‘ମାଛ ନିଅ…ମାଛ ନିଅ’ ଡାକରେ ଆଉ କମ୍ପୁନି ଗାଁ ଦାଣ୍ଡ, ଗଳା କର୍କଟରେ ଯନ୍ତ୍ରଣା ଭୋଗୁଛନ୍ତି କେନାରାମ
ଗାଁ ଗାଁ ବୁଲି ମାଛ ବିକୁଥିଲେ କେନାରାମ ମଣ୍ଡଳ। ମାଛ ନିଅ… ମାଛ ନିଅ… ଡାକରେ କମ୍ପି ଉଠୁଥିଲା ଗାଁ ଦାଣ୍ଡ। ଆଉ ତାଙ୍କ ଡାକ ଶୁଣି ଘରୁ ବାହାରି ଆସୁଥିଲେ ଗରାଖ। ହେଲେ ଦୀର୍ଘ ୮ ମାସ ହେବ ଶୁଣିବାକୁ ମିଳୁନି କେନାରାମଙ୍କର ସେହି ସ୍ନେହଭରା ଡାକ। ଖୋର୍ଦ୍ଧା ଜିଲା ଟାଙ୍ଗି ବ୍ଲକ ଅନ୍ତର୍ଗତ…