ଆଇନ୍ ଭାଙ୍ଗୁଥିବା ଗାଡ଼ିଚାଳକଙ୍କୁ ଯାଜପୁର ଆରଟିଓ ପକ୍ଷରୁ ପାନେ, ଧରପକଡ଼ ସହ ଜରିମାନା ଆଦାୟ
ଯାଜପୁର ଟାଉନ (କେନ୍ୟୁଜ) : ଯାଜପୁରରେ ସଡକ ସୁରକ୍ଷା ପାଇଁ ବ୍ୟାପକ ଧରପକଡ ଆରମ୍ଭ ହୋଇଛି । ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ପୁଲିସ ସହାୟତାରେ ସହରର ବିଭିନ୍ନ ସ୍ଥାନରେ ଗାଡ଼ିର ଫିଟ୍ନେସ୍, ସିଟବେଲ୍ଟ, ପରମିଟ୍, ହେଲମେଟ୍, ଇନ୍ସୁରାନ୍ସ ଆଦି ଯାଞ୍ଚ କରାଯାଉଛି । ଜୁନିୟର ଏମଭିଆଇ ବସନ୍ତ…