Browsing Tag

help

ଭୁଶୁଡ଼ି ପଡ଼ିଲା ଘର, ଅଳ୍ପକେ ବର୍ତ୍ତିଲେ ମା’ ପୁଅ ଓ ଝିଅ

ଦାରିଙ୍ଗବାଡ଼ି: ରଖେ ହରି ମାରେ କିଏ...ଏମିତି କିଛି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ଲଦ ପଙ୍କା ଗାଁରେ । ଖାଇ ସାରି ରାତିରେ ଶୋଇଥିଲେ ମା ପୁଅ ଏବଂ ଝିଅ। ହଠାତ୍ ବର୍ଷାରେ ଭୁଶୁଡ଼ି ପଡ଼ିଲା ଘର । ଅଳ୍ପକେ ଜୀବନ ପାଇଲେ ମା ପୁଅ ଏବଂ ଝିଅ। ମାଟି ତଳୁ…

କିଡନୀ ରୋଗରେ ଆକ୍ରାନ୍ତ ପୁଅ, ପୁଅର ଜୀବନ ବଞ୍ଚାଇବା ପାଇଁ ଠାକୁରଙ୍କ ନିକଟରେ ଅଧିଆ ପଡିଛି ମା’

ବାଲେଶ୍ବର: ପୁଅ କିଡନୀ ରୋଗରେ ଆକ୍ରାନ୍ତ । ଜୀବନ ଯୁଦ୍ଧରେ ସଂଗ୍ରାମ କରୁଛି ଘରର ଭେଣ୍ଡିଆ ପୁଅ । ଆଉ ପୁଅର ଜୀବନ ବଞ୍ଚାଇବା ପାଇଁ ଠାକୁରଙ୍କ ନିକଟରେ ଦୀପ ଜାଳି ମା  ମନ୍ଦୀରରେ ଅଧିଆ ପଡିଛି । କାନ୍ଦି କାନ୍ଦି ପୁଅର ଜୀବନ ଭିକ୍ଷା କରୁଛି ।ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି…

ଅସହାୟ ବୃଦ୍ଧାଙ୍କୁ ସହଯୋଗର ହାତ ବଢାଇଲେ ବ୍ଲକ ଉପାଧକ୍ଷ ନାରାୟଣ ଲୁହା

ବୃଦ୍ଧା ମା’କୁ ଅନାଇଲାନି ପୁଅ । ଟଙ୍କା ସୁନା ଲୁଟି ନେଇ ଘରୁ ପଳାଇଲା । ଅସହାୟ ଅବସ୍ଥାରେ ପଡ଼ି ରହିଥିଲା ମା । ସାହାଯ୍ୟ କରିଥିଲେ ବ୍ଲକ ଉପାଧ୍ୟକ୍ଷ । ଅସହାୟ ବୃଦ୍ଧାଙ୍କୁ ସହଯୋଗର ହାତ ବଢାଇ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଦେଖାଇଛନ୍ତି ଏଭଳି…

ଝିଅର କିଡନୀ ଖରାପ, ଚିକିତ୍ସା ପାଇଁ ସହାୟତା ମାଗୁଛନ୍ତି ବାପା ମା’

ମନ୍ଦିର ପରିସରର ଗୋଟିଏ ଖୁଣ୍ଟକୁ ଆଉଜି ବସିଥାନ୍ତି ଜଣେ ମହିଳା । ମା'ଟିଏ ସେ ଶିଶୁକୁ କୋଳରେ ଧରି ବସି ଥାଏ l ଛଳ ଛଳ ଆଖିରୁ ଲୁହ ଝରି ପଡୁଥାଏ ତାଙ୍କର l ଆଉ ସେହି ଲୁହ ଧାରର ବ୍ୟଥା କେବଳ ଓଠ ହିଁ ବୁଝି ପରୁଥାଏ l ମା' ଟି ସେହି ଲୁହ ଛଳ ଛଳ ଆଖିରେ ଟିକେ ମନ୍ଦିର ଆଡକୁ ଚାହୁଁ ଥାନ୍ତି l…

