Browsing Tag

high court

ଅନଲାଇନରେ ହେବ କୋର୍ଟ କାର୍ଯ୍ୟ, ଓଡ଼ିଶା ହାଇକୋର୍ଟର ବହୁବିଧ ଇ-ସେବା ପୋର୍ଟାଲ ଲୋକାର୍ପିତ

କେନ୍ୟୁଜ୍(ବ୍ୟୁରୋ):  ଓଡ଼ିଶା ହାଇକୋର୍ଟର ବହୁବିଧ ଇ-ସେବା ପୋର୍ଟାଲ ଲୋକାର୍ପିତ। ହାଇକୋର୍ଟର ଲାଇଭ ଷ୍ଟ୍ରିମିଙ୍ଗ, ହାଇକୋର୍ଟ ମୋବାଇଲ ଆପ, ହାଇକୋର୍ଟ ସମେତ ଜିଲ୍ଲା କୋର୍ଟ ଓ ନିମ୍ନ ଅଦାଲତରେ ଅନଲାଇନ ଜରିମାନା ଦାଖଲ, କମିଶରେଟ ପୋଲିସର ଟ୍ରାଫିକ ଇ ଚାଲାଣ ଆଦି ବ୍ୟବସ୍ଥାର ଲୋକାର୍ପଣ…

କର୍ଣ୍ଣାଟକ: ୩୮ ଟି ମାଙ୍କଡ଼ଙ୍କୁ ବିଷ ଦେଇ ମାରିବା ଘଟଣାକୁ ନେଇ ହାଇକୋର୍ଟରେ ହେବ ଶୁଣାଣି

କର୍ଣ୍ଣାଟକ: କର୍ଣ୍ଣାଟକର ହାସନ ଜିଲ୍ଲାରେ ୩୮ ଟି ମାଙ୍କଡ଼ଙ୍କ ମୃତ୍ୟୁକୁ ନେଇ ହାଇକୋର୍ଟରେ ହେବ ଶୁଣାଣି। ଗୁରୁବାର ସକାଳେ ହାସନ ଜିଲ୍ଲାର ବେଲୁର ତାଲୁକର ଚୌଧାନାହଲ୍ଲୀ ଗ୍ରାମରେ ପ୍ରାୟ ୩୮ ଟି ମୃତ ମାଙ୍କଡ ମିଳିଥିଲା। କୁହାଯାଉଛି ଯେ ମାଙ୍କଡ ମାନଙ୍କୁ ଅଖା ଭିତରେ ଭର୍ତ୍ତି କରି…

ଓଡ଼ିଶା ହାଇକୋର୍ଟ ଇତିହାସରେ ଯୋଡି ହେବ ନୂଆ ଫର୍ଦ୍ଦ, ଶୁଶାଣିର ହେବ ଲାଇଭ୍‌ ଟେଲିକାଷ୍ଟ

ଭୁବନେଶ୍ବର(କେନ୍ଯୁଜ୍): ଶୁଶାଣିର ହେବ ଲାଇଭ୍‌ ଟେଲିକାଷ୍ଟ। ଓଡ଼ିଶା ହାଇକୋର୍ଟ ଇତିହାସରେ ଯୋଡି ହେବ ନୂଆ ଫର୍ଦ୍ଦ। ଲାଇଭ୍‌ ଟେଲିକାଷ୍ଟ ମାଧ୍ୟମରେ ମାମଲାର ଶୁଣାଣି କରାଯିବ । ହାଇକୋର୍ଟରେ କେଉଁ ମାମଲାର କ’ଣ ଶୁଣାଣି ହେଉଛି ତାହା ଘରେ ବସି ଦେଖିପାରିବେ। ଏନେଇ ହାଇକୋର୍ଟ ପକ୍ଷରୁ ଏକ…

ଦେଶରେ ପ୍ରଥମ ଘଟଣା: ଭୋଟରଙ୍କୁ ଲାଞ୍ଚ ଦେବା ଅଭିଯୋଗରେ ସାଂସଦ ଦୋଷୀ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଜଣେ ସାଂସଦ ଭୋଟରଙ୍କୁ ଲାଞ୍ଚ ଦେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେଲେଙ୍ଗାନାର ଏକ ସ୍ୱତନ୍ତ୍ର ସେସନ କୋର୍ଟ ସାଂସଦଙ୍କୁ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇବା ସହ ହାଇକୋର୍ଟରେ ଆବେଦନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଦୋଷୀ ସାଂସଦ ହେଉଛନ୍ତି…

