Browsing Tag

help needs

ଏ କୁନି ପିଲାକୁ ଜୀବନ ଏବେ ଆପଣଙ୍କ ହାତରେ, ଦ୍ୱିତୀୟ ଜନ୍ମଦିନ ପାଳନ କରି ପାରିବ ତ ସିଦ୍ଧାର୍ଥ

ଗଜପତି (କେନ୍ୟୁଜ) : ପ୍ରଥମେ ଦୁଇଟି ଝିଅ ଜନ୍ମ ହେଲେ । ଆଉ ବାହାଘରର ୯ ବର୍ଷ ପରେ ଜନ୍ମ ନେଲା ପୁଅଟିଏ । ହେଲେ ପୁଅ ଜନ୍ମର ଖୁସି କିଛି ଦିନ ପରେ ମିଳେଇ ଗଲା । କାରଣ ସେ ପୁଅକୁ ବଞ୍ଚାଇବା ପାଇଁ ବାପାମାଆ ଏବେ ସଂଗ୍ରାମ କରୁଛନ୍ତି । ହେଲେ ପାରୁ ନାହାନ୍ତି । ଶାରୀରିକ, ମାନସିକ ଓ ଆର୍ଥିକ…

ବାପା ମାଆଙ୍କ ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ଦୁଇ ଭାଇ

ମହାକାଳପଡା (କେନ୍ୟୁଜ) : ଦୁଇ ଭାଇ ଗାଁକୁ ଗାଁ ବୁଲି ଭିକ ମାଗୁଛନ୍ତି। ୟା ଦୁଆର ତା ଦୁଆର ହୋଇ ଖାଇବାକୁ ଗଣ୍ଡେ ଚାଉଳ ମାଗି ଆଣୁଛନ୍ତି। ଆପଣ ଭାବୁଥିବେ ଏ ପିଲା ଦୁଇଜଣ ଏମିତି ଭିକ କାହିଁକି ମାଗୁଛନ୍ତି? ଏହାର କାରଣ ପରିସ୍ଥିତି ତାଙ୍କୁ ଆଜି ଭିକାରୀ ସଜାଇଦେଇଛି। ଘରେ ତାଙ୍କର ରୋଗିଣା ବାପା…

ଓଷା ବ୍ରତ କରି ଝିଅଟିଏ ପାଇଥିବାରୁ ନାଁ ରଖିଥିଲେ ତପସ୍ବିନୀ, କିନ୍ତୁ ଶିଶୁଟିର ଅସ୍ବାଭାବିକ ଭାବେ ମୁଣ୍ଡ ବଢୁଥିବାରୁ…

ନରସିଂହପୁର (କେନ୍ୟୁଜ୍‌) : ଦେହ ଅଛି ତ ରୋଗ ଅଛି । ହେଲେ ଜନ୍ମରୁ ଯାହା ଶରୀରରେ ସମସ୍ୟା ଥାଏ ସେଥିରେ ପିଲାଟି ତ ଭୋଗେ ତା ସହିତ ବେଶି କଷ୍ଟ ପାଆନ୍ତି ତାର ମା ବାପା । ଉଭୟ ମାନସିକ, ଶାରୀରିକ ଏବଂ ଆର୍ଥିକ କଷ୍ଟରେ ଘାଣ୍ଟି ହୁଅନ୍ତି। ଆଉ ଯଦି ଗରିବ ପରିବାର ହୁଏ ତ ତେବେ କେବଳ କଷ୍ଟ…