ଭାରତୀୟ ପାଇଁ ଇସ୍ରାଏଲରେ ଜାରି ହେଲା ହେଲ୍ପଲାଇନ ନମ୍ବର, ଗୋଟିଏ କଲ୍ରେ ମିିଳିବ ସାହାଯ୍ୟ
ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଲଗାତାର ଯୁଦ୍ଧ ଜାରି ରହିଛି । ଏହାରି ଭିତରେ ମଙ୍ଗଳବାର ଏକ ମିସାଇଲ ଆକ୍ରମଣରେ ଇସ୍ରାଏଲର ଉତ୍ତର ସୀମାରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ଦୁଇ ଭାରତୀୟ ଗୁରୁତର ଆହତ ହୋଇଛନ୍ତି ।
ଏହି ଆକ୍ରମଣର ଗୋଟିଏ ଦିନ ପରେ ଇସ୍ରାଏଲସ୍ଥିତ…