Browsing Tag

high court

ଆଜି ହାଇକୋର୍ଟରେ ମମିତା ମେହେର ମାମଲାର ଶୁଣାଣି

କଟକ(କେନ୍ଯୁଜ୍): ମହାଲିଙ୍ଗ ସନସାଇନ ପବ୍ଲିକସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ମୃତ ମମିତାଙ୍କ ପରିବାର । ଆଜି ଜଷ୍ଟିସ ବିଶ୍‌ଜିତ ମହାନ୍ତିଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ନ୍ୟାୟଳୟଙ୍କ ଦ୍ୱାରସ୍ଥ…

ଅନଲାଇନ ଗେମ ମାଧ୍ୟମରେ ଜୁଆ ଖେଳକୁ ଅନୁମତି ଦେବାକୁ ପ୍ରାର୍ଥନା, ଜବାବ ଦାଖଲ ପାଇଁ ନୋଟିସ୍‌

କଟକ(କେନ୍ଯୁଜ୍): ଓଡ଼ିଶା ପ୍ରିଭେନସନ୍‌ ଅଫ୍‌ ଗାମ୍ବଲିଙ୍ଗ୍‌ ଆକ୍ଟ ୧୯୫୫କୁ ବିରୋଧ କରି ଏବଂ ଅନଲାଇନ ଗେମ ମାଧ୍ୟମରେ ଜୁଆ ଖେଳକୁ ଅନୁମତି ପ୍ରଦାନ କରିବାକୁ ପ୍ରାର୍ଥନା କରି ରୁଜୁ ହୋଇଥିବା ମାମଲାରେ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ…

ଏସ୍‌ସିବି ମେଡିକାଲ ପବ୍ଲିକ ସ୍କୁଲର ସ୍ଥାନାନ୍ତରକୁ ବିରୋଧ କରି ଦାୟର ମାମଲା ଖାରଜ

କଟକ(କେନ୍ଯୁଜ୍):ଏସ୍‌ସିବି ମେଡିକାଲ ପବ୍ଲିକ ସ୍କୁଲର ସ୍ଥାନାନ୍ତରକୁ ବିରୋଧ କରି ଦାୟର ମାମଲା ଖାରଜ। ହାଇକୋର୍ଟ ଶୁଣାଣି କରି ମାମଲାରେ ପୂର୍ଣ୍ଣଛେଦ ପକାଇବା ସହ ମାମଲାକୁ ଖାରଜ କରିଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌.ମୁରଲୀଧର ଓ ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କୁ…

DRDO ତଥ୍ୟ ଲିକ୍‌ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ପ୍ରସଂଗ ନେଇ ହାଇକୋର୍ଟରେ ପହଞ୍ଚିଲା ମାମଲା

ବାଲେଶ୍ୱର (କେନ୍ୟୁଜ): ଚାନ୍ଦିପୁର DRDO ତଥ୍ୟ ଲିକ୍‌ ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ପ୍ରସଂଗ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ଦାୟର ମାମଲାର ଶୁଣାଣି ହୋଇଛି। ପ୍ରତିପକ୍ଷ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି ଓଡିଶା ହାଇକୋର୍ଟ। ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ…

ହାଇକୋର୍ଟରେ ନିଯୁକ୍ତ ହେଲେ ଆଉ ଜଣେ ନୂଆ ବିଚାରପତି,ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶିତ ହୋଇଛି

କେନ୍ୟୁଜ୍(ବ୍ୟୁରୋ): ଓଡିଶା ହାଇକୋର୍ଟରେ ନିଯୁକ୍ତ ହେଲେ ଆଉ ଜଣେ ନୂଆ ବିଚାରପତି । ଆଦିତ୍ୟ କୁମାର ମହାପାତ୍ର ହେଲେ ହାଇକୋର୍ଟ ବିଚାରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ଏ ନେଇ ବିଜ୍ଞପ୍ତି ପ୍ରକାଶିତ ହୋଇଛି । କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଧିବଦ୍ଧ…

ଦୀପାବଳିରେ ବାଣ ବିକ୍ରି ହେବ ନା ନାହିଁ? ଏନେଇ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ

ଭୁବନେଶ୍ୱର (କେନ୍ୟୁଜ): ଦୀପାବଳିରେ ବାଣ ବିକ୍ରି ହେବ ନା ନାହିଁ? ବାଣ ଫୁଟାଇବାକୁ ଅନୁମତି ମିଳିବ କି ନାହିଁ ? ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ହାଇକୋର୍ଟ। ସ୍ୱତନ୍ତ୍ର ରିଲିଫ୍‌ କମିଶନର ଏନେଇ ନେବେ ନିଷ୍ପତ୍ତି । ଆଜି ପୂର୍ବାହ୍‌ଣରେ ଶୁଣାଣି କରିବେ ଏସ୍‌ଆରସି । ହାଇକୋର୍ଟରେ…

ଉଚ୍ଚ ଶିକ୍ଷା ସଚିବଙ୍କ ବିରୋଧରେ ଥିବା ୨ ଅଦାଲତ ଅବମାନନା ମାମଲା ବନ୍ଦ କର: ହାଇକୋର୍ଟ

କଟକ(କେନ୍ଯୁଜ୍): ଉଚ୍ଚ ଶିକ୍ଷା ସଚିବଙ୍କ ପାଇଁ ଅତୀତରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିବା ୨ ଚର୍ଚ୍ଚିତ ଅଦାଲତ ଅବମାନନା ମାମଲାକୁ ବନ୍ଦ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ନବରଙ୍ଗପୁର ଖତିଗୁଡାସ୍ଥିତ ଇନ୍ଦ୍ରାବତୀ ପ୍ରୋଜେକ୍ଟ କଲେଜ ଓ କଳାହାଣ୍ଡି ଜିଲ୍ଲା ଜୟପାଟଣାସ୍ଥିତ ଇନ୍ଦ୍ରାବତୀ…

ସରକାରୀ ଜମିକୁ ନିଜର ଦର୍ଶାଇ କ୍ଷତିପୂରଣ ନେଇସାରିଥିବା ବ୍ୟକ୍ତିଙ୍କ ଠାରୁ କ୍ଷତିପୂରଣ ରାଶି ଆଦାୟ କର: ହାଇକୋର୍ଟ

କଟକ(କେନ୍ଯୁଜ୍): ସରକାରୀ ଜମିକୁ ନିଜର ଦର୍ଶାଇ ସରକାରଙ୍କ ଠାରୁ କ୍ଷତିପୂରଣ ନେଇସାରିଥିବା ବ୍ୟକ୍ତିଙ୍କ ଠାରୁ କ୍ଷତିପୂରଣ ରାଶି ଆଦାୟ କରିବା ପାଇଁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଟକ ସିଡିଏ ଜମି କେଳେଙ୍କାରି ମାମଲାରେ ହାଇକୋର୍ଟ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା…

ଆଜି ଶପଥ ଗ୍ରହଣ କରିବେ ଓଡିଶା ହାଇକୋର୍ଟର ୩ ନୂଆ ବିଚାରପତି

କଟକ(କେନ୍ଯୁଜ୍): ଆଜି ଶପଥ ଗ୍ରହଣ କରିବେ ଓଡିଶା ହାଇକୋର୍ଟର ୩ ନୂଆ ବିଚାରପତି । ଆଇନଜୀବୀ ମୃଗାଙ୍ଗ ଶେଖର ସାହୁ ହାଇକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିବେ । ଜୁଡ଼ିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ମଧ୍ୟ ହାଇକୋର୍ଟ ଜଜ ଭାବେ ଶପଥ ନେବେ । ମୁଖ୍ୟ ବିଚାରପତି ଜଷ୍ଟିସ…

ଆଜି ଓଡିଶା ହାଇକୋର୍ଟରେ ଶପଥ ଗ୍ରହଣ କରିବେ ଦୁଇ ନୂଆ ବିଚାରପତି

କଟକ(କେନ୍ଯୁଜ୍): ଆଜି ଓଡିଶା ହାଇକୋର୍ଟରେ ଶପଥ ଗ୍ରହଣ କରିବେ ଦୁଇ ନୂଆ ବିଚାରପତି । ହାଇକୋର୍ଟ ସମ୍ମିଳନୀ କକ୍ଷରେ ସକାଳ ୧୦.୧୫ ମିନିଟରେ ମୁଖ୍ୟ ବିଚାରପତି ଜଷ୍ଟିସ ଡ଼କ୍ଟର ଏସ. ମୁରଲୀଧର, ଜଷ୍ଟିସ ଯଶୱନ୍ତ ସିଂ ଓ ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କର ଶପଥ ପାଠ କରାଇବେ । ଦୁଇ ବିଚାରପତି ଓଡିଶାରେ…

ପଞ୍ଜାବ ହରିୟାଣା ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ସିଂହଙ୍କ ଓଡ଼ିଶା ହାଇକୋର୍ଟକୁ ବଦଳି

କଟକ(କେନ୍ଯୁଜ୍): ପଞ୍ଜାବ ହରିୟାଣା ହାଇକୋର୍ଟ ବିଚାରପତି ଜଷ୍ଟିସ ଯଶୱନ୍ତ ସିଂହଙ୍କ ଓଡ଼ିଶା ହାଇକୋର୍ଟକୁ ବଦଳି । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏ ନେଇ କେନ୍ଦ୍ର ଆଇନ ବିଭାଗ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି। ଗତ ୧୬ ତାରିଖରେ ଏ ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିଶ କରିଥିଲେ ।…

୫ ପୂର୍ବରୁ ଆବେଦନକାରୀ ଡାକ୍ତରଙ୍କୁ ଏନଓସି, ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟ ସରକାରଙ୍କ ମେଡିକାଲ ବ୍ୟତୀତ ଅନ୍ୟ ଅନୁଷ୍ଠାନରେ ଯୋଗ ଦେବାକୁ ଚାହୁଁଥିବା ଡାକ୍ତରଙ୍କୁ ରାଜ୍ୟ ସରକାର ଅକ୍ଟୋବର ୫ ତାରିଖ ପୂର୍ବରୁ ଏନଓସି ଦେବାକୁ କହିଛନ୍ତି ହାଇକୋର୍ଟ । ରାଜ୍ୟ ସରକାର ନୋ ଅବଜେକ୍ସନ୍‌ ସାର୍ଟିଫିକେଟ ଦେଉନଥିବା ଅଭିଯୋଗରେ ହାଇକୋର୍ଟରେ ରୁଜୁ…