Browsing Tag

heavy rainfall

ଦ୍ରୁତ ଗତିରେ ମାଡି ଆସୁଛି ସବୁଠାରୁ ବଡ ବାତ୍ୟା ‘ମେଲିସା’, ସମୁଦ୍ରରେ ୧୩ ଫୁଟ ଉଚ୍ଚର ଢେଉ

ଜାମାଇକା: ଦ୍ରୁତ ଗତିରେ ମାଡି ଆସୁଛି ସବୁଠାରୁ ବଡ ବାତ୍ୟା । ଶେଷ ହୋଇଯିବ ସବୁକିଛି । ସତର୍କବାଣୀ ଜାରି କଲେ ବୈଜ୍ଞାନିକ । ସମୁଦ୍ରରେ ୧୩ ଫୁଟ ଉଚ୍ଚର ଢେଉ ଉଠୁଛି । ଝଡ଼ ଆସିବା ପୂର୍ବରୁ ଭୂସ୍ଖଳନ ସହ ଗଛ ଉପୁଡି ପଡିଲାଣି । ଏହି ଝଡ଼ ସବୁଠାରୁ ବିପଦପୂର୍ଣ୍ଣ ଝଡ଼ ବୋଲି କଳ୍ପନା କରାଯାଉଛି ।…

ବର୍ଷାରେ ଦକ୍ଷିଣ ଓଡ଼ିଶାରେ ଜଳ ପ୍ରଳୟ: ରିଲିଫ କମିଶନରଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ…

ଗଜପତି : ଦକ୍ଷିଣ ଓଡ଼ିଶାର ବର୍ଷା ବିତ୍ପାତ । ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତି ବେହାଲ ହୋଇଯାଇଛି । ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହୋଇ ଅନେକ ଅଞ୍ଚଳ ଜଳ ମଗ୍ନ ହେବାର ଆଶଙ୍କା ଦେଖା ଦେଇଛି । ଜିଲ୍ଲାର ବସ୍ତ୍ରୀଗୁଡା, ପେଟ, ମହେନ୍ଦ୍ରଗିରି, ଅଢ଼େଇ ଆଦି ସ୍ଥାନରେ…

୧ ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷିବ, ଧୋଇନେବ ଦଶହରା !

ଭୁବନେଶ୍ୱର : ଏଥର ଧୋଇଯିବ ଦଶହରା l ୧ ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷିବ l ଏଭଳି ଅନୁମାନ କରିଛି ପାଣିପାଗକେନ୍ଦ୍ର । ତେବେ ୩୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ୧ ଅକ୍ଟୋବର ପାଖାପାଖି ଏକ…

ବାଦଲଫଟା ବର୍ଷା ପରେ କଳିଙ୍ଗାଘାଟିରେ ଧସିଲା ପାହାଡ଼, ଗଞ୍ଜାମ ଓ କନ୍ଧମାଳ ସହ ପଶ୍ଚିମ ଓଡ଼ିଶା ବିଚ୍ଛିନ୍ନ

ଗଞ୍ଜାମ ଓ କନ୍ଧମାଳ : ପୁଣି ଧସିଲା କଳିଙ୍ଗା ଘାଟି ।  ବିରାଟ ବିରାଟ ପଥର ସବୁ ଖସି ରାସ୍ତା ପୁରା ବନ୍ଦ ହୋଇଯାଇଛି ।  କଳିଙ୍ଗାଘାଟି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ହୋଇଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇପଡିଛି ।  ଫଳରେ ଉଭୟ ପଟୁ ଶହ ଶହ ଗାଡ଼ି…

ଆହୁରି ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା, ୧୮ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଆହୁରି ୩ ଦିନ ପ୍ରବଳ ବର୍ଷା । ଆସନ୍ତା ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ହେବ । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।  ପଶ୍ଚିମ କେନ୍ଦ୍ରୀୟ ଓ ନିକଟବର୍ତ୍ତୀ ଉତ୍ତର ପୂର୍ବ ବଙ୍ଗୋପସାଗର- ଉତ୍ତର ଆନ୍ଦ୍ୟପ୍ରଦେଶ ଓ ଦକ୍ଷିଣ…