ଦୁର୍ଘଟଣାରେ ଗୋଡ଼ ହରାଇଲେ, ଏବେ ଭଙ୍ଗା ଚାଳିଆ ତଳେ ବିତୁଛି ୭ଜଣ ପ୍ରାଣୀଙ୍କ ଜୀବନ

ସୁସ୍ଥ ସବଳ ସାଙ୍ଗକୁ ବଳିଷ୍ଠ ଶରୀର । ବୃତ୍ତିରେ ଜଣେ ବାରିକ । ଗୋଟେ କେବିନରେ ସେଲୁନ କରି ଆଉ କାମଧନ୍ଦା କରି ନିଜ ପରିବାର ସହିତ ହସଖୁସିରେ ଦିନ କାଟୁଥିଲେ । ହଠାତ ଗୋଟିଏ ଦୁର୍ଘଟଣା ସବୁ କିଛି ଓଲଟ ପାଲଟ କରିଦେଲା । ଗୋଡ଼ ହରାଇଲେ, କାମ ଧନ୍ଦା ବି ଗଲା ପରିବାର ଉପରରେ ଘୋଟିଗଲା ଦୁଃଖର କଳା…

ବିଛଣାରୁ ଉଠୁ ନାହାନ୍ତି ହୀରାମଣିଙ୍କ ସ୍ବାମୀ, ସହାୟତା ପାଇଁ କରୁଛନ୍ତି ଗୁହାରୀ

ବାଲେଶ୍ବର: ମୋ ସ୍ବାମୀଙ୍କୁ ବଞ୍ଚାଇ ଦିଅନ୍ତୁ ଆଜ୍ଞା…. ମୋ ଶଙ୍ଖା ସିନ୍ଦୁରକୁ ରକ୍ଷା କରନ୍ତୁ । ଆପଣ ମାନେ ଚାହିଁଲେ ମୋ ସ୍ବାମୀଙ୍କ ଜୀବନ ବଞ୍ଚିପାରିବ । ଆପଣ ମାନଙ୍କୁ ନେହୁରା ହେଉଛି… ମୋ ପାଖରେ ସମ୍ବଳ ବୋଲି ଆଉ କିଛି ନାହିଁ । ଯାହା ଥିଲା ସ୍ବାମୀଙ୍କ ଚିକିତ୍ସାରେ ସବୁ ଶେଷ ହୋଇ ଗଲାଣି…

ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ଖଣ୍ଡେ ନାହିଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ

ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ମୁଣ୍ଡ ଗୁଞ୍ଜିବାକୁ ପକ୍କା ଘର ଖଣ୍ଡେ ନାହିଁ । କେଉଁ ଉପାନ୍ତ ଅଞ୍ଚଳ ନୁହେଁ ପୁରୀ - ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଗାଁରୁ ଏଭଳି ଖବର ଆସିଛି । ବାରମ୍ବାର ଆବାସ ଯୋଜନା ପାଇବା ପାଇଁ ଆବେଦନ କରି ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି । ଇଏ…

ଦୀର୍ଘ ୧୫ବର୍ଷ ଧରି ଏହି ଭଙ୍ଗା କୁଡ଼ିଆରେ ଦିନ କାଟୁଛନ୍ତି ଚଇତା, କେବେ ଦୁଃଖ ଶୁଣିବେ ପ୍ରଶାସନ ?

