Browsing Tag

helmet

ଜୋତା କି କାର ନୁହେଁ ହେଲମେଟ୍‌ ଭିତରେ ଲୁଚି ବସିଛି ସାପ, ଭାଇରାଲ ହେଉଛି ଭିଡିଓ

ଯଦି ଆପଣ ହେଲମେଟ ପିନ୍ଧୁଛନ୍ତି ତେବେ ଏହାକୁ ପିନ୍ଧିବା ପୂର୍ବରୁ ଥରେ ଭଲ ଭାବେ ଚେକ୍‌ କରି ନିଅନ୍ତୁ । କାରଣ ହେଲମେଟ ଭିତରେ ଥାଇପାରେ ବିଷାକ୍ତ ସାପ । ଯାହା ଆପଣଙ୍କ ଜୀବନ ନେଇପାରେ । ଯଦି ଆପଣ ସାମାନ୍ୟ ଅବହେଳା କରନ୍ତି ତେବେ ଆପଣଙ୍କ ଜୀବନ ଯିବାରୁ କେହି ଆପଣଙ୍କୁ ରକ୍ଷା କରି ପାରିବେନି…

ବିନା ହେଲମେଟରେ ମହିଳା ବନ୍ଧୁଙ୍କ ସହିତ ସ୍କୁଟିରେ ବୁଲୁଥିଲେ ଯୁବକ, ପତ୍ନୀଙ୍କ ପାଖକୁ ଆସିଲା ଗାଡିର ଚାଲାଣ ଏବଂ ଫଟୋ

ହେଲମେଟ୍‌ ନ ନେଇ ରାସ୍ତାରେ ଗାଡି ଧରି ବୁଲୁଥିଲେ ଯୁବକ । ଏବେ ହୋଇପାରେ ଛାଡପତ୍ର । ଏମିତି ଅଜବ ଘଟଣା ଘଟିଛି କେରଳରେ । ଟ୍ରାଫିକ ନିୟମ ନ ମାଳି ସମସ୍ୟାରେ ପଡିଛନ୍ତି ଯୁବକ । ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପାଇଁ ନୁହେଁ ବରଂ ମହିଳା ବନ୍ଧୁଙ୍କୁ ପଛରେ ଧରି ବୁଲୁଥିବାରୁ ହଇରାଣରେ ପଡିଛନ୍ତି । ଆଉ…

ଅମାନିଆଙ୍କୁ ନିଆରା ଦଣ୍ଡ : ଗାଡ଼ି ଚଳାଇବା ସମୟରେ ହେଲମେଟ୍ ପିନ୍ଧି ନଥିଲେ କରିବେ ଅଳିଆ ସଫା

ଛତିଶଗଡରେ ବଢୁଥିବା ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁ ସଂଖ୍ୟାକୁ ରୋକିବା ପାଇଁ ଦୁର୍ଗ ପୋଲିସ କ୍ରମାଗତ ଭାବରେ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ କରିଛି। ଦୁର୍ଗ ଏସପି ଅଭିଷେକ ପାଲ୍ଲାଭ ନିଜେ ଏହି ଅଭିଯାନର ନେତୃତ୍ୱ ନେଉଛନ୍ତି, ଯିଏ ନିଜେ ଲୋକମାନଙ୍କୁ ଯାଞ୍ଚ କରୁଛନ୍ତି। ଏହି ଅଭିଯାନରେ ପୋଲିସ ଏକ…

ବର୍ତ୍ତମାନ ଜୀବନ ବଞ୍ଚାଇବା ସହିତ ବାୟୁ ପ୍ରଦୂଷଣରୁ ରକ୍ଷା କରିବ ଏହି ହେଲମେଟ୍, ଏତେ ପରିଷ୍କାର ଯେ ଫୁସଫୁସ କହିବ…

ବର୍ତ୍ତମାନ ହେଲେମେଟ୍ କେବଳ ଆପଣଙ୍କ ଜୀବନ ବଞ୍ଚାଇବ ତାହା ନୁହେଁ ଏହା ଆପଣଙ୍କୁ ପ୍ରଦୂଷଣରୁ ମଧ୍ୟ ରକ୍ଷା କରିବ। ଆପଣ ଜାଣିଛନ୍ତି ପ୍ରଦୂଷଣ ବର୍ତ୍ତମାନ ସାଂଘାତିକ ସ୍ତରରେ ପହଞ୍ଚିଛି ଏବଂ କାର କମ୍ପାନୀଗୁଡିକ କ୍ୟାବିନରେ ଏୟାର ଫିଲ୍ଟର ଦେବା ଆରମ୍ଭ କରିଛନ୍ତି। କିନ୍ତୁ ଯେଉଁମାନେ ବାଇକରେ…

ଆଉ କଟିବନି ଚାଲାଣ, କାରଣ ବିନା ହେଲ୍‌ମେଟରେ ଷ୍ଟାର୍ଟ ହେବ ନାହିଁ ଏହି ସ୍କୁଟର

ଆମେ ମାନେ ପ୍ରାୟତଃ ସ୍କୁଟର ଏବଂ ବାଇକ୍ ଚଲାଇବା ସମୟରେ ହେଲମେଟ ପିନ୍ଧିବାକୁ ଭୁଲିଯାଆନ୍ତି, ଏବଂ ବେଳେବେଳେ ଜାଣିଶୁଣି ହେଲମେଟ ପିନ୍ଧନ୍ତି ନାହିଁ । ଏହି କାରଣରୁ ଆମ ଜୀବନ ବିପଦରେ ପଡିଥାଏ | ସେହି ସମୟରେ, ଆମେ ଆମର ପରିବାର ସଦସ୍ୟଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରୁ । ଏପରି…

ପ୍ରେମିକଙ୍କ ପକେଟ୍‌ ଉପରେ ଭାରି ପଡ଼ୁଛି ଡବଲ ହେଲମେଟ୍‌ ନିୟମ, ମାନିଲେ ମଲ ନ ମାନିଲେ ବି ମଲ

ଭୁବନେଶ୍ୱର (ତୃଷ୍ଣା ପ୍ରିୟଦର୍ଶିନୀ): କମିଶନ୍‌ରେଟ୍‌ ପୋଲିସ୍‌କୁ ଏବେ ଲୋକଙ୍କ ସୁରକ୍ଷା ଚିନ୍ତା। ଏଣୁ ଆଉ ଗୋଟିଏ ନୁହେଁ, ଏବେ ସବୁ ବାଇକ୍‌ ବାଲା ଦୁଇଟି ହେଲମେଟ୍‌ ପିନ୍ଧିବାକୁ ବାଧ୍ୟ। ଚଲେଇଲା ବାଲା ବି ପିନ୍ଧିବେ ଆଉ ପଛରେ ବସିଲା ବାଲା ବି। ଏହି ନିୟମ ଯଦିଓ ଲୋକଙ୍କ ସୁରକ୍ଷା ପାଇଁ…

ସାବଧାନ୍! ଆଜିଠୁ କଡ଼ାକଡ଼ି ହେଲମେଟ୍ ଚେକିଂ, ଦୁଇ ଚକିଆ ଗାଡ଼ିରେ ଦୁଇ ଜଣ ଯାଉଥିଲେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ

ଭୁବନେଶ୍ବର: ଆଜିଠୁ କଡ଼ାକଡ଼ି ହେବ ହେଲମେଟ ଚେକିଂ । ଦୁଇ ଚକିଆ ଗାଡ଼ିରେ ଦୁଇ ଜଣ ଯାଉଥିଲେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ଖିଲାପକାରୀ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ । ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ…

ଗଜପତି : ଆମ୍ବୁଲାନ୍ସ ଡ୍ରାଇଭର୍‌ଙ୍କ ମୁଣ୍ଡରେ ହେଲମେଟ୍‌ କାହିଁକି ?

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ସମଗ୍ର ବିଶ୍ବରେ ଏବେ କୋରନାର ଭୟ। ଅଜବ ଗଜବ ଖବର ସବୁ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ବିଶ୍ବର କୋଣ ଅନୁକୋଣରୁ। ତେବେ ଆମ ରାଜ୍ୟ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ଦୃଶ୍ୟ ଆପଣକୁ ଚକିତ କରିଦେବ । ଲକଡାଉନ ଯୋଗୁଁ ପୋଲିସ ସ୍ଥାନୀୟ କଲେଜ ଛକ…

ଯଦି ଆପଣ ହେଲମେଟ୍ କିଣିବାକୁ ଯାଉଛନ୍ତି, ତେବେ ଏହି ସବୁ ଦିଗ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ

ବର୍ତ୍ତମାନ ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ କଡାକଡି ଭାଳେ ପାଳନ କରାଯିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ତେଣୁ ଦୁଇ ଚକିଆ ଚଲାଉଥିବା ଯାତ୍ରୀ ମାନଙ୍କ ପାଇଁ ବିଶେଷ ଭାବେ ହେଲମେଟ୍ ପିନ୍ଧିବା ଏକ ପ୍ରକାରର ବାଧ୍ଯମୂଳକ ହେବା ସହିତ ସବୁ ପ୍ରକାର ଗାଡି ମାନଙ୍କର କାଗଜ ପତ୍ର ଠିକଠାକ୍ ଭାବେ…

ପ୍ରଦୂଷଣରୁ ବଞ୍ଚାଇବ ହେଲ୍‌ମେଟ, ଏୟାର୍‌ ପ୍ୟୁରିଫାୟର ଭଳି କରିବ କାମ

ଦେଶରେ ଲଗାତାର ଭାବେ ବଢ଼ିଚାଲିଥିବା ବାୟୁ ପ୍ରଦୂଷଣକୁ ନଜରରେ ରଖି ଏୟାର ପ୍ୟୁରିଫାୟର ଲାଗିଥିବା ହେଲ୍‌ମେଟକୁ ବଜାର ପ୍ରବେଶ କରାଯାଇଛି। Mavox Helmets ତରଫରୁ ଦୁଇଟି ସ୍ୱତନ୍ତ୍ର ଧରଣର ହେଲ୍‌ମେଟ FX30 MAX (Mono) ଏବଂ FX30 MAX D1P (Graphical)କୁ ଲଞ୍ଚ୍‌ କରାଯାଇଛି। କମ୍ପାନୀର…

କିଏ ଏହି ବ୍ୟକ୍ତି ଯାହାକୁ ବିନା ହେଲମେଟରେ ଦଖି ମଧ୍ୟ ଚାଳାଣ ନକାଟି ଛାଡିଦେଲା ପୋଲିସ ?

ନୂଆ ମୋଟର ଯାନ ଆଇନକୁ ନେଇ ସବୁଆଡେ ଚର୍ଚ୍ଚା। କେଉଁ ଠାରେ ପୋଲିସ ଅନ୍ୟ କିଛି କେସରେ ହାତ ନଲଗାଇ କେବଳ ଚେକିଂରେ ମାତିଛି ତ କେଉଁଠି ଛକ ଛକରେ ଛିଡା ହୋଇ ବେପାରୁଆ, ଓ ବିନା  ହେଲମେଟର ଗାଡି ଚାଳକଙ୍କ କଣ୍ଟା ସାଜୁଛି।  ଅନେକ ଜାଗାରେ ପୋଲିସର ଏଭଳି ଫାଇନ କଟା ଅଭିଯାନ ଚାଲୁ ରହିଛି। ଯେଉଁଥି…

ଆଉ ଚଳିବନି କାମ ଚଳା ହେଲମେଟ, ସତର୍କ ରୁହନ୍ତୁ ନହେଲେ ଗଣିବେ ଜରିମାନା

ଦେଶରେ ଲାଗୁ ହୋଇଥିବା ନୂଆ ମୋଟର ଯାନ ଅଧିନିୟମରେ ବିନା ହେଲମେଟ ଚାଳକଙ୍କ ଉପରେ ମୋଟା ଅଙ୍କର ଚାଲାଣ କଟା ଚାଳିଛି। କିନ୍ତୁ ଏବେ ଏହି ନିୟମରେ ଆଉ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ଆସିଛି। ଆଉ ସେହିଟି  ହେଉଛି ଖରାପ ଗୁଣବତ୍ତାର  ହେଲମେଟ ପିନ୍ଧିଲେ ମଧ୍ୟ ଲାଗିବ ଫାଇନ। ଉତ୍ତମ ଗୁଣବତ୍ତା ଓ…