କର୍ଣ୍ଣାଟକରେ ବର୍ଷା ବିତ୍ପାତ: ଅନେକ ସ୍ଥାନ ଜଳମଗ୍ନ, ୟେଲହଙ୍କା ହ୍ରଦ ଉଛୁଳି ଘରେ ପାଲା ପାଣି
କର୍ଣ୍ଣାଟକ: ଆନ୍ଧ୍ର ଓ ତାମିଲନାଡ଼ୁ ପରେ କର୍ଣ୍ଣାଟକରେ ବର୍ଷା ବିତ୍ପାତ । ଗତକାଲି ବେଙ୍ଗାଲୁରୁରେ ବର୍ଷା ଲାଗିରହିଥିବାବେଳେ ଆଜି ବର୍ଷା କମିଛି। କର୍ଣ୍ଣାଟକର କିଛି ଅଞ୍ଚଳରେ ଏବେ ବି ବର୍ଷା ଲାଗିରହିଛି । ଗତକାଲି ୟେଲହଙ୍କା ହ୍ରଦ ଉଛୁଳିବାରୁ ପାଖରେ ଥିବା ଲୋକଙ୍କ ଘର ଭିତରେ ପାଣି ପଶି…