Browsing Tag

heavy rain in odisha

ସତର୍କ ! ଆସୁଛି ବଡ଼ ବର୍ଷା, ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ ସୃଷ୍ଟି

ଭୁବନେଶ୍ୱର (କେନ୍ୟୁଜ): ଆସୁଛି ବଡ଼ ବର୍ଷା । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୪ ଦିନ ପ୍ରବଳ ବର୍ଷିବ । ଆଜି ପାଇଁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୨୪…

ଆସନ୍ତା ୧୨ ଆଉ ଏକ ଘୂର୍ଣ୍ଣିବଳୟ! କାଲିଠୁ ରାଜ୍ୟରେ ପୁଣି ହେବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): କାଲିଠୁ ରାଜ୍ୟରେ ପୁଣି ବର୍ଷା ହେବ । ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଏହାର ପ୍ରଭାବରେ…

ପ୍ରବଳ ବର୍ଷିବ: ସକାଳ ୮: ୩୦ ଯାଏ ୭ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ସକାଳ ୮ଟା ୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ପାଇଁ ୭ଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଅନୁଗୁଳ, କୋରାପପଟ, ରାୟଗଡ଼ା ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅଧିକାଂଶ…

କାଲି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ଚେତାବନୀ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୭ଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଅନୁଗୁଳ, କୋରାପପଟ, ରାୟଗଡ଼ା ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅଧିକାଂଶ ସ୍ଥାନରେ ବିଜୁଳ ଓ…

୨୫ରେ ଆଉ ଏକ ଘୂର୍ଣ୍ଣିବଳୟ ! ୨୩ରୁ ପୁଣି ରାଜ୍ୟରେ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ୨୩ରୁ ପୁଣି ରାଜ୍ୟରେ ବଢିବ ବର୍ଷା। ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଆଜି…

ରାଜ୍ୟରେ ୨୨ ତାରିଖରେ ହେବ ପ୍ରବଳ ବର୍ଷା, ସକ୍ରିୟ ହୋଇଛି ମୌସୁମୀ

କେନ୍ୟୁଜ୍(ବ୍ୟୁରୋ):  ବର୍ଷୁଛି, ଆଗକୁ ଆହୁରି ବର୍ଷିବ । ପଛକୁ ପଛ ଘୂର୍ଣ୍ଣିବଳୟ । ଆସନ୍ତା ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ୨୨ ତାରିଖ ପ୍ରବଳ ବର୍ଷା ହେବ । ୧୯ରୁ ୨୨ ତାରିଖ ଯାଏ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି…

ପଶ୍ଚିମା ଝଡ଼ ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷା, ୧୨ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପ୍ରଭାବ ଦେଖାଉଛି ପଶ୍ଚିମା ଝଡ଼ । ଆଜି ଅଧିକ ରହିବ ପ୍ରକୋପ । ପଶ୍ଚିମା ଝଡ଼ ପ୍ରଭାବରେ ଆଜି ବର୍ଷା ଓ ବଜ୍ରପାତ ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ବହିବ ପବନ । ସ୍ଥାନେ ସ୍ଥାନେ କୁଆପଥର ମାଡ଼ ବି ହୋଇପାରେ । ବିଶେଷ କରି ଉପକୂଳବର୍ତ୍ତୀ ଜଲ୍ଲାଗୁଡ଼ିକରେ…

ରାଜଧାନୀରେ କୁଆପଥର ସହ ପ୍ରବଳ ବର୍ଷା,ଆଗାମୀ ୨୪ ଘଣ୍ଟାରେ ବର୍ଷା ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

() ରାଜଧାନୀରେ ବର୍ଷା। କୁଆପଥର ସହ ପ୍ରବଳ ବର୍ଷା। ମଧ୍ୟାହ୍ନରେ ଥିଲା ଖରା। କିନ୍ତୁ ଅପରାହ୍ମରେ ହଠାତ ବଦଳିଗଲା ପାଣିପାଗ। ଆକାଶରେ ମେଘ ଘୋଟିବା ସହ ମାଡି ଆସିଥିଲା ବର୍ଷା। କୁଆପଥର ସହ ହଠାତ ବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲା। କେବଳ ଭୁବନେଶ୍ୱର ନୁହେଁ, ପଶ୍ଚିମ ଓଡ଼ିଶା ସହ…

କୁମାର ପୂର୍ଣ୍ଣିମାରେ ଭିଜିବ ଉପକୂଳ ଓଡ଼ିଶା, ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହେବ ପ୍ରବଳ ବର୍ଷା!

ଭୁବନେଶ୍ୱର(କେନ୍ୟୁଜ): କୁମାର ପୂର୍ଣ୍ଣିମାରେ ଭିଜିବ ଉପକୂଳ ଓଡ଼ିଶା । ଦକ୍ଷିଣ ବଙ୍ଗୋପସାଗର ମଧ୍ୟଭାଗରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ଏବେ ରାଜ୍ୟର କିଛି ସ୍ଥାନରେ ବର୍ଷା ଲାଗି ରହିଛି । ଏହି ଘୂର୍ଣ୍ଣିବଳୟ ଅଧିକ ସକ୍ରିୟ ହେବ । ପ୍ରଭାବରେ ରାଜ୍ୟରେ କାଲି ଓ ତାପରଦିନ ବଢ଼ିବ ବର୍ଷା…

ଆଜି ଠାରୁ ରାଜ୍ୟରେ ବର୍ଷା ସମ୍ଭାବନା: ଫିକା ପଡିପାରେ ଦଶହରା

ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ ଭିଜିବ ଓଡ଼ିଶା। ଉତ୍ତରପୂର୍ବ ଓ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ବଢିବ ବର୍ଷା। ଆଜି ପ୍ରବଳ ବର୍ଷା ପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ…

ଅକ୍ଟୋବର ୨ରୁ ବଢିବ ବର୍ଷା: ଫିକା ପଡ଼ିପାରେ ପାର୍ବଣ

ଭୁବନେଶ୍ବର(କେନ୍ୟୁଜ୍):ପାର୍ବଣକୁ ଫିକା ପକାଇବ ବର୍ଷା। ଅକ୍ଟୋବର ୧ତାରିଖରୁ ଘୂର୍ଣ୍ଣିବଳୟ ପ୍ରଭାବରେ ହେବ ବର୍ଷା। ୨ତାରିଖରୁ ବଢିବ ବର୍ଷାର ପରିମାଣ। ବଙ୍ଗୋପସାଗରରେ ପଛକୁ ପଛ ଘୂର୍ଣ୍ଣିବଳୟ। ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବର୍ତ୍ତମାନ…

ଆହୁରି ୨ ଦିନ ଭିଜିବ ଓଡ଼ିଶା, ଜୁନ୍‌ ୧ରୁ ଆଜି ସୁଦ୍ଧା ମୋଟ୍‌ ୧୧୧୮.୨ ମିଲିମିଟର ବର୍ଷା ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଆସୁଛି ବଡ଼ ବର୍ଷା । ଉତ୍ତର-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ । ଆଜି ଏହା ଉତ୍ତରପଶ୍ଚିମ ଦିଗରେ ଓଡ଼ିଶା ଉପକୂଳ ମୁହାଁ ହେବ । ଅଧିକ ଘନୀଭୂତ ହେବ ଲଘୁଚାପ । ରାଜ୍ୟର ଆଭ୍ୟନ୍ତରୀଣ ଭାଗରେ ଏହାର ପ୍ରଭାବ ଲାଗି ରହିଛି । ବିଭିନ୍ନ…