ଅଧିକ ସମୟ କୁଲରରେ ରହିବା ଶରୀର ପାଇଁ କ୍ଷତିକାରକ
ଗରମ ଦିନରେ କୁଲର ବ୍ୟବହାର କରିବା ଅତି ସାଧାରଣ କଥା । କୁଲର ର ପବନ ଅଧିକ ଥାଏ । ଏହି ପବନରେ ପାଣିର ଛୋଟ ଛୋଟ ବୁନ୍ଦା ରହିଥାଏ ଯେଉଁଥି ପାଇଁ ପବନ ଅଧିକ ଲାଗିଥାଏ । ଅଧିକ ପବନ ପାଇଁ ଏହା ପଙ୍ଖା ଠାରୁ ଅଧିକ ଥଣ୍ଡା ଦେଇଥାଏ । କିନ୍ତୁ ସବୁବେଳେ କୁଲରରେ ରହିବା ଶରୀର ପାଇଁ ଠିକ ହୋଇନଥାଏ ।…