Browsing Tag

heavy rains continue

ରାଜ୍ୟରେ ୨ ଦିନ ପ୍ରବଳ ବର୍ଷିବ, ବିଜୁଳି ଘଡ଼ଘଡ଼ି ସହ ୭ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଜାରି ରହିଛି ମୌସୁମୀ ବର୍ଷା । ୨ ଦିନ ପ୍ରବଳ ବର୍ଷିବ। ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଂକା ରହିଛି। ପ୍ରବଳ ବର୍ଷା ଆଶଙ୍କାରେ ଆଜି ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସୁନ୍ଦରଗ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର,…

ଅନୁଗୁଳରେ ବର୍ଷା ବିତ୍ପାତ: ଭାଙ୍ଗିଲା ଭଟପାଳ ପୋଲ, ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଅନୁଗୁଳ (କେନ୍ୟୁଜ): ଲଗାଣ ବର୍ଷାରେ ଅନୁଗୋଳ ଜିଲ୍ଲା ବେହାଲ୍‌ । ଭାଙ୍ଗିଲା ଅନୁଗୋଳ ଛେଣ୍ଡିପଦା ବ୍ଲକ ଭଟପାଳ ପୋଲ । ଫଳରେ ୪ଟି ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଗଡମଣ୍ଡଳରୁ ନୂଆଗାଁ, ମାରୁଢ଼ିପ, କଣଲୋଇ ଓ କର୍ଣ୍ଣପାଳ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ୫୫ ନମ୍ବର ଜାତୀୟ ରାଜପଥ…