Browsing Tag

high court

ହାଇକୋର୍ଟ କହିଲେ ହିନ୍ଦୁ ବିବାହରେ ‘କନ୍ୟାଦାନ’ ଆବଶ୍ୟକ ନାହିଁ, ‘ସାତ ଫେରା’ ଜରୁରୀ

ନିକଟରେ ଆହ୍ଲାବାଦ ହାଇକୋର୍ଟ ଏକ ବଡ କଥା ଘୋଷଣା କରିଛି । ହାଇକୋର୍ଟ କହିଛି ଯେ ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ଏକ ବିବାହ ସମ୍ପର୍ଣ୍ଣ କରିବା ପାଇଁ 'କନ୍ୟାଦାନ' ଜରୁରୀ ନୁହେଁ, କିନ୍ତୁ ସପ୍ତପଦି ଅର୍ଥାତ୍ ସାତ ଫେରା ଆବଶ୍ୟକ । ହାଇକୋର୍ଟ ଆଶୁତୋଷ ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା…

ଓସେପାର ମେଧା ତାଲିକା ଖାରଜ କଲେ ହାଇକୋର୍ଟ, ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ

କଟକ (କେନ୍ୟୁଜ) : ଓସେପାର ମେଧା ତାଲିକା ଖାରଜ । ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ଓସେପାର ମେରିଟ ଲିଷ୍ଟ ଖାରଜ କଲେ ହାଇକୋର୍ଟ । ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସାନି ମେରିଟ୍ ଲିଷ୍ଟ ପ୍ରକାଶ…

ସନ୍ଦେଶଖାଲି ମାମଲାରେ କୋଲକତା ହାଇକୋର୍ଟଙ୍କ ନିର୍ଦ୍ଦେଶ, ଯାଞ୍ଚ କରିବ ସିବିଆଇ

କୋଲକତା ହାଇକୋର୍ଟ ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ମାମଲାରେ କଡ଼ା ଯାଞ୍ଚ କରିବା ପାଇଁ ସିବିଆଇ ଯାଞ୍ଚ ଆଦେଶ ଦେଇଛନ୍ତି ହାଇକୋର୍ଟ । ଏହି ମାମଲା ସହ ଅନ୍ୟ ୨ଟି ମାମଲାରେ ମଧ୍ୟ ହାଇକୋର୍ଟ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ…

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା ; ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

କଟକ (କେନ୍ୟୁଜ): କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲାରେ ରାୟ ସଂରକ୍ଷିତ । ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ । ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଅନ୍ତରୀଣ ଅଙ୍କୁଶ ଜାରି ରହିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଫଳରେ ସେହି ସମୟ ଯାଏ ସରକାର ନିଯୁକ୍ତି ସଂକ୍ରାନ୍ତରେ…

ବାଲି ଉଠାଣ ଉପରେ ହାଇକୋର୍ଟଙ୍କ ରହିତାଦେଶ, ଫେବ୍ରୁଆରୀ ୧ ପରବର୍ତ୍ତୀ ଶୁଣାଣି

କଟକ (କେନ୍ୟୁଜ): ମେସିନ ଦ୍ଵାରା ବାଲି ଉଠାଣ ଉପରେ ପୁଣି ରୋକ ଲଗାଇଲେ ହାଇକୋର୍ଟ । ଖଣି ବିଭାଗ ବିଜ୍ଞପ୍ତି ଉପରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରାଯାଇଛି । ଗତ ଡିସେମ୍ବର ୨୧ରେ ଖଣି ବିଭାଗ ପକ୍ଷରୁ ଜାରି ହୋଇଥିଲା ବିଜ୍ଞପ୍ତି। ଏଥିରେ ଆବଶ୍ୟକତା ଅନୁଯାୟୀ ମେସିନ ଦ୍ଵାରା ବାଲି ଉଠାଣ ଅନୁମତି…

ଏଏସଓ ଚୟନ ଅନିୟମିତତା ମାମଲାରେ ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

କଟକ(କେନ୍ୟୁଜ୍): ଏଏସଓ ଚୟନ ଅନିୟମିତତା ମାମଲାରେ ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ। ଜଣିକିଆ ଖଣ୍ଡପୀଠଙ୍କ ରାୟ ଡିଭିଜନ ବେଞ୍ଚରେ ଖାରଜ ହେବା ସହିତ ଓପିଏସସିର ଚୟନ ପ୍ରକ୍ରିୟାରେ ତ୍ରୁଟି ନାହଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ନିଯୁକ୍ତି ପ୍ରକ୍ରିୟା ଜାରି ରଖିବାକୁ OPSCକୁ…

ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦକୁ ଖାରଜ କଲେ ହାଇକୋର୍ଟ

କଟକ (କେନ୍ୟୁଜ): ସାଂସଦ ଅନୁଭବ ମହାନ୍ତି-ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାରେ ଆସିଛି ବଡ଼ ଖବର । ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାହ ବିଚ୍ଛେଦ ନେଇ ପରିବାର ଅଦାଲତଙ୍କ ରାୟ ଖାରଜ । କଟକ ପରିବାର ଅଦାଲତଙ୍କ ରାୟକୁ ଖାରଜ କଲେ ହାଇକୋର୍ଟ । ପରିବାର ଅଦାଲତ ରାୟ ବିରୋଧରେ ଅପିଲ୍…

ତୁନିଶା ଶର୍ମା ମୃତ୍ୟୁ ମାମଲା: ଶିଜାନ ଖାନଙ୍କୁ ଝଟ୍‌କା, FIR ରଦ୍ଦ କରିବାକୁ ମନା କଲେ ହାଇକୋର୍ଟ

ଟିଭି ଅଭିନେତ୍ରୀ ତୁନିଶା ଶର୍ମା ମୃତ୍ୟୁ ମାମଲାରେ ପ୍ରେମିକ ତଥା ଅଭିନେତା ଶିଜାନ ଖାନଙ୍କୁ ଝଟ୍‌କା ଲାଗିଛି। ଅଭିନେତା ହାଇକୋର୍ଟରେ ଏକ ଆବେଦନ କରିଥିଲେ ଯେ ତୁନିଶାଙ୍କୁ ଜୀବନ ହାରିବା ପାଇଁ ପ୍ରବର୍ତ୍ତାଇବାକୁ ନେଇ ତାଙ୍କ ବିରୋଧରେ ଯେଉଁ ଏଫ୍ଆଇଆର୍ ଦାଖଲ କରାଯାଇଥିଲା, ତାହାକୁ ରଦ୍ଦ…

ଡବଲ ମର୍ଡର ଘଟଣା: ଡିସେମ୍ବର ୧୯ ଯାଏ ପ୍ରତାପ ଜେନାଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି

କଟକ (କେନ୍ୟୁଜ): ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ବସ୍ତି । ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ପ୍ରତାପଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ। ଏହା ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ସାଲେପୁର ଜେଏମଏଫସି କୋର୍ଟଙ୍କୁ ରେକର୍ଡ ତଲବ କରିଛନ୍ତି ଉଚ୍ଚ ନ୍ୟାୟାଳୟ…

ସରକାରୀ ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତର ଖୋଲିପାରିବେନି କ୍ଲିନିକ, ରୁଜ୍ଜୁ ହେଲା ଜନସ୍ୱାର୍ଥ ମାମଲା

କଟକ (କେନ୍ୟୁଜ):  ରାଜ୍ୟରେ ସରକାରୀ ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତରମାନେ କ୍ଲିନିକ ବା ଘରୋଇ ହସ୍ପିଟାଲରେ ରୋଗୀ ଦେଖାକୁ ସମ୍ପୂର୍ଣ୍ଣ ଲଗାମ ଲଗାଇବାକୁ ପ୍ରାର୍ଥନା କରି ହାଇକୋର୍ଟରେ ରୁଜ୍ଜୁ ହୋଇଛି ଜନସ୍ୱାର୍ଥ ମାମଲା। କଟକର ନାରାୟଣ ଚନ୍ଦ୍ର ଜେନା ନାମକ ବ୍ୟକ୍ତି ବିନା ଓକିଲରେ…

ହାଇକୋର୍ଟରେ ଜନସ୍ୱାର୍ଥ ମାମଲା: କୌଣସି ଭୋଜି ଆୟୋଜନରେ ଅତିଥିଙ୍କ ସଂଖ୍ୟା ଶହେ ରହୁ

କଟକ (କେନ୍ୟୁଜ): ସର୍ବସାଧାରଣଙ୍କ ବ୍ୟୟ ବହୁଳ ବିବାହ, ବ୍ରତଘର, ଜନ୍ମଦିନ, ଶୁଦ୍ଧିକ୍ରିୟା ଭୋଜି ଉପରେ ନିଷେଧାଦେଶ ଦେବା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ଆବେଦନକାରୀ ପର୍ଶୁରାମ ବିଶ୍ୱାଳଙ୍କ ପକ୍ଷରୁ ଆଗତ ଏହି ମାମଲାରେ କୌଣସି ଭୋଜି ଆୟୋଜନରେ ଅତିଥିଙ୍କ ସଂଖ୍ୟା…

ବିବାହ ବିଚ୍ଛେଦ ମାମଲାରେ ପୁଣି ନୂଆ ଟ୍ବିଷ୍ଟ ; ହାଇକୋର୍ଟ ଗଲେ ଅନୁଭବ ମହାନ୍ତି

କଟକ (କେନ୍ୟୁଜ): ହାଇକୋର୍ଟ ଗଲେ ଅନୁଭବ। ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ପୁଣି ନୂଆ ଟ୍ବିଷ୍ଟ। କଟକ ପରିବାର ଅଦାଲତ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି ସାଂସଦ ସୁପରଷ୍ଟାର ଅନୁଭବ ମହାନ୍ତି। ପରିବାର ଅଦାଲତର ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାୟର କରିଛନ୍ତି।…