Browsing Tag

heroin seized

ସମୁଦ୍ର ମଝିରେ ଭାରତୀୟ ନୌସେନା ଜବତ କଲା ପାକିସ୍ତାନୀ ବୋଟ୍‌, ଜବତ ହେଲା ୨ ହଜାର କୋଟି ଟଙ୍କାର ହେରୋଇନ

ନୂଆଦିଲ୍ଲୀ : ଶୁକ୍ରବାର ଭାରତୀୟ ନୌସେନା ଓ ଏନସିବି ଟିମ ମିଳିତଭାବେ ପାକିସ୍ତାନର ଏକ ନୌକାକୁ ସମୁଦ୍ର ମଝିରେ ଜବତ କରିଛନ୍ତି । ଏହି ଡଙ୍ଗାରୁ ୨୦୦ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦୦୦ କୋଟି ଟଙ୍କା ହେବ ବୋଲି ଜଣାଯାଇଛି । ଏଥିସହିତ ୬ ଜଣ ବିଦେଶୀ…

ଯାଜପୁରରୁ ୮୦ ଗ୍ରାମର ହେରୋଇନ ଜବତ, ଜଣେ ଗିରଫ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ । ୮୦ ଗ୍ରାମର ହେରୋଇନ ଜବତ,ଜଣେ ଗିରଫ। ଗିରଫ ଅଭିଯୁକ୍ତ ହେଉଛନ୍ତି ଯାଜପୁର ରୋଡ଼ ଅଞ୍ଚଳର ଅଜୁ ଦାସ। ଜବତ ହେରୋଇନର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ। କୁଆଖିଆ ବଜାର ଅଞ୍ଚଳରେ ଗତକାଲି ଅବକାରୀ ବିଭାଗ ପକ୍ଷରୁ…

ମୁମ୍ବାଇର ନବସେଭା ବନ୍ଦରରୁ ୧୮ଶହ କୋଟିର ହେରୋଇନ ଭର୍ତ୍ତି କଣ୍ଟେନର ଜବତ

ମୁମ୍ବାଇ(କେନ୍ୟୁଜ୍): ମୁମ୍ବାଇରୁ ୧୮ଶହ କୋଟିର ହେରୋଇନ ଜବତ। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ମୁମ୍ବାଇର ନବସେଭା ବନ୍ଦରରୁ ହେରୋଇନ ଭର୍ତ୍ତି କଣ୍ଟେନର ଜବତ କରିଛି। ଲିକୋରିସ କୋଟେଡ ହେରୋଇନର ଅନ୍ତର୍ଜାତୀୟ ବଜାର ମୂଲ୍ୟ ଏକହଜାର ୭୨୫ କୋଟି ହେବ ବୋଲି ଜଣାପଡ଼ିଛି। ହେରୋଇନ କାରବାର ବିରୋଧରେ…