Browsing Tag

heavy rainfall

ଭୀଷଣ ବର୍ଷା ଯୋଗୁ ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି, ହେଲିକପ୍ଟର ଦ୍ୱାରା ଚାଲିଛି ଉଦ୍ଧାର

ତେଲେଙ୍ଗାନା: ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ହେଲେ ବିଗତ କିଛି ଦିନ ହେବ ତେଲେଙ୍ଗାନାରେ ଭୀଷଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଯାହାଫଳରେ ରାସ୍ତା ଭାଙ୍ଗି ଗାଁ ଜଳମଗ୍ନ ହୋଇଛି । ଏଭଳି ପରିସ୍ଥିତିରେ ଏଠାରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହା ଛଡା ଲୋକଙ୍କ ଘର…

ଆଜି ଅବପାତର ରୂପ ନେବ ଲଘୁଚାପ, ଦୁଇ ଦିନ ରାଜ୍ୟରେ ଭୀଷଣ ବର୍ଷିବ

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ସକ୍ରିୟ ରହିଛି ସୁଦୃଶ୍ୟ ଲଘୁଚାପ । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆଜି ହେବ ଅବପାତ । ଆହୁରି ବଢ଼ିବ ବର୍ଷା ପରିମାଣ । ଏବେ ପଶ୍ଚିମ କେନ୍ଦ୍ରୀୟ ଓ ତତସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର…

ସକ୍ରିୟ ରହିଛି ଘୂର୍ଣ୍ଣିବଳୟ: ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗର ଉପରେ ଥିବା ଘୂର୍ଣ୍ଣିବଳୟଟି ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ରହିଛି । ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବିଜୁଳି ଓ ଘଡଘଡି ସହ ବର୍ଷା ହେବ ।…

କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା, ଘୁରୁଡିଆ ନାଳ ଉପରେ ଚାଲୁଛି ୨ ଫୁଟର ପାଣି

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ପ୍ରଥମ ମୌସୁମୀ ବର୍ଷା ୮୬.୦୪ ମିମି ରେକର୍ଡ କରାଯାଇଛି। କରଦାଙ୍ଗି ପଞ୍ଚାୟତର ଘୁରୁଡିଆ ନାଳ ପୋଲ ଉପରେ ଦୁଇଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି। ଫଳରେ ଗୋଟିଏ ପଞ୍ଚାୟତର ଛଅ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ରାତି…

ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ ଜାରି, ଆଜି ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପ୍ରକୋପ ଦେଖାଉଛି ପଶ୍ଚିମା ଝଡ଼ । ସାରା ରାଜ୍ୟରେ ଝଡ଼ ତୋଫାନ ସହ ବର୍ଷା ଚାଲିଛି । ଆଜି ବି ଆକାଶ ମେଘାଚ୍ଛନ୍ନ ରହିଛି । ଉପକୂଳରୁ ଦକ୍ଷିଣ, ପୁଣି ଆଭ୍ୟନ୍ତରରୁ ପଶ୍ଚିମ ଓଡ଼ିଶା । ସବୁଠି ଅନିଦିନିଆ ମେଘରେ ପ୍ରଭାବ ଦେଖିବାକୁ ମିଳିଛି । ଆଜିଠାରୁ ରାଜ୍ୟରେ…

ତାଣ୍ଡବ ରଚିଲା ପଶ୍ଚିମା ଝଡ: ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼, ଭାଙ୍ଗିଲା ଗଛ ଓ ଘର ଛପର

(କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲାରେ ପଶ୍ଚିମା ଝଡ଼ର ପ୍ରଭାବ । ଗତକାଲି ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ ଘଡି ସହ ବର୍ଷା ଲାଗିରହିଥିଲା । ବର୍ଷା ପବନ ଯୋଗୁଁ କରଞ୍ଜିଆ ଏବଂ ରାଇରଙ୍ଗପୁର ଉପଖଣ୍ଡର ୭ ଟି ବ୍ଲକରେ ବିଦ୍ୟୁତ୍‌ ସରବରାହ ଠପ୍‌ ହେଇଯାଇଥିଲା । ରାୟଗଡ଼ାରେ ମଧ୍ୟ କାଶ୍ମୀର ଭଳି ଦୃଶ୍ୟ…

ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ: ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା; ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର (କେନ୍ୟୁଜ): ଆଜି ଦେଖିବାକୁ ମିଳିବ ପଶ୍ଚିମା ଝଡ଼ର ପ୍ରବଳ ପ୍ରଭାବ। ସର୍ବାଧିକ ପ୍ରଭାବ ପାଇଁ ୯ ଜିଲ୍ଲା ପାଇଁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ବିଜୁଳି ଘଡ଼ଘଡ଼ି ସହ କୁଆ ପଥର ବର୍ଷା ପାଇଁ ୯ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ,…

ଆଜି ଓ କାଲି ପ୍ରବଳ ବର୍ଷା ସମ୍ଭାବନା! ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ୭ରୁ ହୋଇପାରେ ପାଗରେ ପରିବର୍ତ୍ତନ

ଭୁବନେଶ୍ୱର(କେନ୍ୟୁଜ୍): ଲଘୁଚାପ ବର୍ଷାରେ ଭିଜୁଛି ଉପକୂଳରୁ ଉପାନ୍ତ । ଆଜି ଓ କାଲି ପ୍ରବଳ ବର୍ଷା ସମ୍ଭାବନା ରହିଛି ।ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆନ୍ଧ୍ର ଉପକୂଳ ମୁହାଁ ହେବ ଲଘୁଚାପ । ଆଜି ସକାଳ ୮ଟା ୩୦…

ଅକ୍ଟୋବର ୨ରୁ ବଢିବ ବର୍ଷା: ଫିକା ପଡ଼ିପାରେ ପାର୍ବଣ

ଭୁବନେଶ୍ବର(କେନ୍ୟୁଜ୍):ପାର୍ବଣକୁ ଫିକା ପକାଇବ ବର୍ଷା। ଅକ୍ଟୋବର ୧ତାରିଖରୁ ଘୂର୍ଣ୍ଣିବଳୟ ପ୍ରଭାବରେ ହେବ ବର୍ଷା। ୨ତାରିଖରୁ ବଢିବ ବର୍ଷାର ପରିମାଣ। ବଙ୍ଗୋପସାଗରରେ ପଛକୁ ପଛ ଘୂର୍ଣ୍ଣିବଳୟ। ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବର୍ତ୍ତମାନ…

ସକ୍ରିୟ ରହିଛି ଘୂର୍ଣ୍ଣିବଳୟ: ଅକ୍‌ଟୋବର ୧ରୁ ରାଜ୍ୟରେ ବଢିବ ବର୍ଷା, ବିଜୁଳି ଘଡଘଡି ସହ ପ୍ରବଳ କାଚିବ!

ଭୁବନେଶ୍ୱର(କେନ୍ୟୁଜ୍): ଅକ୍‌ଟୋବର ୧ରୁ ରାଜ୍ୟରେ ବଢିବ ବର୍ଷା। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ବିଜୁଳି ସହ ଘଡ଼ଘଡ଼ି ପାଇଁ ୧୯ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆହୁରି ୩…

ଚଳିତ ମୌସୁମୀ ସିଜିନରେ ଭଦ୍ରକ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ସ୍ୱାଭାବିକ ବୃଷ୍ଟିପାତ ତୁଳନାରେ ୧୮ ପ୍ରତିଶତ କମ୍‌

ଭଦ୍ରକ(କେନ୍ୟୁଜ୍): ଚଳିତ ମୌସୁମୀ ସିଜିନରେ ଭଦ୍ରକ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଜୁନ୍‌ ୧ରୁ ସେପ୍ଟେମ୍ବର ୨୦ ତାରିଖ ଭିତରେ ଭଦ୍ରକ ଜିଲ୍ଲାରେ ମୋଟ୍‌ ୮୩୬ ମିଲିମିଟର ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ । ଯାହାକି ସ୍ୱାଭାବିକ ବୃଷ୍ଟିପାତ ତୁଳନାରେ ୧୮ ପ୍ରତିଶତ କମ୍‌ ।…

ଘୂର୍ଣ୍ଣିବଳୟ ପ୍ରଭାବରେ ଟ୍ଵିନ୍‌ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ବର୍ଷା, ଆଜି ୯ଟି ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର(କେନ୍ୟୁଜ୍):ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ। ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସକାଳୁ ସକାଳୁ ଟ୍ଵିନ୍‌ ସିଟିରେ ଲଗାଣ ବର୍ଷା ଆରମ୍ଭ ହୋଇଛି। ଦକ୍ଷିଣ ଉପକୂଳ ଓଡ଼ିଶାରେ କିଛି ଜିଲ୍ଲାରେ ଲାଗିରହିଛି ବର୍ଷାର ପ୍ରଭାବ। ୨୦ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ…