ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ମହାସମାବେଶ, ଦାବି ବିଚାର ପାଇଁ ପ୍ରତିଶ୍ରୁତି ପରେ…
ଭୁବନେଶ୍ୱର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ସୋମବାର ରାଜଧାନୀର ରାଜରାସ୍ତାରେ ମହାସମାବେଶ ଦେଖିବାକୁ ମିଳିଥିଲା । ସମଗ୍ର ରାଜ୍ୟରୁ ପାଖାପାଖି ପଚାଶ ହଜାରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଗାନ୍ଧିମାର୍ଗରେ…