ଅଗଷ୍ଟ ୩୦ ଯାଏଁ ହେଲମେଟ ଚେକିଂ କଡ଼ାକଡ଼ି, ପ୍ରଥମ ଦିନରେ ୪୦୦ ଡ୍ରାଇଭିଂ ଲାଇସେନ୍ସ ସସପେଣ୍ଡ
କଟକ(କେନ୍ୟୁଜ୍): ରାଜ୍ୟରେ ରାସ୍ତା ଦୁର୍ଘଟଣା ଚିନ୍ତାଜନକ ସ୍ଥିତିରେ ପହଁଚି ଥିବା ବେଳେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଅଗଷ୍ଟ ୧୬ରୁ ଦୁଇ ସପ୍ତାହ ଧରି ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ହେଲମେଟ ଚେକିଂର ସ୍ୱତନ୍ତ୍ର ଡ୍ରାଇଭ କରାଯାଇଛି। ପ୍ରଥମ ଦିନରେ ୪୦୦ ଡ୍ରାଇଭିଂ ଲାଇସେନ୍ସ…