ସମାକୋଇ ଚକଧର ପ୍ରକଳ୍ପକୁ ବିରୋଧ, ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡିମଟର ଅଟକି ରହିଛି
ବାଂଶପାଳ : ସମାକୋଇ ଚକଧର ପ୍ରକଳ୍ପକୁ ବିରୋଧ । ଆଜି ତେଲକୋଇ ବଜାର ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ୪୯ନଂ ଜାତୀୟ ରାଜପଥକୁ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଛି ତେଲକୋଇ ଚକଧର ସମନୟ କମିଟି । ଏଥିରେ ସାଧାରଣ ଲୋକଙ୍କ ସହିତ ବିଭିନ୍ନ ସଂଗଠନର ସର୍ମଥନ ରହିଥିବା ଜଣାପଡିଛି । ବନ୍ଦ ଯୋଗୁଁ ଗାଡ଼ି…