ଆସନ୍ତା୧୭ ଜୁଲାଇଠୁ ଗୁଜୁରାଟ ହାଇକୋର୍ଟର ଜରୁରୀ କାର୍ଯ୍ୟର ହେବ ଲାଇଭ ଷ୍ଟ୍ରିମିଂ

ଗୁଜୁରାଟ ହାଇକୋର୍ଟ ପକ୍ଷରୁ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ଯାହା ଆସନ୍ତା ୧୭ ଜୁଲାଇ ଶନିବାରଠୁ ଲାଗୁ ହେବ । ଶନିବାରଠୁ କୋର୍ଟରେ ହେଉଥିବା ସମସ୍ତ ଜରୁରୀ  କାର୍ଯ୍ୟର କରାଯିବ ଲାଇଭ ଷ୍ଟ୍ରିମିଂ। ଗୁଜୁରାଟ ହାଇକୋର୍ଟର ଐତିହାସିକ ନିଷ୍ପତ୍ତି । ଏହା କରିବା ପରେ ଗୁଜୁରାଟ ଉଚ୍ଚନ୍ୟାୟାଳୟ…

ଏଥର ସୋସିଆଲ ମିଡିଆ ଆପ୍‌ ଟେଲିଗ୍ରାମରେ ମିଳିବ ଓଡ଼ିଶା ହାଇକୋର୍ଟଙ୍କ ସମସ୍ତ ତଥ୍ୟ, ଆସନ୍ତା ୧୯ରୁ କରାଯିବ ସେୟାର

କଟକ(କେନ୍ଯୁଜ୍): ହାତପାଆନ୍ତାରେ ମିଳିବ ଓଡ଼ିଶା ହାଇକୋର୍ଟ ସମ୍ପର୍କିତ ସମସ୍ତ ତଥ୍ୟ ଓ ସୂଚନା। ସୋସିଆଲ ମିଡିଆ ଆପ୍‌ ଟେଲିଗ୍ରାମରେ ମିଳିବ ଓଡ଼ିଶା ହାଇକୋର୍ଟଙ୍କ ସମସ୍ତ ତଥ୍ୟ। ଏଥିରେ କୋର୍ଟର କାର୍ଯ୍ୟସୂଚୀ ସହ ସର୍କୁଲାର , ନୋଟିସ୍‌, ପ୍ରେସ ଇସ୍ତାହାର ସବୁକିଛି ମିଳିବ। ଆସନ୍ତା ୧୯…

ଅବସର ନେଲେ ହାଇକୋର୍ଟର ବରିଷ୍ଠ ବିଚାରପତି କୁମାରୀ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା

କଟକ(କେନ୍ଯୁଜ୍): ଅବସର ନେଲେ ଜଷ୍ଟିସ୍‌ କୁମାରୀ ସଞ୍ଜୁ ପଣ୍ଡା । ହାଇକୋର୍ଟର ବରିଷ୍ଠ ବିଚାରପତି କୁମାରୀ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ଅବସର ନେଇଛନ୍ତି । ଏଥିସହ ମାସକ ଭିତରେ ୨ବିଚାରପତି ଅବସର ନେଲେଣି । ମାସକ ପୂର୍ବରୁ ବିଚାରପତି ଜଷ୍ଟିସ୍‌ ପ୍ରଥମ ପଟ୍ଟନାୟକ ଅବସର ଗ୍ରହଣ କରିଥିଲେ । ଏବେ…

ପ୍ରତି ଜିଲ୍ଲାରେ କରୋନା ମୃତ୍ୟୁର କଣ ରହିଛି ସ୍ଥିତି? ସବିଶେଷ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ…

