ସାବଧାନ ! ଟାଟୁ ଦ୍ବାରା ହୋଇଥାଏ ହେପାଟାଇଟିସ୍
କଣ ଆପଣ ଟାଟୁ କରିବାକୁ ଚାହୁଁଛନ୍ତି ? ତେବେ ହୋଇ ଯାଆନ୍ତୁ ସାବଧାନ୍ । ତୁରନ୍ତ ପରିବର୍ତ୍ତନ କରନ୍ତୁ ନିଜ ମନକୁ । ଆଉ ଟାଟୁ କରିବାରୁ ନିବୃତ ରୁହନ୍ତୁ । କାରଣ ଏହା ଦ୍ବାରା ହୋଇପାରେ ମାରାତ୍ମକ ହେପାଟାଇଟିସ୍ । ଜାଣି ଆଶ୍ଚର୍ଯ୍ୟ ହେବେ, ଭାରତରେ ଏଚଆଇଭି, ମ୍ୟାଲେରିଆ ଏବଂ ଡେଙ୍ଗୁରେ ଯେମିତି…