୪୧ ଡିଗ୍ରୀ ଟପିଲା ୭ ସହରର ତାପମାତ୍ରା, ଜରୁରୀ ନଥିଲେ ବାହାରକୁ ନବାହାରିବାକୁ ପରାମର୍ଶ
ଭୁବନେଶ୍ୱର (କେନ୍ୟୁଜ): ଡରାଉଛି ତାତି । ଯେମିତି ନିସ୍ତାର ନାହିଁ । ୪୧ ଡିଗ୍ରୀ ଟପିଲା ରାଜ୍ୟର ୭ ସହରର ତାପମାତ୍ରା । ଗତକାଲି ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୧. ୭ଡିଗ୍ରୀ ରେକର୍ଡ ହୋଇଛି । ଆଜି ଠାରୁ ୬ ତାରିଖ ଯାଏ ଅନୁଭୂତ ହେବ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗ୍ରୀଷ୍ମ ଲହରୀକୁ…