ଗାଡ଼ିରେ ତୁରନ୍ତ ଲଗାନ୍ତୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ, ଅକ୍ଟୋବର ୧ରୁ ହେବ କଡ଼ାକଡ଼ି ଯାଞ୍ଚ
କେନ୍ୟୁଜ୍(ବ୍ୟୁରୋ):ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନ ଲଗାଇଲେ କଟିବ ଚାଲାଣ । ୫ ହଜାର କିମ୍ବା ୧୦ ହଜାର ଜୋରିମାନା ଆଦାୟ କରିବ ପରିବହନ ବିଭାଗ । ଗାଡ଼ିର ପୁରୁଣା ନମ୍ବର ପ୍ଲେଟ ଗୁଡିକୁ ପରିବର୍ତ୍ତନ କରି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ଯେଉଁ…