Browsing Tag

hi-tech home

ଚାଲିବୁଲି ପାରୁଥିବା ଘର, ଏଥିରେ ରହିଛି ବେଡରୁମ୍‌ ଠାରୁ ଆରମ୍ଭ କରି କିଚେନ

କରୋନା ପାଇଁ ଏବେ ସମେସ୍ତ ଘରେ ଗୃହବନ୍ଦୀ । ବୁଲିବାକୁ ଇଚ୍ଛା ଥିଲେ ବି ଯାଇ ହେଉନାହିଁ । ତେବେ ଏବେ ଏମିତି ଏକ ଘର ଚର୍ଚ୍ଚାକୁ ଆସିଛି । ଯେଉଁ ଘରେ ରହିଲେ ବି ଆପଣ ଯାଇପାରିବେ ମାଇଲ ମାଇଲ୍ ଦୂର ବାଟ । ଯୁଆଡେ ଇଚ୍ଛା ପାରିବେ । ଏମିତି ଏକ ଘର ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ…