Browsing Tag

helicopter crash

ଆମେରିକା ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୫ ଯବାନଙ୍କ ମୃତ୍ୟୁ

ତାଲିମ ଅଭ୍ୟାସ ବେଳେ ଆମେରିକା ସେନାର ଏକ ହେଲିକପ୍ଟର ଭୂମଧ୍ୟସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମେରିକୀୟ ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି। ଏହି ଦୁର୍ଘଟଣାରେ ୫ ଜଣ ଆମେରିକୀୟ ଯବାନଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା କେଉଁ ଜାଗାରେ ହୋଇଛି, ସେ ସମ୍ପର୍କରେ ଅଧିକାରୀମାନେ…

କୋଚି: ଭାରତୀୟ ନୌସେନାର ଚେତକ୍‌ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, କ୍ରୁ ସଦସ୍ୟଙ୍କ ମୃତ୍ୟୁ, ପାଇଲଟ୍‌ ଗୁରୁତର

କେରଳର କୋଚିରେ ଭାରତୀୟ ନୌସେନାର ଏକ ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ପାଇଲଟ୍‌ଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। କିନ୍ତୁ ଏ ପର୍ଯ୍ୟନ୍ତ ଭାରତୀୟ ନୌସେନା ପକ୍ଷରୁ କୌଣସି ସରକାରୀ ବୟାନ ସାମ୍ନାକୁ ଆସିନାହିଁ।…

ନେପାଳ: ଲ୍ୟାଣ୍ଡିଂ ପୂର୍ବରୁ ହେଲିକପ୍ଟର ହେଲା କ୍ରାସ୍‌, ପାଇଲଟ୍‌ଙ୍କ ଅବସ୍ଥା ଗୁରୁତର; ଏୟାରଲିଫ୍ଟ କରାଯାଇ ନିଆଗଲା…

ନେପାଳରେ ଶନିବାର ଏକ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ପାଇଲଟ ଗୁରୁତର ଆହତ ହୋଇଛନ୍ତି। କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ମୁତାବକ, ମନାଙ୍ଗ୍‌ ଏୟାରର ଏହି ହେଲିକପ୍ଟର ସୋଲୁଖୁମ୍ବୁ ଅଭିମୁଖେ ଉଡ଼ାଣ ଭରିଥିଲା, କିନ୍ତୁ ପାହାଡ଼ିଆ ଅଞ୍ଚଳ ଲୋବୁଚେରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି…

ନାଇଜେରିଆରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୨୬ ସୈନିକ ମୃତ, ୮ ଆହତ

ନାଇଜେରିଆରେ ବାୟୁସେନା ହେଲିକପ୍ଟର କ୍ରାସ । ଏହି ଘଟଣାରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । Mi-171 ହେଲିକପ୍ଟର ଜୁନଗେରରୁ ଉଡାଣ ଭରିଥିଲା । ଦୁର୍ଘଟଣା ପରେ ଘଟଣାର ଯାଞ୍ଚ ଆରମ୍ଭ ହୋଇଛି । ସୂଚନାଯୋଗ୍ୟ, Mi-171 ହେଲିକପ୍ଟର ଜୁନଗେରରୁ ଉଡାଣ ଭରିଥିଲା ।…

ଆଫଗାନିସ୍ତାନରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗସ୍ତ, ୨ ପାଇଲଟ ମୃତ

ଆଫଗାନିସ୍ତାନରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗସ୍ତ । ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଆଫଗାନିସ୍ତାନ ରକ୍ଷା ବିଭାଗ ମୁତାବକ, ଉତ୍ତରୀ ସମାଙ୍ଗନ ଅଞ୍ଚଳରେ ହେଲିକପ୍ଟର କ୍ରାସ ହୋଇଥିଲା । ହେଲିକପ୍ଟରରେ ଥିବା ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି । ଖବର ମୁତାବକ, ଆଫଗାନିସ୍ତାନର…

ଆମେରିକାରେ ଅତ୍ୟାଧୁନିକ ବ୍ଲାକ୍‌ ହକ୍‌ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୯ ମୃତ

