Browsing Tag

help

ବାପ ଛେଉଣ୍ଡ ୪ ସନ୍ତାନଙ୍କୁ ଛାଡି ନିଷ୍ଠୁର ମା ଫେରାର୍‌

ପ୍ରଥମେ ଏହି କୁନି କୁନି ପିଲାଙ୍କ ମୁଣ୍ଡ ଉପରୁ ବାପାଙ୍କ ହାତ ଉଠିଯାଇଥିଲା ଏବେ ଛାଡ଼ି ଚାଲିଯାଇଛନ୍ତି ମା । ମା ଏହି ଶଦ୍ଦ ଅନେକ କିଛି କହିଥାଏ । ନିଜେ ଦୁଃଖରେ ରହି ଛୁଆର ପେଟ ପୁରାଇ ଥାଏ ମା । ସବୁ କଷ୍ଟକୁ ଓଠ ତଳେ ଚାପି ରଖି ପରିବାର ମୁହଁରେ ହସ ଫୁଟାଇଥାଏ ସେ ହେଉଛି ମା । ଯେଉଁ ମା…

ଛାତିରେ ପଥର ରଖି ନିଜ ନାତୁଣୀକୁ ଅନ୍ୟ ହାତରେ ଟେକିଦେଲେ ଜେଜେ ବାପା, ଜେଜେ ମା 

ପଦ୍ମପୁର(କେନ୍ୟୁଜ): ଅଲଗା ହୋଇଗଲେ ଜେଜେ ବାପା, ନାତୁଣୀ । ତୁଟିଗଲା ବର୍ଷ ବର୍ଷର ସମ୍ପର୍କ । ବାହୁନି ବାହୁନି କାନ୍ଦୁଥାଏ ନାତୁଣୀ ଏପଟେ ଲୁହକୁ ଓଠରେ ଚାପି କାନ୍ଦୁଥାଆନ୍ତି ଜେଜେବାପା । ଏ ଦୃଶ୍ୟ ଦେଖି ଅନ୍ତର ଫାଟି ପଡ଼ୁଥାଏ । ଜେଜେ ବାପା ଆଉ ନାତୁଣୀ ମୁହଁକୁ ଚାହିଁ ହେଉ ନଥାଏ । ଜଣେ…

ଖବର ପ୍ରସାରଣ ପରେ ସହାୟତାର ହାତ ବଢ଼େଇଲା ଡାକ୍ତରୀ ଦଳ, ସୁସ୍ଥ ହୋଇ ଘରକୁ ଫେରିବେ ବିଜୟ

୩ ବର୍ଷ ଧରିି ରୋଗ ଶଯ୍ୟାରେ ପଡ଼ି ରହିଥିଲେ ବିଜୟ । ବଞ୍ଚିବାକୁ ସଂଘର୍ଷ କରି ଆସୁଛନ୍ତି । ଆଉ ସରକାରୀ ସହାୟତାକୁ ଅପେକ୍ଷା କରି ଆସୁଥିଲେ । ଖବର ପ୍ରସାରଣ ପରେ ଆଜି ବିଜୟଙ୍କୁ ଡାକ୍ତରୀ ଟିମ୍‌ ତରଫରୁ ମିଳିଛି ସହାୟତା। ତେବେ ଲମତାପୁଟ ବ୍ଲକ ମାଛକୁଣ୍ଡ ଗ୍ରାମର ବିଜୟ ମାଛ ଦୀର୍ଘ ତିନି…

ବଞ୍ଚିବାକୁ କରୁଛନ୍ତି ସଂଘର୍ଷ, ତିନି ବର୍ଷ ହେଲାଣି ରୋଗ ଶଯ୍ୟାରେ ବିଜୟ

୩ ବର୍ଷ ଧରି ଶଯ୍ୟାକୁ ନିଜର କରିଛନ୍ତି । କାରଣ ପକ୍ଷାଘାତରେ ପୀଡ଼ିତ ହେବା ପରେ କେବଳ ଏଇ ବିଛଣା ହିଁ ତାଙ୍କର ସବୁକିଛି । ଇଚ୍ଛା ଥିଲେ ତଳେ ପାଦ ଥୋଇ ଦୁଇ ପାଦ ଚାଲି ପାରୁ ନାହାଁନ୍ତି କି କାହାକୁ ହାତ ଠାରି ଡାକି ପାରୁନାହାଁନ୍ତି । ତାଙ୍କ ଜୀବନରେ ସତେ ଯେପରି କଳା ବାଦଲ ଘୋଟିଯାଇଛି । ଆଉ…

ସ୍ୱାମୀ ରୋଗ ଶଯ୍ୟାରେ ଘରେ ଦିବ୍ୟାଙ୍ଗ ପୁଅ, ଚିକିତ୍ସା ପାଇଁ ଭିକ୍ଷା ମାଗୁଛନ୍ତି ସ୍ତ୍ରୀ

ଭୁବନେଶ୍ୱର : ଗୋଟିଏ ମହିଳାର ଛାତି ଫଟା କରୁଣ କାହାଣୀ l ପାଟି ନଖୋଲି ହାତ ପତାଇ ଦେଉଛନ୍ତି । ଯିଏ ଯାହା ଦେଲେ । କାହାକୁ କିଛି କହୁ ନାହାନ୍ତି । ହେଲେ ମହିଳା ଜଣଙ୍କୁ ଦେଖିଲେ ଲାଗୁ ଥିଲା ଯେମିତି ସେ ଭିକ ମାଗିବାକୁ ଚାହୁଁ ନାହାନ୍ତି କିନ୍ତୁ ବାଧ୍ୟ ହେଉଛନ୍ତି । ମହିଳା ଜଣଙ୍କର ବେଶ…

ଖେଳ ହେଲା କାଳ, ଏବେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ମରଣ ସହ ଲଢ଼ୁଛି ୮ ବର୍ଷର ଅଂଶୁମାନ

ବେଙ୍ଗାଲୁରୁ (କେନ୍ୟୁଜ) : କଥାରେ ଅଛି ପିଲା ଖେଳ ବେଳେ ବେଳେ କାଳ ପାଲଟି ଯାଏ । ଛୋଟ ଛୋଟ ପିଲାମାନେ ଅଜାଣତରେ ଦୁର୍ଘଟଣାର ଶିକାର ହୁଅନ୍ତି । ଅନେକ ସମୟରେ ମୃତ୍ୟୁ ସହ ସଂଘର୍ଷ କରି କରି କିଏ ବଞ୍ଚି ଯାଏ ତ ଆଉ କିଏ ପଡ଼େ ମୃତ୍ୟୁ ମୁଖରେ । ଏହିପରି ଏକ ଘଟଣା ଘଟିଛି ବେଙ୍ଗାଲୁରୁରେ । ଏଠାରେ…

ମାଆ ଆଉ କାହା ହାତ ଧରି ପଳାଇଲା ବାପା ଝୁରି ଝୁରି ଆରପାରିକୁ ଚାଲିଗଲେ, ଏବେ ବେସାହାର ଜୀବନ ଜିଉଁଛନ୍ତି ଦୁଇ ଭାଇ ଭଉଣୀ

ଆନନ୍ଦପୁର (କେନ୍ୟୁଜ) : କଂସାଏ ପଖାଳକୁ ଖାଉଛନ୍ତି ଦୁଇ ଭାଇ ଭଉଣୀ। ପାଖରେ ତାଟିଆଟିଏ ବି ଅଛି, କିନ୍ତୁ ସେଥିରେ ନାହିଁ ଭଜା କି ତରକାରୀ। ଅଛି କଣ ଜାଣିଛନ୍ତି ଲଙ୍କା ଆଉ ଲୁଣ। ଦେଖିଲେ ତ କେମିତି କଂସାଏ ପଖାଳକୁ କେବଳ ଲୁଣ ଲଙ୍କା ଲଗାଇ ଖାଉଛନ୍ତି ଏ ଭାଇ ଭଉଣୀ ଦୁଇଜଣ। ସତରେ ଭଗବାନ କଣ ଏତେ…

ନିଜେ ଟିୱେଲ ମାରି ଶୋଷିଲା କୁକୁରକୁ ପାଣି ପିଆଇଲା କୁନି ପୁଅ, ଦେଖନ୍ତୁ ମନଛୁଆଁ ଭିଡିଓ

ଆମେ ସମସ୍ତେ ଶୁଣିଛନ୍ତି ଯେ ଛୋଟ ପିଲାମାନେ ଭଗବାନଙ୍କର ରୂପ। ଏପରି ଏଥିପାଇଁ କୁହାଯାଇଥାଏ କାରଣ ଛୋଟ ପିଲାମାନେ ଏତେ କୋମଳ ହୋଇଥାନ୍ତି ଏବଂ ତାଙ୍କ ମନ ଏତେ ନିର୍ମଳ ହୋଇଥାଏ ଯେ ସେମାନଙ୍କୁ ଦେଖିଲେ ହିଁ କୋଳେଇ ନେବାକୁ ଇଚ୍ଛା ହୁଏ। ସେମାନେ ଛନ୍ଦକପଟ କଣ ଜାଣି ନଥାଆନ୍ତି। ସମସ୍ତଙ୍କୁ ଭଲ…