ଭୁବନେଶ୍ବର(କେନ୍ଯୁଜ୍): କରୋନା ମୃତ୍ୟୁ ଘଟଣାରେ ହାଇକୋର୍ଟଙ୍କ ଜବାବ ତଲବ। ପ୍ରତି ଜିଲ୍ଲାରେ କରୋନା ମୃତ୍ୟୁର କଣ ସ୍ଥିତି ରହିଛି ସେନେଇ ସବିଶେଷ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ…

ଜୁଲାଇ ୨ଯାଏ ହାଇକୋର୍ଟରେ ଭିଡ଼ିଓ କନଫରେନ୍ସିଂରେ ଶୁଣାଣି, ଏନେଇ ସାନି ବିଜ୍ଞପ୍ତି ପ୍ରକାଶ

କଟକ: ଜୁଲାଇ ୨ଯାଏ ହାଇକୋର୍ଟରେ ଭିଡ଼ିଓ କନଫରେନ୍ସିଂରେ ଶୁଣାଣି । ପୂର୍ବଳଭି ଭିଡ଼ିଓ କନଫରେନ୍ସିଂ ବ୍ୟବସ୍ଥାରେ ହାଇକୋର୍ଟରେ ମାମଲା ଶୁଣାଣି କରାଯିବ । ଏନେଇ ହାଇକୋର୍ଟ ପକ୍ଷରୁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ଗୋଟିଏ ଡିଭିଜନ ବେଞ୍ଚ ଓ ୬ଟି ସିଙ୍ଗଲ୍‌ ବେଞ୍ଚ ଏହି ସମୟରେ ଶୁଣାଣି କରିବେ।…

ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ, କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉ ପାଣି ବୋତଲ ଓ ଜୁସ କମ୍ପାନୀ

ଓଡିଶା ହାଇକୋର୍ଟ ଦେଲେ ଗୁରୁତ୍ତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ରାଜ୍ୟର ସମସ୍ତ ପାଣି ବୋତଲ କମ୍ପାନୀ ଓ ଜୁସ କମ୍ପାନୀରେ ନିୟମିତ ଚଢ଼ାଉ ଓ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ | ରାଜ୍ୟରେ ଏକ୍ସପାଏରୀ ହୋଇଯାଇଥିବା ପାଣି ବୋତଲ ଓ ଜୁସ ବିକ୍ରି ଅବାଧ ଭାବେ ଚାଲିଛି। ରାଜ୍ୟ ସରକାରଙ୍କ…

ପୁରୀ ହାଜତ ମୃତ୍ୟୁ ମାମଲା: ବିଚାରବିଭାଗୀୟ ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ

ପୁରୀ(କେନ୍ୟୁଜ୍):  ପୁରୀ ହାଜତ ମୃତ୍ୟୁ ମାମଲାର ବିଚାରବିଭାଗୀୟ ତଦନ୍ତ ରିପୋର୍ଟ ହାଇକୋର୍ଟରେ ଦାଖଲ । ପୁରୀ ଜେଏମଏଫସିଙ୍କ ଏହି ତଦନ୍ତ ରିପୋର୍ଟକୁ ହାଇକୋର୍ଟରେ ଦାଖଲ କରିଛନ୍ତି ପୁରୀ ଜିଲ୍ଲା ଜଜ୍‌ । ଏହାସହ କେ. ରମେଶଙ୍କ ମୃତ୍ୟୁ ନେଇ ଷ୍ଟାଟସ ରିପୋର୍ଟ ପୁରୀ ଏସପିଙ୍କୁ ଦାଖଲ କରିବା ପାଇଁ…

ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ଜମି ବିକ୍ରୀ ବିବାଦ ମାମଲାର ଶୁଣାଣି

ପୁରୀ: ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ଜମି ବିକ୍ରୀ ବିବାଦ ମାମଲାର ଶୁଣାଣି। ହାଇକୋର୍ଟଙ୍କ ଅବକାଶ କାଳୀନ ଖଣ୍ଡପୀଠରେ ଶୁଣାଣି ହୋଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ମାସକୁ ଧାର୍ଯ୍ୟ କରିଛନ୍ତି ଅଦାଲତ। ମାମଲା ହାଇକୋର୍ଟରେ ବିଚାରଧୀନ ଥିବାରୁ ଜମି ବିକ୍ରୀ ଉପରେ ସ୍ଥିତାବସ୍ଥା…