ଆମେରିକାର ଦୁଇଟି ଅତ୍ୟାଧୁନିକ ଲଢୁଆ ହେଲିକପ୍ଟର ବ୍ଲାକ ହକ୍‌ ଦୁର୍ଘଟଣାଗ୍ରସ୍ତ । ଆମେରିକାରେ କେଣ୍ଟୁକିରେ ଏହି ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଟ୍ରେନିଂ ସମୟରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଆମେରିକାର ସ୍ଥାନୀୟ ଗଣମାଧ୍ୟମ…

ଅରୁଣାଚଳ ପ୍ରଦେଶ : ଜଳିଗଲା ଭାରତୀୟ ସେନା ହେଲିକପ୍ଟର

ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ହେଲିକପ୍ଟର ‘ଚିତା’ ଦୁର୍ଘଟଣାଗ୍ରସ୍ତ । ଜଳିଗଲା ଭାରତୀୟ ବାୟୁସେନାର ହେଲିକପ୍ଟର  । ଅରୁଣାଚଳ ପ୍ରଦେଶର ଦିରାଙ୍ଗରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହେଲିକପ୍ଟରରେ…

ଆମେରିକା ସେନାର ବ୍ଲାକ୍‌ ହକ୍ ହେଲିକପ୍ଟର କ୍ରାସ, ୨ ମୃତ

ଆମେରିକାର ଅଲବାମାରେ ୟୁଏସ୍‌ ଆର୍ମିର ଦୁଇଟି ବ୍ଲାକ ହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ଅତି କମରେ ୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣା ଅଲବାମାର ହାଇୱେ-୫୩ ନିକଟରେ ହୋଇଛି । ବୁଧବାର ଦିନ ୩ ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ମେଡିସନ…

କିଭ୍‌ରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୟୁକ୍ରେନ ଗୃହମନ୍ତ୍ରୀଙ୍କ ସହିତ ୧୮ ମୃତ

କିଭ୍‌ରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଏହି ଘଟଣାରେ ଅତିକମରେ ୧୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୟୁକ୍ରେନର ଗୃହମନ୍ତ୍ରୀ ଡେନିସ ମୋନାଷ୍ଟିର୍କିଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ମୁତାବକ, ଦୁର୍ଘଟଣାରେ ମନ୍ତ୍ରୀଙ୍କ ସମେତ ଅନ୍ୟ ଜଣେ ଅଧିକାରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ…

ଦକ୍ଷିଣ କୋରିଆରେ ପାହାଡ଼ରେ ପିଟିହେଲା ହେଲିକାପ୍ଟର, ଦୁର୍ଘଟଣାରେ ୫ ଯାତ୍ରୀଙ୍କ ମୃତ୍ୟୁ

ଦକ୍ଷିଣ କୋରିଆର ୟାଙ୍ଗୟାଙ୍ଗରେ ରବିବାର ଏକ ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ହେଲିକାପ୍ଟରଟି ୟାଙ୍ଗୟାଙ୍ଗର ବୁଦ୍ଧ ମନ୍ଦିର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଫଳରେ ଏଥିରେ ଥିବା ୫ ଜଣ ଯାତ୍ରୀ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି।…

‘ମୋ ଝିଅର ଦେହ ଭଲ ନାହିଁ, ତାର ଯତ୍ନ ନେବ’, କେଦାରନାଥ ହେଲିକପ୍ଟର କ୍ରାସ ପୂର୍ବରୁ ପତ୍ନୀଙ୍କୁ କହିଥିଲେ ପାଇଲଟ

‘ମୋ ଝିଅର ଦେହ ଭଲ ନାହିଁ, ତାର ଯତ୍ନ ନେବ’, କେଦାରନାଥ ହେଲିକପ୍ଟର କ୍ରାସ ପୂର୍ବରୁ ପତ୍ନୀଙ୍କୁ କହିଥିଲେ ପାଇଲଟ । ଗତକାଲି ଉତ୍ତରାଖଣ୍ଡର କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି କ୍ରାସ୍‌ରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ପାଇଲଟଙ୍କ ସହିତ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ…

କେଦାରନାଥ ଧାମରୁ ଫେରୁଥିବା ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୬ ମୃତ

ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ଧାମରୁ ମାତ୍ର ୨ କିମି ଦୂରରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬ ଜଣ ଶ୍ରଦ୍ଧାଳୁଙ୍କର ଜୀବନ ଚାଲିଯାଇଛି। ଏହି ହେଲିକପ୍ଟରଟି କେଦାରନାଥ ଧାମରୁ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତୀର୍ଥଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ…