ଦୁଇଟି ଭ୍ୟାରିଆଣ୍ଟରେ ଲଞ୍ଚ ହୋଇଛି XPulse 210, ଜାଣନ୍ତୁ ଏହାର ଦମଦାର୍ ଫିଚର୍ସ ଏବଂ ପ୍ରାଇସ୍
Hero MotoCorp ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋରେ XPulse 210 କୁ ଲଞ୍ଚ କରିଛି । ଏହାକୁ ଦୁଇଟି ଭ୍ୟାରିଆଣ୍ଟରେ ଅଣାଯାଇଛି, ଯାହା ବେସ୍ ଏବଂ ଟପ୍ ମଡେଲ୍ ହୋଇଛି । ଏହାର ବେସ୍ ଭ୍ୟାରିଆଣ୍ଟର ପ୍ରାଇସ୍ ୧,୭୫,୮୦୦ ଟଙ୍କା ଥିବାବେଳେ ଏହାର ଟପ୍ ଭ୍ୟାରିଆଣ୍ଟର ପ୍ରାଇସ୍ ୧,୮୫, ୮୦୦ ଟଙ୍କା…