Browsing Tag

Hidden Beach

ମେସ୍କିକୋର ମରିଟା ଦ୍ୱୀପରେ ରହିଛି ‘ହିଡନ ବିଚ୍‌’, ଯେଉଁଠି ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ହୋଇଥିଲା ବୋମା ପରୀକ୍ଷଣ

ଏ ହେଉଛି ମେସ୍କିକୋର ମରିଟା ଦ୍ୱୀପରେ ଥିବା ଡିହନ ବିଚ୍ ବା ଗୁପ୍ତ ସମୁଦ୍ର ତଟ। ଏହାକୁ ପ୍ଲାୟା ଡେ ମୋର୍ ଅର୍ଥାତ୍ ପ୍ରେମୀଙ୍କ ବିଚ୍ ବୋଲି କୁହାଯାଇଥାଏ। ଏହି ବିଚ୍ ଗ୍ରାଉଣ୍ଡ ମଝିରେ ଏକ ବଡ଼ ଗର୍ତ୍ତ ଥିଲା ଭଳି ମନେହୁଏ। ଏଠାକୁ କେବଳ ଡଙ୍ଗା କିମ୍ବା ପହଁରିକି ଯାଇହେବ। ଏହି ସ୍ଥାନରେ ସୁଶୀତଳ…