Browsing Tag

hiding illness

ବିବାହ ପୂର୍ବରୁ ଅସୁସ୍ଥତା ଲୁଚାଇବା ଏକ ଜାଲିଆତି, ଭାଙ୍ଗିଯାଇପାରେ ବିବାହ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ଭାରତରେ ବିବାହ ପରମ୍ପରାକୁ ଅଧିକ ସମ୍ମାନ ଦିଆଯାଏ। ଆମେ ଏପରି ଏକ ରାଷ୍ଟ୍ରରେ ଅଛୁ ଯାହା ବିବାହର ଦୃଢ ମୂଳଦୁଆ ପାଇଁ ଗର୍ବ କରୁ । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ କୋର୍ଟ ଏକ ମାମଲାର ସାମଧାନ କରିବାକୁ ଯାଇ କହିଛନ୍ତି ଯେ, ବିବାହ ସମ୍ବନ୍ଧ ଗଢ଼ିଉଠିବା ପୂର୍ବରୁ କୌଣସି ପକ୍ଷରୁ…