Browsing Tag

heavy rain

ବନ୍ୟା ପାଣିରେ ଧୋଇଗଲା ପୋଲ, ବ୍ରହ୍ମପୁର-ବଡ଼ଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ

ବ୍ରହ୍ମପୁର: ରାସ୍ତା ଉପରେ ୪ଫୁଟର ପାଣି । ବ୍ରହ୍ମପୁର-ବଡ଼ଗଡ଼କୁ ଯୋଗାଯୋଗ ବିଚ୍ଛିନ୍ନ। ବଡଗଡ ନିକଟ ଯରଉ ନଦୀରେ ଜଳସ୍ତର ବଢିବା ଫଳରେ ବନ୍ୟା ପାଣିରେ ଧୋଇଯାଇଛି ପୋଲ । ଫଳରେ ଗଞ୍ଜାମ ବଡଗଡରୁ ବ୍ରହ୍ମପୁରକୁ ଯାଇଥିବା ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଛି । ତଳିଆ ଅଞ୍ଚଳର ଲୋକେ ଆତଙ୍କିତ…

ଆସୁଛି ଆଉ ଏକ ଲଘୁଚାପ, ୨୦ରୁ କାଚିବ ପ୍ରବଳ ବର୍ଷା!

ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ । ୨୦ରୁ ହୋଇପାରେ ବର୍ଷା । ୨୦ ଓ ୨୧ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା । ଯାହା ଲଘୁଚାପରେ ପରିଣତ ହୋଇପାରେ । ଲଘୁଚାପ ଉତ୍ତର ପଶ୍ଚିମ ଗତି…

ବାଲିଗୁଡା ମୁଖ୍ୟ ରାସ୍ତାରେ ପଡିରହିଛି ବୃହତକାୟ ଶାଳ ଗଛ : ଯାତାୟତ ବାଧାପ୍ରାପ୍ତ, ପଡୁନି କାହାର ନଜର

ଦାରିଙ୍ଗବାଡି: ବାଲିଗୁଡା ମୁଖ୍ୟରାସ୍ତା ଡଲାବାଲି ଘାଟି ତଳେ ଲଘୁଚାପ ବର୍ଷା ଫଳରେ ଏକ ବୃହତକାୟ ଶାଳ ଗଛ ଶନିବାର ରାତି ଠାରୁ ପଡି ରହିଛି । ହେଲେ କାହାର ନଜର ପଡୁନି । ଏହି ରାସ୍ତା ଦେଇ ସବୁଦିନ ହଜାର ହଜାର ଲୋକେ ବାଲିଗୁଡା ବଜାରକୁ  ସାମଗ୍ରୀ ଆଣିବା ପାଇଁ ଯାଇଥାନ୍ତି, କିନ୍ତୁ ୪ଦିନ…

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ପ୍ରବଳ ବର୍ଷା ସମ୍ଭାବନା, ୬ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ଵର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ । ଆଜି ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହର ପ୍ରଭାବରେ ଆଜିଠୁ ୨୬ ତାରିଖ ଯାଏଁ ରାଜ୍ୟରେ ବର୍ଷିବ । ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୬ ଜିଲ୍ଲାକୁ…

ଗତକାଲି ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା: ୧୨ଟି ଜିଲ୍ଲାକୁ ଅରେଞ୍ଜ ଓ ୮ଟି ପାଇଁ ୟେଲୋ…

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ । ପ୍ରଭାବରେ ଗତକାଲି ରାତିରୁ ବର୍ଷା ଲାଗି ରହିଛି । ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ତିନିଟି ଜିଲ୍ଲା ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଅତିପ୍ରବଳ ବର୍ଷା ହୋଇପାରେ । ପ୍ରବଳରୁ ଅତି ପ୍ରବଳ ବର୍ଷା…

ପୁଣି ଆସୁଛି ଆଉ ଏକ ଲଘୁଚାପ: ଆସନ୍ତା ୧୧ରୁ ପ୍ରବଳ ବର୍ଷା, ସମସ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ୱେଲ ମାର୍କଡ ଲୋ ପ୍ରେସର ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା। ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ ଆଉ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ସେପଟେ ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା…

ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ସ୍ଥିତି ବେହାଲ: ୨୬ଟି ଅଞ୍ଚଳ ଜଳବନ୍ଦୀ, ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଲା ବିଏମସି

କରୋନା ପରେ ଏବେ ବର୍ଷା ମୁମ୍ବାଇ ବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପ୍ରବଳ ବର୍ଷା ହେତୁ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ମୁମ୍ବାଇ ଓ ଥାନେ ଅଞ୍ଚଳରେ ସର୍ତକତା ଜାରି କରାଯାଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ମୁମ୍ବାଇ ଏବଂ ଏହାର ଉପକଣ୍ଠରେ ପ୍ରବଳରୁ ଅତି ପ୍ରବଳ…

ଚାଷୀ ଭାଇମାନଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୪ରୁ ରାଜ୍ୟରେ ହେବ ପ୍ରବଳ ବର୍ଷା

କେନ୍ୟୁଜ୍(ବ୍ୟୁରୋ):  ବର୍ଷା ଦିନେ ଗ୍ରୀଷ୍ଣ  ଭଳି ଉତ୍ତାପ ସମସ୍ୟାରୁ ମିଳିବ ମୁକ୍ତି।  ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଅଗଷ୍ଟ ୪ରେ  ରାଜ୍ୟରେ  ବର୍ଷିବା ନେଇ ଆକଳନ କରିଛି ଅରଞ୍ଚଳିକ ପାଣିପାଗ ବିଭାଗ। ସମ୍ଭାବ୍ୟ ବର୍ଷା ନେଇ ଅଧିକାଂଶ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି…

ଜୁନ୍‌ ମାସରେ ହୋଇଛି ସ୍ବାଭାବିକଠାରୁ ଅଧିକ ବର୍ଷା : ଝାରସୁଗୁଡ଼ାରେ ସର୍ବାଧିକ, ପୁରୀରେ ସର୍ବନିମ୍ନ ରେକର୍ଡ

ଭୁବନେଶ୍ବର : ଜୁନ୍‌ ମାସରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି। ଜୁନ୍‌ ପହିଲାରୁ ୩୦ ତାରିଖ ମଧ୍ୟରେ ଓଡ଼ିଶାରେ ସ୍ବାଭାବିକ ଭାବେ ୨୨୫.୨ ମିମି ବର୍ଷା ହେବା କଥା। ତେବେ ଚଳିତବର୍ଷ ୨୫୭ ମିମି ବର୍ଷା ରେକର୍ଡ କରାଯାଇଛି।  ଝାରସୁଗୁଡ଼ାରେ ସବୁଠାରୁ ଅଧିକ ବର୍ଷା ‌ରେକର୍ଡ କରାଯାଇଛି। ସେହିପରି…

ପୁଣି ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ, ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା

ଭୁବନେଶ୍ବର: ପାଖାପାଖି ସପ୍ତାହେ ବ୍ୟବଧାନରେ ପୁଣି ରାଜ୍ୟରେ ସକ୍ରିୟ ହୋଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ବି ସମ୍ଭାବନା…

ଉତ୍ତର-ପୂର୍ବ ମଧ୍ୟପ୍ରଦେଶରୁ ଉତ୍ତର -ମଧ୍ୟ ମହାରାଷ୍ଟ୍ର ପର୍ଯ୍ୟନ୍ତ ସୃଷ୍ଟି ହୋଇଛି ଟ୍ରଫ୍‌ ଲାଇନ୍, ପ୍ରଭାବରେ ଆସନ୍ତା…

ଭୁବନେଶ୍ବର: ଉତ୍ତର-ପୂର୍ବ ମଧ୍ୟପ୍ରଦେଶରୁ ଉତ୍ତର -ମଧ୍ୟ ମହାରାଷ୍ଟ୍ର ପର୍ଯ୍ୟନ୍ତ ସୃଷ୍ଟି ହୋଇଛି ଏକ ଟ୍ରଫ୍‌ ଲାଇନ୍‌। ଏହାର ପ୍ରଭାବରେ ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ରାଜ୍ୟର ଅଧିକାଂଶ ସ୍ଥାନରେ ହେବ ବର୍ଷା। ଯାହା ଫଳରେ କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର,…