Browsing Tag

high court order

କନେଷ୍ଟବଳ ନିଯୁକ୍ତିରେ ହାଇକୋର୍ଟଙ୍କ ବଡ ନିର୍ଦ୍ଦେଶ: ବୟସ ସୀମା ୪ ବର୍ଷ କୋହଳ

(କେନ୍ୟୁଜ): ଓଡିଶା ପୋଲିସରେ କନେଷ୍ଟବଳ ନିଯୁକ୍ତି ପାଇଁ ୨୦୨୨ ମସିହାରେ ବାହାରି ଥିବା ବିଜ୍ଞାପନରେ ସର୍ବାଧିକ ବୟସ ସୀମାକୁ ୪ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ସମସ୍ତ ବର୍ଗରେ ୪ ବର୍ଷ ସମୟସୀମା ବୃଦ୍ଧି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…

ଜିତିଗଲେ ଯଶୋଦା : ଜନ୍ମଦାତ୍ରୀଠାରୁ ବେଶି ଅଧିକାର ପାଳିତା ମା’ର, ଦୁଇ ମହିଳାଙ୍କ ବିବାଦରେ ହାଇକୋର୍ଟଙ୍କ ରାୟ

ତାମିଲନାଡ଼ୁରେ ୧୦ ବର୍ଷର ଜଣେ ବାଳିକାକୁ ନେଇ ଦୁଇ ମାଆ ମୁହାଁମୁହିଁ ହୋଇଛନ୍ତି। କିନ୍ତୁ ମାଡ୍ରାସ ହାଇକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି କି, ଜନ୍ମ ଦେଇ ନ ଥିଲେ ସୁଦ୍ଧା ଜନ୍ମର କିଛିଦିନ ପରଠାରୁ ଲାଳନପାଳନ କରି ଆସୁଥିବା ମାଆଠୁ ପିଲାକୁ କେହି ଅଲଗା କରି ପାରିବେ ନାହିଁ। କିନ୍ତୁ ବାଳିକାକୁ…

ଆସିଲା ଦୁର୍ଗାପୂଜାକୁ ନେଇ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶନାମା, କଟକର ଏହି ୯ଟି ପୂଜା ମଣ୍ଡପକୁ ଅନୁମତି ଦେଲେ…

କେନ୍ୟୁଜ (ବ୍ୟୁରୋ): ଆସିଲା ଦୁର୍ଗାପୂଜାକୁ ନେଇ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶନାମା। କଟକ ସହରରେ ପୂର୍ବରୁ ଅଧିକ ଉଚ୍ଚତାର ମୂର୍ତ୍ତି କରିଥିବା ୯ଟି ପୂଜା ମଣ୍ଡପ କୁ ଅନୁମତି ଦେଲେ ହାଇକୋର୍ଟ। ଶିଖର ପୁର ଗଣ୍ଡରପୁର, ନୂଆବଜାର, ଶେଖବଜର, ମଙ୍ଗଳାବାଗ, ବିନୋଦ ବିହାରୀ ବାଲୁ ବଜାର, ଅଲିଶା…

ଫି ନାହିଁ ତ ଇ-କ୍ଲାସ ନାହିଁ, ସମସ୍ତଙ୍କୁ ଇ-କ୍ଲାସ୍‌ର ସୁଯୋଗ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କେନ୍ୟୁଜ ବ୍ୟୁରୋ : ରାଜ୍ୟର କିଛି ଘରୋଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଇ-କ୍ଲାସ ସୁଯୋଗ ଦେଉନଥିଲେ । ଯେଉଁମାନେ ଫି ଡିପୋଜିଟ୍‌ କରିନଥିଲେ ସେମାନଙ୍କୁ ଇ-କ୍ଲାସରୁ ବାଦ୍‌ ଦିଆଯାଉଥିବା ଅଭିଯୋଗ ହୋଇଥିଲା । ତେବେ ଆଜି ଏହି ମାମଲାର ଶୁଣାଣି କରି ସମସ୍ତଙ୍କୁ ଇ-କ୍ଲାସରେ ସୁଯୋଗ ଦେବାକୁ…

ପ୍ରବାସୀ ଓଡ଼ିଆଙ୍କ ପାଇଁ ହାଇକୋର୍ଟଙ୍କ ଗୁୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ରାଜ୍ୟରେ ପ୍ରବେଶ ପୂର୍ବରୁ ପ୍ରଥମେ ହେବ କରୋନା…

କଟକ(କେନ୍ୟୁଜ୍):ପ୍ରଥମେ କୋଭିଡ ପରୀକ୍ଷା, ପରେ ରାଜ୍ୟ ଭିତରେ ପ୍ରବେଶ । ପ୍ରବାସୀ ଓଡ଼ିଆଙ୍କ ରାଜ୍ୟରେ ପ୍ରବେଶ ନେଇ ଗୁୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପ୍ରବାସୀମାନଙ୍କ ରିଅଲ ଟାଇମ ପଲିମେରେଜ ଚେନ ରିଆକ୍ସନ ବା RT-PCR ଟେଷ୍ଟ କରିବା ଉପରେ କୋର୍ଟ ଜୋର ଦେଇଛନ୍ତି । ଯିଏ…