Browsing Tag

helicopter

ତାମିଲନାଡ଼ୁରେ ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଯାଞ୍ଚ, କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଲେ, ‘ପିଏମ୍‌ଙ୍କର ବି…

ତାମିଲନାଡ଼ୁର ନୀଳଗିରିରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି । ନିର୍ବାଚନ ଆୟୋଗର ଅଧିକାରୀମାନେ ସୋମବାର ରାହୁଲ ଗାନ୍ଧିଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଯାଞ୍ଚ କରିଥିବା ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ଜଣାପଡ଼ିଛି । ପୋଲିସ କହିଛି ଯେ ହେଲିକପ୍ଟର ନୀଳଗିରିରେ…

ହେଲିକପ୍ଟରରେ ମାଛଭଜା ଓ ରୁଟି ଖାଇଲେ ତେଜସ୍ୱୀ ଯାଦବ, ଭିଡିଓ ଜାରି କହିଲେ… କିଛି ଲୋକଙ୍କୁ ନିଶ୍ଚିତ ରାଗ ଲାଗୁଥିବ

ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ମଇଦାନରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ସମସ୍ତ ଦଳର ନେତା ବିଭିନ୍ନ ସ୍ଥାନରେ ଜନସଭା କରି ଲୋକମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଲାଗିପଡିଛନ୍ତି । ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ଗଠବନ୍ଧନର ସହଯୋଗୀ ପ୍ରାର୍ଥୀଙ୍କ ସହିତ…

ରାମଲାଲାଙ୍କ ଆଳତି ସମୟରେ ସେନା ହେଲିକପ୍ଟରରୁ ହେବ ପୁଷ୍ପବର୍ଷା, ଅତିଥିଙ୍କ ହାତରେ ରହିବ ଘଣ୍ଟି

ଆଜି ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାରେ ଆଉ ମାତ୍ର ଅଳ୍ପ କିଛି ସମୟ ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଯେତେବେଳେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ, ସେହି ସମୟରେ ଶ୍ରୀରାମଙ୍କ ଆଳତି ଅନୁଷ୍ଠିତ ହେବ । ଆଳତି ସମୟରେ ସମସ୍ତ ଅତିଥିଙ୍କ ହାତରେ ଘଣ୍ଟି…

କନିଆକୁ ନେବା ପାଇଁ ହେଲିକାପ୍ଟରରେ ପହଞ୍ଚିଲା ବର, ଗାଁ ଉପରେ ନେଲା ୭ ଫେରା

ବିବାହକୁ ନେଇ ଅନେକ ଲୋକ ଅନେକ ସ୍ୱପ୍ନ ଦେଖନ୍ତି । କିଛି ଲୋକ ବିବାହ ପାଇଁ ଘୋଡ଼ାରେ ଯାଆନ୍ତି ତ କିଛି ଲୋକ କାରରେ ଯାଆନ୍ତି । କିନ୍ତୁ ନିଜ କନିଆକୁ ଆଣିବା ପାଇଁ ବର ହେଲିକାପ୍ଟରରେ ଯିବା କଥା ଆପଣ ହୁଏତ କେବେ ଜାଣିନଥିବେ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ ଜଣାଇବାକୁ ଯାଉଛୁ…

ତେଲେଙ୍ଗାନା: ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ହେଲିକପ୍ଟରରେ ବୈଷୟିକ ତ୍ରୁଟି, ଫାର୍ମହାଉସ୍‌ରେ କରାଗଲା ଜରୁରୀ ଅବତରଣ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆର୍‌ଏସ୍‌ ସୁପ୍ରିମୋ କେ. ଚନ୍ଦ୍ରଶେଖର ରାଓଙ୍କୁ ନେଇ ଯାଉଥିବା ହେଲିକପ୍ଟରରେ ସୋମବାର ବୈଷୟିକ ତ୍ରୁଟି ଦେଖାଦେଇଛି, ଯେଉଁଥିପାଇଁ ହେଲିକପ୍ଟରଟିକୁ ତାଙ୍କ ଫାର୍ମହାଉସ୍‌ରେ ଜରୁରୀ ଅବତରଣ କରାଇବାକୁ ପଡ଼ିଛି। ଏଠାରୁ କିଛି ସମୟ ପୂର୍ବରୁ କେସିଆର୍‌ଙ୍କ…

ହିମାଚଳ ସିଏମ୍‌ ସୁଖବିନ୍ଦର ସିଂ ସୁଖୁଙ୍କ ହେଲିକପ୍ଟରର ଜରୁରୀ ଅବତରଣ, ଚିହ୍ନିତ ସ୍ଥାନରୁ ୫୦୦ ମିଟର ଦୂରରେ ଲ୍ୟାଣ୍ଡିଂ

ଜରୁରୀକାଳୀନ ଅବତରଣ କଲା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଉପର ଶିମ୍‌ଲା ଗସ୍ତରେ ଥିବାବେଳେ ଏଠାରେ ତାଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଛି। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ରାମପୁରର ବିଥଲ୍‌ରେ ଅବତରଣ କରିବାର ଥିଲା। କିନ୍ତୁ ଚିହ୍ନିତ…

ନେପାଳରେ ହେଲିକପ୍ଟର ନିଖୋଜ, ମିଳୁନି ୬ ଯାତ୍ରୀଙ୍କ ପତ୍ତା

ନେପାଳ କାଠମାଣ୍ଡୁରେ ହେଲିକପ୍ଟର ନିଖୋଜ ହୋଇଯାଇଛି । ସୋଲେଖୁମ୍ବୁରୁ କାଠମାଣ୍ଡୁ ଯାଉଥିବା ହେଲିକପ୍ଟରରେ ୬ ଜଣ ଲୋକ ଥିଲେ । ସେମାନଙ୍କ ମଧ୍ୟରେ ୫ ଜଣ ବିଦେଶୀ ନାଗରିକ ଥିଲେ । ହେଲିକପ୍ଟରଟି ସକାଳ ୧୦ ପରେ କଣ୍ଟ୍ରୋଲ ଟାଓ୍ଵାର ଠାରୁ ସଂପର୍କ ବିଚ୍ଛିନ୍ନ ହୋଇଯାଇଥିଲା । ତେବେ ହେଲିକପ୍ଟର…

ଭାରତୀୟ ବାୟୁସେନା ହେଲିକପ୍ଟରର ଜରୁରୀ ଅବତରଣ, ପାଇଲଟ ଏବଂ ଅନ୍ୟ କ୍ର୍ୟୁ ସଦସ୍ୟ ସୁରକ୍ଷିତ

ମଧ୍ୟପ୍ରଦେଶର ଭିଣ୍ଡ୍ ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ ବାୟୁସେନାର ହେଲିକପ୍ଟର ଜରୁରୀ ଅବତରଣ କରିଛି । ତେବେ ହେଲିକପ୍ଟରରେ ବୈଷୟିକ ତ୍ରୁଟ ଯୋଗୁଁ ନିକଟରେ ଥିବା ବିଲରେ ଭାରତୀୟ ବାୟୁସେନାର ଏକ ଆପାଚି ଆଟାକ୍ ହେଲିକପ୍ଟର୍ ଜରୁରୀ ଅବତରଣ କରିଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ଜିଲ୍ଲା…

ଜମ୍ମୁ କଶ୍ମୀରର କିସ୍ତଓ୍ଵାରରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଚିନାବ ନଦୀରେ ଖସିପଡିଲା

ଜମ୍ମୁ କଶ୍ମୀରର କିସ୍ତଓ୍ଵାର ଜିଲ୍ଲାରେ ଭାରତୀୟ ସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ସେନା ବାହିନୀରLAH ଧ୍ରୁବ ହେଲିକପ୍ଟର କ୍ରାସ । ଏହି ହେଲିକପ୍ଟରରେ ଭାରତୀୟ ସେନାର ୩ ଜଣ ଅଧିକାରୀ ରହିଥିଲେ । ଦୁର୍ଘଟଣା ହେଲିକପ୍ଟରରେ ଥିବା ପାଇଲଟ ଆହତ ହୋଇଥିବା କହିଛି ଭାରତୀୟ ସେନା ।…

କେଦାରନାଥ ଯାତ୍ରା ପୂର୍ବରୁ ଅଘଟଣ, ହେଲିକପ୍ଟର ବ୍ଲେଡରେ କଟିଗଲା ଯୁବକଙ୍କ ବେକ

କେଦାରନାଥ ଯାତ୍ରା ଆରମ୍ଭ ପୂର୍ବରୁ ଦୁର୍ଘଟଣା । ହେଲିକପ୍ଟର ପଙ୍ଖାରେ ଯୁବକଙ୍କର ବେକ କଟିଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ନାଁ ଅମିତ ସୋନି । ଦୁର୍ଘଟଣା ସମୟରେ ଅମିତ କେଦାରନାଥ ହେଲିପ୍ୟାଡ୍‌ର ନୀରିକ୍ଷଣ କରୁଥିଲେ । ସେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ଆର୍ଥିକ…

ଏସିଆର ସବୁଠୁ ବଡ ହେଲିକପ୍ଟର ଫ୍ୟାକ୍ଟ୍ରିକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି, ୨୦ ବର୍ଷରେ ପ୍ରସ୍ତୁତ ହେବ ୧୦୦୦…

ଏସିଆର ସବୁଠାରୁ ବଡ ହେଲିକପ୍ଟର ଫ୍ୟାକ୍ଟ୍ରିକୁ ଆଜି ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କର୍ଣ୍ଣାଟକର ତୁମକୁରୁରେ ଦେଶର ସବୁଠାରୁ ବଡ ହେଲିକପ୍ଟର ଫ୍ୟାକ୍ଟ୍ରି HAL କୁ ଆଜି ଉଦ୍‌ଘାଟନ କରାଯିବ । ଏହା ଗ୍ରୀନଫିଲ୍ଡ ହେଲିକପ୍ଟର କାରଖାନା ହେବ। ଯାହା ହେଲିକପ୍ଟର ନିର୍ମାଣ…

ହେଲିପ୍ୟାଡ୍‌ରେ ଛାତିଥରା ଦୁର୍ଘଟଣା! ଦୁଇ ହେଲିକାପ୍ଟର ମଧ୍ୟରେ ଜୋର୍‌ଦାର ଧକ୍କା, ଭାଙ୍ଗି ଚୁର୍‌ମାର ହୋଇଗଲା ପଙ୍ଖା

ଇଣ୍ଟରନେଟ୍‌ରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଆମକୁ ଆଶ୍ଚର୍ଯ୍ୟ କରି ଦେଇଥାଏ ତ ଆଉ କିଛି ଭିଡିଓ ଦେଖିଲେ ଆମ ଛାତି ଥରି ଉଠିଥାଏ। ନିକଟରେ ଏମିତି ହିଁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଭାଇରାଲ…