Browsing Tag

heavy rain in odisha

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ, ଆସନ୍ତା ୩ରୁ୪ ଦିନ ଭିତରେ ହୋଇପାରେ ସୃଷ୍ଟି

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଲଘୁଚାପ ସମ୍ଭାବନା । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ । ଆସନ୍ତା ୩/୪ ଦିନ ଭିତରେ ଲଘୁଚାପ ସୃଷ୍ଟି ହୋଇପାରେ । ସମ୍ଭାବ୍ୟ ଲଘୁଚାପ ନେଇ ପୂର୍ବାନୁମାନ କରିଛି IMD । ଆସନ୍ତା ଦୁଇ ସପ୍ତାହ ପାଇଁ IMD ଜାରି କରିଥିବା ଏକ୍ସଟେଣ୍ଡେଡ ଫୋରକାଷ୍ଟରେ…

ଦିନରେ ସିଝାଇଲା ସନ୍ଧ୍ୟାରେ ଭିଜାଇଲା, ୭୦ ଦିନ ପରେ ରାଜଧାନୀ ଭୁବନେଶ୍ୱରରେ ଘଡଘଡି ଓ ପବନ ସହ ବର୍ଷା

ଭୁବନେଶ୍ବର(କେନ୍ୟୁଜ): ତାତି ମଉଳାଇଲା ବୈଶାଖୀ ଝଡ। ଦିନରେ ସିଝାଇଲା। ସନ୍ଧ୍ୟାରେ ଭିଜାଇଲା। ପ୍ରବଳ ଗ୍ରୀଷ୍ମପ୍ରବାହରୁ ମିଳିଲା ରୁ ତ୍ରାହି । କାଳବୈଶାଖି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା । ଟ୍ଵିନ ସିଟିରେ ବି ବହୁ ସମୟ ଧରି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି ।…

ଆସନ୍ତା ୧୮ରୁ ପୁଣି ବର୍ଷା ! ପଶ୍ଚିମା ଝଡ଼ ପ୍ରଭାବରେ ଭିଜିବ ରାଜ୍ୟ

ଭୁବନେଶ୍ବର(କେନ୍ଯୁଜ୍): ପୁଣି ପଶ୍ଚିମା ଝଡ଼ ପ୍ରଭାବରେ ଭିଜିବ ରାଜ୍ୟ। ପଶ୍ଚିମ ହିମାଳୟ ଅଞ୍ଚଳରୁ ଆସୁଥିବା ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୧୮ ତାରିଖରୁ ବର୍ଷା ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୧୮ ଓ…

ରାଜ୍ୟରେ କମିଛି ଶୀତ, ଆସନ୍ତାକାଲିଠୁ ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ କମିଛି ଶୀତ। ପଶ୍ଚିମା ଝଡ଼ ପ୍ରଭାବରେ କାଲିଠୁ ପୁଣି ଭିଜିବ ଓଡ଼ିଶା। ୩ରୁ ୪ ତାରିଖ ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ମାଡ଼ ହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ…

ପଶ୍ଚିମ ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ: ଆଜି ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ଯୁଜ୍): ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ଆଜିଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ୧୪ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି। ଆଜି ପାଇଁ ବିଜୁଳି ସହ ବର୍ଷା ନେଇ ୧୦ଟି ଜିଲ୍ଲାକୁ ୟେଲୋ…

ପୂଜାରେ ବାତ୍ୟା ! ନବମୀ କିମ୍ବା ଦଶମୀ ବେଳକୁ ଦକ୍ଷିଣ ଓଡ଼ିଶାରେ ହୋଇପାରେ ମାଡ

ଭୁବନେଶ୍ବର(କେନ୍ଯୁଜ୍): ପୂଜାରେ ବାତ୍ୟା ଡର। ନବମୀ କିମ୍ବା ଦଶମୀ ବେଳକୁ ଦକ୍ଷିଣ ଓଡ଼ିଶାରେ ବାତ୍ୟା ମାଡ ହୋଇପାରେ। ବାତ୍ୟାରୁ ବର୍ତ୍ତିଗଲେ ବି ପ୍ରବଳ ବର୍ଷାରେ ବୁଡିବ ଓଡ଼ିଶା। ଏମିତି ଆଶଙ୍କା କଲେଣି ପାଣିପାଗ ବିଶେଷଜ୍ଞ। ୧୦ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା…

