Browsing Tag

herbal tea benefits

ଗରମ ଚା’ ପିଇଲେ ନିଦ ଭାଙ୍ଗେ କିନ୍ତୁ କୋଲ୍ଡ ଟି’ ପିଇଲେ ଏପରି ହୁଏନି, ଜାଣନ୍ତୁ ଏହା ପଛର କାରଣ

ଆମ ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ଚା’ ପିଇବାର ଅଭ୍ୟାସ ରହିଛି । ଯେପରି ସେହି ଲୋକମାନେ ସକାଳୁ ଉଠିବା ଠାରୁ ଆରମ୍ଭ କରି ଦିନ ସାରା ଅନେକ ଥର ଚା’ ପିଇଥାନ୍ତି । ପ୍ରାୟତଃ ସମସ୍ତେ ଘରେ ଅତିଥିଙ୍କୁ ଚା’ ଦେଇ ସ୍ୱାଗତ ଜଣାଇଥାନ୍ତି । ଏହା ସହ ଅଫିସ୍‌ରେ ଥକ୍କା ଓ ନିଦରୁ ଦୂର…

ସ୍ୱାସ୍ଥ୍ୟ ପାଇଁ ବରଦାନ ମନ୍ଦାର ଫୁଲ ଚା’; ଶୀତରେ ପିଇବା ଦ୍ୱାରା ମିଳିଥାଏ ଜବରଦସ୍ତ ଫାଇଦା

ବିଭିନ୍ନ ଫୁଲ ଭିତରେ ମଧ୍ୟ ଅନେକ ଔଷଧୀୟ ଗୁଣ ଭରି ରହିଥାଏ। ମନ୍ଦାର ଫୁଲ ସମସ୍ତେ ନିଶ୍ଚିତ ଭାବରେ ଦେଖିଥିବେ। ଏହି କୋମଳ ଫୁଲ ଅନେକ ଗମ୍ଭୀର ରୋଗକୁ ଭଲ କରିପାରେ। ମନ୍ଦାର ଫୁଲରୁ ଚା’ ତିଆରି କରି ପିଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ଫାଇଦା ହୋଇଥାଏ। କାରଣ, ମନ୍ଦାର ଫୁଲରେ…

ଆଜିଠୁ ପିଅନ୍ତୁ ତୁଳସୀ ପତ୍ର ଚା’; ଦୂର ହୋଇଯିବ ଅନେକ ରୋଗ

ଯେପରି ଘରେ ତୁଳସୀ ରଖିବାର ଅନେକ ଫାଇଦା ରହିଛି, ସେହିପରି ତୁଳସୀ ଚା’ ପିଇବା ଦ୍ୱାରା ମଧ୍ୟ ଶରୀରକୁ ଅନେକ ଲାଭ ମିଳିଥାଏ। କାହିଁକି ନା, ତୁଳସୀରେ ରହିଛି ଆଣ୍ଟି ଭାଇରସ୍, ଆଣ୍ଟି ଫଙ୍ଗଲ, ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଇନ୍‌ଫ୍ଲାମେଟୋରୀ, ଭିଟାମିନ୍ ଏ, ଭିଟାମିନ୍ ସି, ଫସ୍‌ଫରସ୍‌,…

ଏହି ୪ଟି ହର୍ବାଲ ଟି ଆପଣଙ୍କ ବିପିକୁ ନିୟନ୍ତ୍ରଣରେ ରଖିବ, ନିହାତି ପିଅନ୍ତୁ

ଆଜିର ସମୟରେ ରକ୍ତଚାପ ଏକ ବହୁତ ବଡ ସମସ୍ୟା ପାଲଟିଛି। ଯେତେବେଳେ ରକ୍ତର ଧମନୀଗୁଡିକର ପ୍ରେସର ୧୪୦/୯୦ ପର‌୍ୟ୍ୟନ୍ତ ବୃଦ୍ଧି ପାଇଯାଏ ସେତେବେଳେ ଏହାକୁ ହାଇ-ବ୍ଲଡପ୍ରେସର ବୋଲି କୁହାଯାଇଥାଏ । ଏହାଦ୍ୱାରା ବ୍ରେନ ଷ୍ଟ୍ରୋକ, ହାର୍ଟ , କିଡନୀ ଏବଂ ମୋତିଆବିନ୍ଦୁ ଜନିତ ରୋଗ ହେବାର ସମ୍ଭାବନା…