ଡିଭାଇଡରରେ ପିଟି ହେଲା ଟାର୍ଜନ ଷ୍ଟାର ହେମନ୍ତ ବିର୍ଜେଙ୍କ କାର, ପୂରା ପରିବାର ହସ୍ପିଟାଲରେ ଭର୍ତ୍ତି
ଟାର୍ଜନ ଷ୍ଟାର ହେମନ୍ତ ବିର୍ଜେଙ୍କ କାର ଦୁର୍ଘଟଣା। ହେମନ୍ତ ନିଜେ କାର ଚଳାଉଥିବା ବେଳେ ଏହି ଆକ୍ସିଡେଣ୍ଟ ହୋଇଥିବା ଜଣାଯାଇଛି। କାର ଦୁର୍ଘଟଣା ଗସ୍ତ ହେବା ବେଳେ ସେଥିରେ ହେମନ୍ତଙ୍କ ସହ ତାଙ୍କ ପତ୍ନୀ ଓ ଝିଅ ଥିଲେ।
ସୂଚନା ମୁତାବକ, ମୁମ୍ବାଇ- ପୁଣେ ଏକ୍ସପ୍ରେସ ୱେରେ ଏହି ଦୁର୍ଘଟଣା…