ମାଆ ଲୋ ତୋ ବିନା ଏବେ ମୁଁ ଏକା କେମିତି ରହିବି, ଫଟୋକୁ ଦେଖି କୋହ ସମ୍ଭାଳିପାରୁନି ଅନାଥ ଭାଗବତ

ରାଜନଗର (କେନ୍ୟୁଜ) : ଏକା ହୋଇଗଲା ଭାଗବତ। ମାଆର ଫଟୋକୁ ଚାହିଁ ମନ ଭିତରେ ଗୁମୁରି ଗୁମୁରି କାନ୍ଦୁଛି ଭାଗବତ। ଡକାଡକି ହୋଇ ଆଗ ପଛ ହୋଇ ଚାଲିଗଲେ ବାପା ମାଆ। ଏକାକୀ ହୋଇଗଲା ପୁଅ ଭାଗବତ। ଦୁଇବର୍ଷ ତଳେ ବିଦ୍ୟୁତ ଆଘାତରେ ବାପା ଚାଲିଯାଇଥିଲେ ଆଉ ଏବେ ଜ୍ଵରରେ ପୀଡିତ ହୋଇ ଚିକିତ୍ସା ଅଭାବରୁ…

ଦେହ ସାରା ଘା’ ଭର୍ତ୍ତି କୋମଳ ବୟସରେ ଦେହରେ ଅସହ୍ୟ କଷ୍ଟ, ଆପଣଙ୍କ ସାହାଯ୍ୟ ଅପେକ୍ଷାରେ ମିକି

ମୋହନା (କେନ୍ୟୁଜଓଡିଶା) : କୋମଳ ବୟସରେ ଦେହରେ ଅସହ୍ୟ କଷ୍ଟ। ଦେହ ସାରା ଘା’ ଭର୍ତ୍ତି। ନିଜ ଅବସ୍ଥାକୁ ଦେଖି ସହିପାରୁନି ମିକି। କାହିଁକିନା ମିକି ନିଜ ସହ ବହିଚାଲିଛି ଅସହ୍ୟ କଷ୍ଟ ଯନ୍ତ୍ରଣା। ସତରେ କଣ ଏମିତି କିଏ କଷ୍ଟ ପାଏ। ଏତେ ଛୋଟ ବୟସରୁ ଦୁନିଆ କଣ ବୁଝିବା ଆଗରୁ ଯନ୍ତ୍ରଣାରେ ଛଟପଟ…

କୁନି ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପା ମା’, ଆବଶ୍ଯକ ୨ଲକ୍ଷରୁ ଅଧିକ ଟଙ୍କା

ବାସୁଦେବପୁର(କେନ୍ଯୁଜ୍) : କୁନି ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପା ମାଆ । ତାଙ୍କୁ ଯଥା ସମ୍ଭବ ସହାୟତ କରୁଛନ୍ତି, ଗାଁ ର ଜୁବକ ମାନେ । ଦୃଷ୍ଟିଶକ୍ତି ହରାଇଥିବା କୁନି ପୁଅର ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ମୂଲ ଲାଗି ଚଳୁଥିବା ବାପା ମାଆ ଏବେ ପୁଅର ଚିକିତ୍ସା ପାଇଁ ଶେଷରେ…

ବେସାହାରା ଅବସ୍ଥାରେ ଦିନ କାଟୁଛନ୍ତି ବାପା,ମା ଛେଉଣ୍ଡ ଛଅ ଅନାଥ ଝିଅ, ଅସରାଏ ଦୁଖଃ ଛଡା କିଛି ନାହିଁ ଏମାନଙ୍କର

ଗଜପତି(କେନ୍ଯୁଜ୍): ବାପା କିମ୍ବା ମାଙ୍କର ମୃତ୍ୟୁ ହୋଇଗଲେ ସେହି ପରିବାର ଚଳିବା କେତେ କଷ୍ଟକର ତାହା ଆମେ ଜାଣିଛେ । ଏପରିକି ଆଜିକା ଦିନରେ ବାପା,ମା ଥାଇ ମଧ୍ୟ ନିଜ ସନ୍ତାନର ସବୁ ଆବଶ୍ୟତା ପୂରଣ କରିବା ସମ୍ଭବପର ହୋଇପାରୁନାହିଁ । ଏପରିସ୍ଥିତିରେ ଉଭୟ ବାପା,ମାଙ୍କୁ ହରାଇ ଛଅ ଜଣ ଅନାଥ ଝିଅ…