ନା ଅଛି କାନ୍ଥ ନା ଅଛି ଚାଳ । ମୁଣ୍ଡ ଗୁଞ୍ଜିବା ପାଇଁ ନାହିଁ ଖଣ୍ଡେ ଘର । ଏ ଜରି ପାଲ ଖଣ୍ଡକ ସାହା ଭରଷା । ପାଲ ତଳେ ଜୀବନ ବିତାଉଛନ୍ତି ଅସହାୟ ବୃଦ୍ଧ। ଏ ହେଉଛି ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ କାଦୁଆଣୀ ଗ୍ରାମର ଦୃଶ୍ୟ । ଜରି ପାଲ ତଳେ ଜୀବନ ବିତାଉଛନ୍ତି ଏହି ଗ୍ରାମର ଚଇତା କାରୁଆ। ଖରା…

ବାପାକୁ ଭଲ କରିବା ପାଇଁ ଦୁଆର ଦୁଆର ଯାଇ ଭିକ୍ଷା ମାଗୁଛନ୍ତି ଦୁଇ ଝିଅ

ପାରାଦୀପ: ଆଖିରେ ଆଖିଏ ଲୁହ, କୋହକୁ ଛାତିରେ ଚାପି ଧରି ଦୁଆର ଦୁଆର ଯାଇ ଭିକ ମାଗୁଛନ୍ତି କୁନି କୁନି ଦୁଇ ଭଉଣୀ । ଏ ମଉସା,ଏ ମାଉସୀ ଗଣ୍ଡିଏ ଭିକ ଦିଅ.. ନହେଲେ ଆମେ ଆମ ବାପାକୁ ବଞ୍ଚାଇ ପାରିବୁନି କହି କାନ୍ଦି କାନ୍ଦି ଭିକ ମାଗୁଛନ୍ତି । ଦିନେ ଖାଇ ଦୁଇ ଦିନ ଉପବାସ ରହି ଦିନ ରାତିକୁ ଏକ…

ଆଖିରେ ଆଲୋକ ନଥାଇ ମଧ୍ୟ ନିଜ ମାଟି ପାଇଁ ଗୌରବ ଆଣିଛନ୍ତି ଚନ୍ଦନ

ଗଞ୍ଜାମ: ସବୁ ପିଲାଙ୍କ ଠୁ ଚନ୍ଦନ ଅଲଗା । ଭଗବାନ ସବୁ ପିଲାଙ୍କ ପରି ଭଗବାନ ସିନା ଚନ୍ଦନଙ୍କ ଆଖିର ଜ୍ୟୋତିକୁ ଛଡ଼ାଇ ନେଇଛନ୍ତି । କିନ୍ତୁ ଦେହରେ ଦେଇଛନ୍ତି ଅପାର ବଳ । ଯାହାର ପାରି ଦର୍ଶିତା ଆପଣ ମାନଙ୍କ ସାମ୍ନାରେ । ଦୁନିଆର ଚିକ୍ ମିକ୍ ଆଲୋକ ଦେଖିବା ଆଗରୁ ଛୋଟ ବୟସରୁ ସେ ହରାଇଛନ୍ତି…

ମୋଟର ସାଇକେଲରୁ ତଳେପଡି ମେରୁଦଣ୍ଡ ଭାଙ୍ଗିଯାଇଛି, ସହାୟତା ପାଇଁ ଗୁହାରୀ କରିଛନ୍ତି ପରିବାର

ନୂଆପଡା: ଖଟରେ ହିଁ ଖାଉଛି, ପିଉଛି ଏବଂ ସମସ୍ତ ନିତ୍ୟକର୍ମ ମଧ୍ୟ ଖଟରେ ହିଁ ସମ୍ପାଦନ କରୁଛି । ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ପୁଅ ଜୀବନ ମରଣ ସହ ସଂଘର୍ଷ କରୁଛି । ମୋଟର ସାଇକେଲ ଦୁର୍ଘଟଣାରେ ମେରୁଦଣ୍ଡ ଭାଂଗିଯିବାରୁ ଆଜି ତାଙ୍କର ଏ ଅବସ୍ଥା । ଆମେ କହୁଛୁ ନୂଆପଡା ଜିଲ୍ଲା କୋମନା ବ୍ଲକ…