Browsing Tag

herbal tea

ଏହି ପତ୍ର ଗୁଡିକରେ ଘରେ ପ୍ରସ୍ତୁତ କରନ୍ତୁ ଚା’, ବଜାରରେ ମିଳୁଥିବା ଗ୍ରୀନ୍ ଟି ଅପେକ୍ଷା ସ୍ୱାସ୍ଥ୍ୟ ପାଇଁ ହେବ ଅଧିକ…

ପରିବର୍ତ୍ତିନ ହେଉଥିବା ଋତୁରେ ଥଣ୍ଡା ଓ କାଶ ସମସ୍ୟା ଯୋଗୁ ଲୋକମାନେ ବହୁତ ଅସୁବିଧାରେ ପଡୁଛନ୍ତି । ଏହି ସମୟରେ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାର ଆଶଙ୍କା ବଢି ପାରେ । ତେବେ ଭାଇରାଲ୍ ଏବଂ ଇନ୍‌ଫେକ୍ସନ୍‌ରେ ପଡୀତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଏପରି ପରିସ୍ଥିତିରେ…

ଇମ୍ୟୁନିଟି ବଢ଼ାଇବା ସହ ତ୍ୱଚା ସମସ୍ୟାକୁ ଦୂର କରିଥାଏ ଏହି ୫ଟି ହେଲଦି ଡ୍ରିଙ୍କ୍ସ

ଋତୁରେ ପରିବର୍ତ୍ତନ ହେବା ସହିତ ଆମ ଖାଦ୍ୟ ଅଭ୍ୟାସରେ ମଧ୍ୟ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଏ । ଏହା ସହିତ କିଛି ହେଲଦି ଡ୍ରିଙ୍କ୍ସ ପିଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । କିନ୍ତୁ ହେଲଦି ଡ୍ରିଙ୍କ୍ସ ଗୁଡ଼ିକ କେବଳ ଥଣ୍ଡା ଥାଏ ତାହା ନୁହେଁ କିଛି ଗରମ ହେଲଦି ଡ୍ରିଙ୍କ୍ସ ମଧ୍ୟ…

ଏହି ୪ଟି ହର୍ବାଲ ଟି ଆପଣଙ୍କ ବିପିକୁ ନିୟନ୍ତ୍ରଣରେ ରଖିବ, ନିହାତି ପିଅନ୍ତୁ

ଆଜିର ସମୟରେ ରକ୍ତଚାପ ଏକ ବହୁତ ବଡ ସମସ୍ୟା ପାଲଟିଛି। ଯେତେବେଳେ ରକ୍ତର ଧମନୀଗୁଡିକର ପ୍ରେସର ୧୪୦/୯୦ ପର‌୍ୟ୍ୟନ୍ତ ବୃଦ୍ଧି ପାଇଯାଏ ସେତେବେଳେ ଏହାକୁ ହାଇ-ବ୍ଲଡପ୍ରେସର ବୋଲି କୁହାଯାଇଥାଏ । ଏହାଦ୍ୱାରା ବ୍ରେନ ଷ୍ଟ୍ରୋକ, ହାର୍ଟ , କିଡନୀ ଏବଂ ମୋତିଆବିନ୍ଦୁ ଜନିତ ରୋଗ ହେବାର ସମ୍ଭାବନା…

ମାତ୍ର ୩ଟି ଜିନିଷ ବ୍ୟବହାର କରି କମାନ୍ତୁ ନିଜ ଶରୀର ଓଜନ

ଭାରତୀୟ ଜୀବନ ଶୈଳୀରେ ଚାହା ଯେମିତି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ପ୍ରାୟ ଅଧିକାଂଶ ଭାରତୀୟଙ୍କ ଦିନର ଆରମ୍ଭ ଗୋଟିଏ କପ ଚାହାରୁ ହିଁ ହୋଇଥାଏ । ଗୋଟେ କପ କଡ଼ା ଚାହା ପିଇଦେଲେ ଯେମିତି ମସ୍ତିସ୍କରୁ ଆରମ୍ଭ କରି ଶରୀର ପର୍ଯ୍ୟନ୍ତ ସବୁ ରିଫ୍ରେଶ ହୋଇଯାଏ । କିନ୍ତୁ ଜାଣନ୍ତିକି,…

ଶରୀରରେ ରୋଧ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଏପରି ପ୍ରସ୍ତୁତ କରନ୍ତୁ ହର୍ବାଲ ଟି’

କରୋନା ଭାଇରସର ଭୟ ସାରା ବିଶ୍ୱରେ ବ୍ୟାପି ଚାଲିଛି। ଏଥିରେ ଆପଣାମନେ ବିଲକୁଲ୍‌ ଡରନ୍ତୁ ନାହିଁ ବରଂ ନିଜଶରୀର ଏବଂ ଆଖପାଖ ଜାଗାକୁ ଭଲଭାବେ ସଫା ରଖନ୍ତୁ। ଏଥିସହ ଶରୀରର ପ୍ରତିରୋଧକ କ୍ଷମତା ବଢାଇବା ଭଳି ଜିନିଷ ନିଜ ଡାଏଟ୍‌ ରେ ସାମିଲ କରନ୍ତୁ। ତେବେ ଆଜି ଆମେ ଆପଣଙ୍କୁ ଶରୀରରେ ଇମ୍ୟୁନିଟ୍‌…

ଏସିଡିଟିରୁ ମୁକ୍ତି ପାଇଁ ପିଅନ୍ତୁ ଏସବୁ ହର୍ବାଲ ଟି’, ଚୁଟ୍‌କିରେ ଦୂର ହେବ ଗ୍ୟାସ୍‌ ସମସ୍ୟା

ଦୈନନ୍ଦିନ ଜୀବନ ଓ ଆଧୁନିକ ଖାଦ୍ୟଶୈଳୀ ଯୋଗୁ ପେଟରେ ଏସିଡିଟି ଭଳି ସମସ୍ୟା ଦେଖାଦିଏ। ଏସିଡିଟି ହେଲେ ପେଟରେ ଗ୍ୟାସ୍‌ ହୋଇ ପ୍ରବଳ ଯନ୍ତ୍ରଣା ହୋଇଥାଏ। ଆପଣ ବି ଯଦି ଏସିଡିଟି ସମସ୍ୟା ଭୋଗ କରୁଛନ୍ତି ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। ଘରୋଇ ଉପାୟରେ ମଧ୍ୟ ଆପଣ ଚାହିଁଲେ ଏସିଡିଟି ଦୂର…