ସେପ୍ଟେମ୍ବରରେ ପ୍ରବଳ ବର୍ଷା ସତ୍ତ୍ୱେ ଓଡ଼ିଶାରେ ଭରଣା ହୋଇନି ନିଅଣ୍ଟିଆ ସ୍ଥିତି, ୨୫ରୁ ପୁଣି କାଚିବ

ଭୁବନେଶ୍ବର(କେନ୍ଯୁଜ୍):ମିଆଁମାର ଉପକୂଳ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ। ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ପୂର୍ବ ଓ ସଲଗ୍ନ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଲଘୁଚାପରେ ପରିଣତ ହୋଇପାରେ । ୨୬ ତାରିଖ ବେଳକୁ ଏହା ଓଡ଼ିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି। ପ୍ରଭାବରେ…

ଗଭୀର ଅବପାତ ଯୋଗୁଁ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ପ୍ରବଳ ବର୍ଷା, ୧୩ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର(କେନ୍ଯୁଜ୍): ବଙ୍ଗୋପସାଗରରେ ଉତ୍ତର ଉପକୂଳ ଓଡ଼ିଶାରେ ଗଭୀର ଅବପାତ। ଗଭୀର ଅବପାତ ଯୋଗୁଁ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ଅସ୍ତରଙ୍ଗରେ ୫୩ ସେ.ମି., କାକଟପୁରରେ ୫୩ ସେ.ମି., ବାଲିକୁଦାରେ ୪୪ ସେ.ମି., କଣ୍ଟାପଡ଼ାରେ ୩୮ ସେ.ମି., ନିଆଳି ୩୭ ସେ.ମି.,…

ଲଗାଣ ବର୍ଷା ଯୋଗୁ ବେହାଲ ସାରା ରାଜ୍ୟ: ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ, ଜମିବାଡ଼ି ଉବୁଟୁବୁ

କେନ୍ୟୁଜ:ପ୍ରବଳ ବର୍ଷାରେ ବେହାଲ କେନ୍ଦ୍ରାପଡ଼ା। ଦୁଇ ଦିନ ହେଲା ଲଗାଣ ବର୍ଷା ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ । ଜମିବାଡ଼ି ଚାରିଆଡେ ପାଣି। ସହରର ବିଭିନ୍ନ ୱାର୍ଡରେ ଲୋକମାନେ ବାହାରକୁ ବାହାରି ପାରୁନାହାନ୍ତି। ଦମକଳ ବାହିନୀ…

ଲଗାଣ ବର୍ଷା ନେଇ ଲୋକସେବା ଭବନରେ SRCଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର(କେନ୍ଯୁଜ): ଲଗାଣ ବର୍ଷା ନେଇ SRCଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ଲୋକସେବା ଭବନରେ SRCଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ବୈଠକରେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଉପସ୍ଥିତ ରହି ବର୍ତ୍ତମାନର ସ୍ଥିତି ନେଇ ଆଲୋଚନା କରୁଛନ୍ତି। ଅନ୍ୟ ବରିଷ୍ଠ ଅଧିକାରୀ ବି ବୈଠକରେ ସାମିଲ…

ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି, ଟ୍ବିନ ସିଟିକୁ ୬ ଘଣ୍ଟା ସତର୍କତା

ଭୁବନେଶ୍ବର (କେନ୍ଯୁଜ): ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଛି ଡିପ୍ରେସନ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା, ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଅତିକ୍ରମ କରିବ । ଏହାର ପ୍ରଭାବରେ…

୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ ଲଘୁଚାପ: ଆଜିଠୁ ୩୦ ଯାଏ ସାରା ରାଜ୍ୟରେ ବର୍ଷା, ୧୫ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ବର(କେନ୍ଯୁଜ୍): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ୨୪ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ୱେଲ୍‌ ମାର୍କଡ ଲୋ-ପ୍ରେସରରେ ପରିଣତ ହେବ । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ବିହାର ଦେଇ ଅତିକ୍ରମ କରିବାର…