ଉତ୍ତର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ, ୧୦ ତାରିଖରୁ ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ୧୦ ତାରିଖରୁ ପୁଣି ବଢ଼ିବ ବର୍ଷା । ୧୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା…

ଘୂର୍ଣ୍ଣିବଳୟ ସକ୍ରିୟ, ୧୩ ତାରିଖରେ ଯାଏ ରାଜ୍ୟରେ ବର୍ଷା

ଭୁବନେଶ୍ୱର : ୧୩ ତାରିଖରେ ଯାଏ ରାଜ୍ୟରେ ବର୍ଷା ।  ଉତ୍ତର ଗୁଜରାଟ ଏବଂ ସଂଲଗ୍ନ ଦକ୍ଷିଣ ପଶ୍ଚିମ ରାଜସ୍ଥାନ ଉପରେ କେନ୍ଦ୍ରୀଭୂତ ଅବପାତ ଠାରୁ ଗୋପାଳପୁର ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ବ୍ଯାପିଛି ।  ଅନ୍ୟ ଏକ ଟ୍ରପଲାଇନ ପୂର୍ବ-ଦକ୍ଷିଣ ପୂର୍ବରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ଯନ୍ତ…

ଲଘୁଚାପ ପ୍ରଭାବରେ ୭ ଯାଏ ପ୍ରବଳ ବର୍ଷା: ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର ଓଡ଼ିଶା ଓ ତତ୍ ସଂଲଗ୍ନ ଝାଡଖଣ୍ଡ ଓ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ…

ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର, ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆଗାମୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଏହା ଓଡ଼ିଶା ମଧ୍ୟ ଦେଇ ଗତିକରିବାର ସମ୍ଭାବନା ରହିଛି । ଆଜି ପ୍ରବଳରୁ…

ଲଗାଣ ବର୍ଷାରେ ବେହାଲ ବାଲେଶ୍ବର, ରାସ୍ତାଘାଟ ଓ ମେଡିକାଲ ପରିସରରେ ଜମିଛି ପାଣି

ବାଲେଶ୍ବର : ଲଗାଣ ବର୍ଷାରେ ବେହାଲ ବାଲେଶ୍ବର ।  ସହରରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା।  ରାସ୍ତାଘାଟ ଓ ମେଡିକାଲ ପରିସରରେ ଭରି ରହିଛି ପାଣି ।  ଗତକାଲି ରାତିରେ ବର୍ଷାରେ ମେଡିକାଲରୁ ଜେଲ ରୋଡକୁ ସଂଯୋଗ କରୁଥିବା ରାସ୍ତାରେ ଏକ ଆମ୍ବ ଗଛ ଭାଙ୍ଗି ଯାଇ ଯାତାୟାତ ବାଧାପ୍ରାପ୍ତ ହୋଇଛି ।…

ଆଜିଠୁ ବଢିବ ବର୍ଷା ପରିମାଣ, ୨୨ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର :  ଆଜି ଲଘୁଚାପ, ପ୍ରବଳ ବର୍ଷିବ । ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ମ୍ୟାମାର ଉପକୂଳ ଓ ସଂଲଗ୍ନବର୍ତ୍ତୀ ଉତ୍ତରପୂର୍ବ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଉତ୍ତର ବଙ୍ଗୋପସାଗରରେ ଲୋ ପ୍ରେସରର ସମ୍ଭାବନା ଥିବା ପୂର୍ବାନୁମାନ…

ଆସନ୍ତା ୨୯ ଯାଏଁ ପ୍ରବଳ ବର୍ଷିବ, ଆଜିଠୁ ବଢ଼ିବ ବର୍ଷା ପରିମାଣ

ଭୁବନେଶ୍ୱର : ଲଘୁଚାପ ଆଣୁଛି ବଡ଼ ବର୍ଷା । ଉତ୍ତରପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ । ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଲଘୁଚାପ ଯୋଗୁଁ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା…