ହେଲିକପ୍ଟର ଏବଂ ଚପ୍ପର ମଧ୍ୟରେ କ’ଣ ରହିଛି ଫରକ, ଆପଣ ଜାଣନ୍ତି କି ?
ଆପଣ ଏରୋପ୍ଲେନ ବା ଉଡାଜାହାଜରେ କୌଣସି ନା କୌଣସି ସ୍ଥାନକୁ ନିଶ୍ଚିତ ଯାଇଥିବେ। ଆଉ ଏରୋପ୍ଲେନ କିଭଳି ଉଡେ, ଏହାର ହେଲିକପ୍ଟର ଭଳି ଫ୍ୟାନ ଅଛି କି ନାହିଁ ତାହା ମଧ୍ୟ ନିଶ୍ଚିତ ଜାଣିଥିବେ। ଏହାଛଡା ଆପଣ ଅନେକ ଥର ହେଲିକପ୍ଟର କିମ୍ବା ଚପ୍ପର ନାଁ ନିଶ୍ଚିତ ଶୁଣିଥିବେ। କିନ୍ତୁ ବହୁତ କମ୍…