Browsing Tag

Heavy rains

Heavy Rains: ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ବୁଡ଼ିଲା ପୋଲ

ମାଲକାନଗିରି: ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା । ବୁଡ଼ିଲା ପୋଟେରୁ ଓ କାଙ୍ଗୁରକୋଣ୍ଡା ପୋଲ । ମୋଟୁ -କାଲିମେଳା ଯାତାୟାତ ଠପ। ଉଭୟ ପାର୍ଶ୍ଵରେ ଅଟକି ରହିଛି ଶତାଧିକ ଗାଡ଼ି । ଗତକାଲିଠାରୁ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ…

School holiday: ଲଗାଣ ବର୍ଷା, ୩ ଜିଲ୍ଲା ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୩ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସୁନ୍ଦରଗଡ଼, ଭଦ୍ରକ ଓ ମୟୂରଭଞ୍ଜରେ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଏସବୁ ଜିଲ୍ଲାରେ ଆଜି ସବୁ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏଣୁ…

Heavy Rains: ପ୍ରବଳ ବର୍ଷାରେ ବଢ଼ୁଛି ନଦୀ ଜଳସ୍ତର, ଜଳବନ୍ଦୀ ଅନେକ ଗାଁ

ବାଂଶପାଳ/ ଭଦ୍ରକ: ବର୍ଷାରେ ଉବୁଟୁବୁ କେନ୍ଦୁଝର ଜିଲ୍ଲା ବାଂଶପାଳ । ଘାଗରା ନାଳ ପୋଲ ଉପରେ ୫ ଫୁଟର ବନ୍ୟା ଜଳ ପ୍ରବାହିତ। ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ବାଂଶପାଳରେ ଗତକାଲି ଠାରୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ବିଭିନ୍ନ ନଦୀର ଜଳସ୍ତର…

Heavy rains: ଲଗାଣ ବର୍ଷାରେ ବେହାଲ ଭୁବନେଶ୍ବର, ଜଳମଗ୍ନ ସ୍ଥିତି ଯୋଗୁଁ ଦାରୁଠେଙ୍ଗରେ ନାହିଁ ନଥିବା ସମ଼ସ୍ୟା

ଭୁବନେଶ୍ୱର : ଭାସିଲା ରାଜଧାନୀ ଉପକଣ୍ଠ । ଲଗାଣ ବର୍ଷାରେ ବେହାଲ ଭୁବନେଶ୍ବର । ଜଳମଗ୍ନ ସ୍ଥିତି ଯୋଗୁଁ ଦାରୁଠେଙ୍ଗରେ ନାହିଁ ନଥିବା ସମ଼ସ୍ୟା । ଅଳସୁଆ ନିକଟରେ ପାଣି ଘେରରେ ଫସିଲେ ଏକାଧିକ ପରିବାର । ଚାହୁଁ ଚାହୁଁ ହଠାତ୍ ବୃଦ୍ଧି ହେଲା ଜଳସ୍ତର । ୧୫ରୁ ଅଧିକ ପରିବାର ସମେତ ଜଳବନ୍ଦୀ…

Heavy Rains: ବର୍ଷା ପାଣିରେ ବୁଡ଼ିଲା ସୁବର୍ଣ୍ଣପୁର, କ୍ଷତିଗ୍ରସ୍ତ ହେଲା ଚାଷଜମି

ସୁବର୍ଣ୍ଣପୁର: ଲଗାଣ ବର୍ଷାରେ ବେହାଲ ସୁବର୍ଣ୍ଣପୁର। ପ୍ରବଳ ରୁ ଅତି ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଂଚଳରେ ବନ୍ୟା ଭଳି ସ୍ଥିତି । ବ୍ୟାପକ କ୍ଷୟକ୍ଷତି କରିଛି ବର୍ଷା ପାଣି । ସୋନପୁର ସହରରେ ଲହଡ଼ି ଭାଙ୍ଗୁଛି ପାଣି । ବ୍ୟାପକ ଅଞ୍ଚଳରେ ଚାଷ କ୍ଷତିଗ୍ରସ୍ତ ହୋଇଛି । ଅନ୍ୟପଟେ…

School holiday : ଲଗାଣ ବର୍ଷାରେ ଉବୁଟୁବୁ ଉତ୍ତର ଓଡ଼ିଶା, ୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ଭଦ୍ରକ: ଲଗାଣ ବର୍ଷାରେ ଉବୁଟୁବୁ ଉତ୍ତର ଓଡ଼ିଶା । ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ୪ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରେ ସମସ୍ତ ଅଙ୍ଗନବାଡି, ସରକାରୀ ଓ ଘରୋଇ ସ୍କୁଲ ଛୁଟି ରଖାଯାଇଛି । ଭଦ୍ରକର…

Deep depression: ଧୀର ହେଲା ଗଭୀର ଅବପାତର ଗତି, ଓଡ଼ିଶାକୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର : ଧୀର ହେଲା ଗଭୀର ଅବପାତର ଗତି । ଆଜି ଦୀଘା-ହଳଦିଆ ନିକଟରେ ଉପକୂଳ ଅତିକ୍ରମ ସମ୍ଭାବନା ରହିଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଆଇଏମଡିର…

Low-Pressure: ବାହୁଡ଼ାରେ ଲଘୁଚାପ, ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ବର: ବାହୁଡ଼ାରେ ଲଘୁଚାପ । ପୁଣି ବର୍ଷାରେ ଭିଜିବ ଓଡ଼ିଶା । ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆସନ୍ତା ୨୪ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ କି…

ପ୍ରବଳ ବର୍ଷାରେ ଉପୁଡ଼ିଲା ବିଶାଳ ଗଛ, ରାଜପଥରେ ଯାତାୟାତ ଠପ୍

ବ୍ରହ୍ମଗିରି: ପୁରୀ ସାତପଡ଼ା 316 ନମ୍ବର ଜାତୀୟ ରାଜପଥ ଉପରେ ବିଶାଳ ଗଛ ପଡି ରାସ୍ତା ଅବରୋଧ । ବ୍ରହ୍ମଗିରି  ରେବେଣା ନୂଆଗାଁ ମେଡିକାଲ ନିକଟ ରାଜ ରାସ୍ତାରେ ପଡିଛି ଗଛ । ପ୍ରବଳ ବର୍ଷା ଯୋଗୁଁ ମାଟିଖାଇ ରାସ୍ତା ଉପରେ ପଡି ଯାଇଛି ଗଛ । ରଥ ଯାତ୍ରା ପାଇଁ ପୁରୀ ଆସୁଥିବା ଭକ୍ତ ଅସୁବିଧାର…

ମହାରାଷ୍ଟ୍ରରେ ବର୍ଷାର ତାଣ୍ଡବ, ମୁମ୍ବାଇରେ ସ୍କୁଲ-କଲେଜ ବନ୍ଦ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ଅନେକ ଜିଲ୍ଲା ବେହାଲ ହୋଇଛି । ଯାହା ମୁମ୍ବାଇ, ପୁଣେ ଓ ନାଶିକ ସମେତ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ପରିସ୍ଥିତିକୁ ଦେଖି ଅନେକ ଜିଲ୍ଲାରେ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି…

ଟନେଲ ଭିତରେ ପଶିଲା ପାଣି, କାମ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ

ହରଭଙ୍ଗା: ଟନେଲ ଭିତରେ ପଶିଲା ପାଣି । ରାଜ୍ୟର ସବୁଠାରୁ ବଡ଼ ରେଳ ଟନେଲ ଭିତରେ ପଶିଲା ପାଣି, ନିର୍ମାଣଧୀନ ରେଳ ଟନେଲର କିଛି ସ୍ଥାନରେ ଧସିଲା ମାଟି, ପୋତି ହେଲା ରେଳ ଟନେଲ । କିଛି ସ୍ଥାନରେ ପାଣିରେ ରେଳ ଟନେଲ ଟି ବୁଡ଼ିଯାଇଛି । ଲଗାଣ ବର୍ଷା ହେବା ଫଳରେ ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନର…

ଲଗାଣ ବର୍ଷାରେ ବେହାଲ ଓଡ଼ିଶା, ଜନଜୀବନ ଅସ୍ତବ୍ୟସ୍ତ

କଟକ: ଲଗାଣ ବର୍ଷାରେ ବେହାଲ କଟକ । ବିଭିନ୍ନ ତଳିଆ ଅଞ୍ଚଳରେ ଜମିଛି ବର୍ଷା ପାଣି । ପ୍ରାୟ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାସ୍ତାରେ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି ଲୋକ। ବାଦାମବାଡ଼ି, ରକ୍ସି ଲେନ୍, ଦେଉଳି ସାହି, ଝୋଲାସାହି, ବିଡାନାସୀ, ଚହଟା,…