରାସ୍ତା ଏବେ ପ୍ରଥମ ବର୍ଷାରେ ହିଁ ଉବୁଟୁବୁ ହୋଇଯାଇଛି । ଏଭଳି ସ୍ଥିତିରେ ଅରବିନ୍ଦ…

ପ୍ରବଳ ବର୍ଷାରେ ବେହାଲ୍ ଦିଲ୍ଲୀ: ଭୁଶୁଡିଲା ବିମାନବନ୍ଦରର ଟର୍ମିନାଲ-୧ର ଛାତ ୩ ମୃତ, ୮ ଆହତ

ନୂଆଦିଲ୍ଲୀ :  ରାଜଧାନୀରେ ବର୍ଷାର ତାଣ୍ଡବ। ରାତି ତମାମ ବର୍ଷାରେ ଦିଲ୍ଲୀ ଉବୁଟୁବୁ ।  ଦିଲ୍ଲୀ ଏୟାରପୋର୍ଟ ଟର୍ମିନାଲ-୧ର ଛାତ ଭୁଶୁଡ଼ି ୩ ମୃତ, ୮ ଆହତ ।  ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଭୁଶୁଡ଼ି ପଡ଼ିଥିବା ଛାତ ଏକ କାରକୁ ଚାପି ଦେଇଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ…