ଆମେରିକା : ତାଣ୍ଡବ ରଚିଲା ବରଫ ଝଡ, ଲକ୍ଷ ଲକ୍ଷ ଘରୁ ବିଜୁଳି ଗାଏବ, ୨୪୦୦ ଉଡ଼ାଣ ରଦ୍ଦ
ଆମେରିକାରେ ବରଫ ଝଡ ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ବରଫ ଝଡ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଘରେ ବନ୍ଦୀ ହୋଇ ରହିଛନ୍ତି । ରାସ୍ତାଘାଟ ଜାମ୍ ହୋଇଛି । ଏଥିରେ କିଛି ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇଛି । ବରଫ ତୋଫାନ ଯୋଗୁଁ ପୂର୍ବତଟରୁ ଆରମ୍ଭ କରି ନ୍ୟୁ ଜର୍ସି ପର୍ଯ୍ୟନ୍ତ ୬ କୋଟିରୁ ଅଧିକ ଲୋକ…