Odisha News
.
Browsing Tag

heroin

ଇଣ୍ଡୋ- ପାକ୍‌ ସୀମାରୁ ୪୦ କୋଟି ଟଙ୍କାର ହେରୋଇନ ଜବତ

ଫିରୋଜପୁର : ପାକସ୍ତାନ ସବୁବେଳେ ନିଜର ହୀନ ଚକ୍ରାନ୍ତ ପାଇଁ ଜଣାଶୁଣା। ଏମିତିରେ ଏବେ ଏକ ଖବର ଆସିଛି, ଯାହା ଆପଣ ଜାଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ। ଇଣ୍ଡୋ-ପାକ୍‌ ସୀମାରୁ ଭାରତୀୟ ଯବାନ ୪୦ କୋଟି ଟଙ୍କା ହେରୋଇନ ଜବତ କରିଛି। ସତଲୁଜ ନଦୀର ଜଳସ୍ତର ବଢିବା ସହିତ ପାକିସ୍ତାନ ଏହା…

ଏସିଡ଼ ପକାଇବା ଧମକ ସହ ଅଭିନେତ୍ରୀଙ୍କ ମୋବାଇଲକୁ ଆସିଲା ଅଶ୍ଳୀଳ ମେସେଜ୍‌, ପୋଲିସ କମିଶନଙ୍କ ପାଖରେ ଅଭିଯୋଗ

ଭୁବନେଶ୍ବର (କେନ୍ଯୁଜ୍) : ଓଡ଼ିଆ ସିରିଏଲ ଅଭିନେତ୍ରୀଙ୍କ ମୋବାଇଲକୁ ଅଶ୍ଳୀଳ ଫଟୋ ଓ ମେସେଜ ଆସୁଥିବା ନେଇ ଅଭିଯୋଗ । ଏନେଇ ଅଭିନେତ୍ରୀ ପୋଲିସ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି । କିଛିଦିନ ହେବ ଏକ ଅଜଣା ନମ୍ବରରୁ ବାରମ୍ବାର ତାଙ୍କୁ ମେସେଜ ଆସୁଛି । ଏପରିକି ତାଙ୍କ ଉପରକୁ ଏସିଡ…